ସାଲିମ ଦୁରାନୀ
ଦେଖଣା
| ବ୍ୟକ୍ତିଗତ ତଥ୍ୟ | ||||||||||||||||||||||||||||||||||||||||
|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
| ନାମ | Salim Aziz Durani | |||||||||||||||||||||||||||||||||||||||
| ଜନ୍ମ | ୧୧ ଡିସେମ୍ବର ୧୯୩୪ Kabul, Afghanistan | |||||||||||||||||||||||||||||||||||||||
| ବ୍ୟାଟିଂ ପ୍ରକାର | Left-hand bat | |||||||||||||||||||||||||||||||||||||||
| ବୋଲିଂ ପ୍ରକାର | Slow left-arm orthodox | |||||||||||||||||||||||||||||||||||||||
| ଭୂମିକା | All-rounder | |||||||||||||||||||||||||||||||||||||||
| ସମ୍ପର୍କୀୟ | Abdul Aziz Durani (father) | |||||||||||||||||||||||||||||||||||||||
| ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||
| National side | ||||||||||||||||||||||||||||||||||||||||
| ପ୍ରଥମ ଟେଷ୍ଟ (cap 95) | 1 December 1960 v Australia | |||||||||||||||||||||||||||||||||||||||
| ଶେଷ ଟେଷ୍ଟ | 6 February 1973 v England | |||||||||||||||||||||||||||||||||||||||
| ଘରୋଇ ଦଳ ତଥ୍ୟ | ||||||||||||||||||||||||||||||||||||||||
| Years | Team | |||||||||||||||||||||||||||||||||||||||
| 1953 | Saurashtra cricket team | |||||||||||||||||||||||||||||||||||||||
| 1954–1956 | Gujarat cricket team | |||||||||||||||||||||||||||||||||||||||
| 1956–1978 | Rajasthan cricket team | |||||||||||||||||||||||||||||||||||||||
| Career statistics | ||||||||||||||||||||||||||||||||||||||||
| ||||||||||||||||||||||||||||||||||||||||
Source: CricketArchive, 12 June 2013 | ||||||||||||||||||||||||||||||||||||||||
ସଲିମ ଅଜିଜ ଦୁରାନୀ
pronunciation (help·info) ୧୯୩୪ରେ ଅଫଗାନିସ୍ତାନର କାବୁଲରେ ଜନ୍ମଗ୍ରହଣ କରିଥିବା ସଲିମ ଭାରତୀୟ କ୍ରିକେଟ ଦଳ ପାଇଁ ୨୯ଟି ଟେଷ୍ଟ ୧୯୬୦ରୁ ୧୯୭୩ ମସିହା ଯାଏ ଖେଳିଥିଲେ । ସେ ଜଣେ ଆକ୍ରମଣାତ୍ମକ ବେଟସମେନ ହେବା ସହ ବାମ ହାତି ସ୍ପିନ ବୋଲିଂ ମଧ୍ୟ କରୁଥିଲେ । ସେଯୁଗରେ ଭି ସେ ଛକ୍କା ମାରିବା ପାଇଁ ପ୍ରଖ୍ୟାତ ଥିଲେ ।
ସେ ' ଚରିତ୍ର' ନାମକ ଏକ ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ ପରବୀନ ବାବିଙ୍କ ସହ ଅଭିନୟ କରିଥିଲେ , ଯାହାକି ଫ୍ଲପ ହେଇଥିଲା । ସେ ପ୍ରଥମ କ୍ରିକେଟର ଯିଏ ଅର୍ଜୁନ ପୁରସ୍କାର ପାଇଥିଲେ ଓ ସି॰ କେ ॰ ନାଇଡୁ ପୁରସ୍କାର ମଧ୍ୟ ପାଇଥିଲେ ତାଙ୍କ କ୍ରିକେଟ ଅବଦାନ ପାଇଁ । [୧]
See also
[ସମ୍ପାଦନା]- List of Test cricketers born in non-Test playing nations
References
[ସମ୍ପାଦନା]- ↑ "C.K. Nayudu Lifetime Achievement Award for Durani". The Hindu. 27 May 2011. Retrieved 27 May 2011.
{{cite news}}: More than one of|accessdate=and|access-date=specified (help)