ସାଲିମ ଦୁରାନୀ

ଉଇକିପିଡ଼ିଆ‌ରୁ
Salim Durani
ବ୍ୟକ୍ତିଗତ ତଥ୍ୟ
ନାମSalim Aziz Durani
ଜନ୍ମ (1934-12-11) ୧୧ ଡିସେମ୍ବର ୧୯୩୪ (ବୟସ ୮୯)
Kabul, Afghanistan
ବ୍ୟାଟିଂ ପ୍ରକାରLeft-hand bat
ବୋଲିଂ ପ୍ରକାରSlow left-arm orthodox
ଭୂମିକାAll-rounder
ସମ୍ପର୍କୀୟAbdul Aziz Durani (father)
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଟେଷ୍ଟ (cap 95)1 December 1960 v Australia
ଶେଷ ଟେଷ୍ଟ6 February 1973 v England
ଘରୋଇ ଦଳ ତଥ୍ୟ
YearsTeam
1953Saurashtra cricket team
1954–1956Gujarat cricket team
1956–1978Rajasthan cricket team
Career statistics
ପ୍ରତିଯୋଗିତା Test First-class
ମ୍ୟାଚ ସଂଖ୍ୟା 29 170
ମୋଟ ରନ 1202 8545
ବ୍ୟାଟିଂ ହାର 25.04 33.37
ଶତକ/ଅର୍ଦ୍ଧଶତକ 1/7 14/45
ସର୍ବାଧିକ ରନ 104 137*
ବଲ ସଂଖ୍ୟା 6446 28130
ଉଇକେଟ 75 484
ବୋଲିଂ ହାର 35.42 26.09
ଇନିଙ୍ଗସରେ ୫ଟି ଉଇକେଟ 3 21
ମ୍ୟାଚରେ ୧୦ଟି ଉଇକେଟ 1 2
ସବୁଠୁ ଭଲ ବୋଲିଂ 6/73 8/99
କ୍ୟାଚ/ଷ୍ଟମ୍ପିଙ୍ଗ 14/- 144/4
Source: CricketArchive, 12 June 2013

ସଲିମ ଅଜିଜ ଦୁରାନୀ

  pronunciation  ୧୯୩୪ରେ ଅଫଗାନିସ୍ତାନର କାବୁଲରେ ଜନ୍ମ ଗ୍ରହଣ କରିଥିବା ସଲିମ ଭାରତୀୟ କ୍ରିକେଟ ଦଳ ପାଇଁ ୨୯ଟି ଟେଷ୍ଟ ୧୯୬୦ରୁ ୧୯୭୩ ମସିହା ଯାଏ ଖେଳିଥିଲେ । ସେ ଜଣେ ଆକ୍ରମଣାତ୍ମକ ବେଟସମେନ ହେବା ସହ ବାମ ହାତି ସ୍ପିନ ବୋଲିଂ ମଧ୍ୟ କରୁଥିଲେ । ସେଯୁଗରେ ଭି ସେ ଛକ୍କା ମାରିବା ପାଇଁ ପ୍ରଖ୍ୟାତ ଥିଲେ । 


ସେ ' ଚରିତ୍ର' ନାମକ ଏକ ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ ପରବୀନ ବାବିଙ୍କ ସହ ଅଭିନୟ କରିଥିଲେ , ଯାହାକି ଫ୍ଲପ ହେଇଥିଲା । ସେ ପ୍ରଥମ କ୍ରିକେଟର ଯିଏ ଅର୍ଜୁନ ପୁରସ୍କାର ପାଇଥିଲେ ଓ ସି॰ କେ ॰ ନାଇଡୁ ପୁରସ୍କାର ମଧ୍ୟ ପାଇଥିଲେ ତାଙ୍କ କ୍ରିକେଟ ଅବଦାନ ପାଇଁ  ।  [୧]

See also[ସମ୍ପାଦନା]

  • List of Test cricketers born in non-Test playing nations

References[ସମ୍ପାଦନା]

  1. "C.K. Nayudu Lifetime Achievement Award for Durani". The Hindu. 27 May 2011. Retrieved 27 May 2011. {{cite news}}: More than one of |accessdate= and |access-date= specified (help)