ସାରଦା ପ୍ରସାଦ ନାୟକ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ସାରଦା ପ୍ରସାଦ ନାୟକ ଜଣେ ଭାରତୀୟ ରାଜନୈତିଜ୍ଞ ଅଟନ୍ତି,ଯେ କି ବିଜୁ ଜନତା ଦଳ ସହିତ ଜଡ଼ିତ,ଯିଏ ରାଉରକେଲା ବିଧାନ ସଭା ନିର୍ବାଚନର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। [୧] ସେ ରାଉରକେଲାର 13 ତମ ଏବଂ 14 ତମ ବିଧାୟକ | ସେ 19 ମଇ 2009ରୁ 18 ମଇ 2014 ପର୍ଯ୍ୟନ୍ତ ଚତୁର୍ଦ୍ଦଶ ଆସେମ୍ବଲିରେ ସାଧାରଣ(ବର୍ଗ)ରୁ ନିର୍ବାଚିତ ହୋଇଥିଲେ ଏବଂ ସେହି ଦିନଠାରୁ ସେ ବର୍ତ୍ତମାନର ପର୍ଯ୍ୟନ୍ତ କାର୍ଯ୍ୟ କରୁଛନ୍ତି।

ସନ୍ଦର୍ଭ[ସମ୍ପାଦନା]

  1. Jagran (10 August 2019). "सुंदरगढ़ जिला योजना बोर्ड के अध्यक्ष बने शारदा". Jagran. Retrieved 23 November 2020.

ବାହ୍ୟ ଆଧାର[ସମ୍ପାଦନା]