Jump to content

ସାଲମେଟେରୋଲ

ଉଇକିପିଡ଼ିଆ‌ରୁ
ସାଲମେଟେରୋଲ
Clinical data
Trade namesSerevent, Aeromax, others
SynonymsSalmeterol xinafoate
AHFS/Drugs.commonograph
data
Pregnancy
category
    Routes of
    administration
    Respiratory inhalation (Metered-dose inhaler (MDI), Dry-powder inhaler (DPI))
    Legal status
    Legal status
    Pharmacokinetic data
    Protein binding96%
    MetabolismLiver (CYP3A4)
    Onset of actionAbout 30 min[]
    Elimination half-life5.5 hours
    Duration of action12 hr[]
    Identifiers
    • (RS)-2-(hydroxymethyl)-4-{1-hydroxy-2-[6-(4-phenylbutoxy)hexylamino]ethyl}phenol
    ECHA InfoCard100.122.879 Edit this at Wikidata
    Chemical and physical data
    FormulaC25H37NO4
    Molar mass୪୧୫.୫୭ g·mol−1
    3D model (JSmol)
    • OCc1cc(ccc1O)[C@H](O)CNCCCCCCOCCCCc2ccccc2
    • InChI=1S/C25H37NO4/c27-20-23-18-22(13-14-24(23)28)25(29)19-26-15-7-1-2-8-16-30-17-9-6-12-21-10-4-3-5-11-21/h3-5,10-11,13-14,18,25-29H,1-2,6-9,12,15-17,19-20H2/t25-/m1/s1 checkY
    • Key:GIIZNNXWQWCKIB-RUZDIDTESA-N checkY
      (verify)

    ସାଲମେଟେରୋଲ, ଏକ ବିକ୍ରୟ ନାମ ଅନ୍ୟମାନଙ୍କ ମଧ୍ୟରେ ସେରେଭେଣ୍ଟ, ହେଉଛି ଆଜ୍‌ମା କିମ୍ବା କ୍ରନିକ ଅବଷ୍ଟ୍ରକ୍ଟିଭ ଫୁସଫୁସ ରୋଗ (COPD)ର ରକ୍ଷଣାବେକ୍ଷଣରେ ବ୍ୟବହୃତ ଏକ ଔଷଧ ।[] ଆଜମା ରୋଗରେ ଏହା ଏକ ପ୍ରଶ୍ୱାସରେ ନିଆଯା‌ଥିବା କର୍ଟିକୋଷ୍ଟେରଏଡ ସହିତ ମିଳିତ ଭାବରେ ବ୍ୟବହୃତ ହୁଏ ।[] ଏହା ବ୍ୟାୟାମ ଜନିତ ବ୍ରୋଙ୍କୋକନଷ୍ଟ୍ରିକ୍ସନ୍ ପାଇଁ ମଧ୍ୟ ବ୍ୟବହୃତ ହୁଏ ।[] ଔଷଧର ପ୍ରଭାବ ପ୍ରାୟ ୩୦ ମିନିଟରେ ଆରମ୍ଭ ହୋଇ ପ୍ରାୟ ୧୨ ଘଣ୍ଟା ପର୍ଯ୍ୟନ୍ତ ରହିପାରେ ।[] []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ନାକରୁ ତରଳ ପଦାର୍ଥ ନିର୍ଗମନ, ଥ୍ରଶ୍, କାଶ ଏବଂ ସ୍ୱରରେ ପରିବର୍ତ୍ତନ ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କମ୍ ପୋଟାସିୟମ୍, ଆନାଫାଇଲକ୍ସିସ୍, ବ୍ରୋଙ୍କୋସ୍ପାଜ୍ମ ଏବଂ କ୍ୟୁଟି ବିସ୍ତାର ହୋଇପାରେ ।[] ଗର୍ଭାବସ୍ଥାରେ କିମ୍ବା ସ୍ତନ୍ୟପାନ ସମୟରେ ବ୍ୟବହାର ଯୁକ୍ତିଯୁକ୍ତ ବୋଲି ଧରାଯାଏ ।[] ଏହା ଏକ ଦୀର୍ଘକାଳୀନ କାର୍ଯ୍ୟକ୍ଷମ β<sub id="mwKg">୨</sub> ଆଡ୍ରେନେଜିକ୍ ରିସେପ୍ଟର ଆଗୋନିଷ୍ଟ (LABA) ଔଷଧ ।[]

    ସାଲମେଟେରୋଲ ୧୯୮୩ ମସିହାରେ ପ୍ୟାଟେଣ୍ଟ ହୋଇଥିଲା ଏବଂ ୧୯୯୦ରେ ଡାକ୍ତରୀ ବ୍ୟବହାରରେ ଆସିଥିଲା ।[] ଯୁକ୍ତରାଜ୍ୟରେ ୧୨୦ ମାତ୍ରା ଔଷଧର ମୂଲ୍ୟ ୨୦୨୧ ସୁଦ୍ଧା ୨୦୨୧ରେ ମୂଲ୍ୟ ୩୦ ପାଊଣ୍ଡ ଥିଲା ।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୮୦୦ ଡଲାର ଅଟେ ।[] ଏହା ଫ୍ଲୁଟିକାସୋନ/ ସାଲମେଟେରୋଲ ଭଳି ମଧ୍ୟ ଉପଲବ୍ଧ ।| []

    1. "Serevent Diskus- salmeterol xinafoate powder, metered". DailyMed. 13 January 2020. Archived from the original on 14 December 2020. Retrieved 6 September 2020.
    2. 1 2 3 4 5 6 7 8 "Salmeterol". American Society of Health-System Pharmacists. Archived from the original on 25 July 2021. Retrieved 10 October 2021.
    3. 1 2 3 4 5 BNF (80 ed.). BMJ Group and the Pharmaceutical Press. September 2020 – March 2021. p. 266. ISBN 978-0-85711-369-6.{{cite book}}: CS1 maint: date format (link)
    4. Fischer J, Ganellin CR (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 543. ISBN 9783527607495. Archived from the original on 2021-07-24. Retrieved 2021-06-21.
    5. "Salmeterol Xinafoate Prices, Coupons & Savings Tips - GoodRx". GoodRx. Retrieved 10 October 2021.