ସାରଙ୍ଗଧର ରାୟଗୁରୁ
ଦେଖଣା
ସାରଙ୍ଗଧର ରାୟଗୁରୁ | |
|---|---|
| ଜନ୍ମ | ସାରଙ୍ଗଧର ରାୟଗୁରୁ |
| ଜାତୀୟତା | |
ସାରଙ୍ଗଧର ରାୟଗୁରୁ ଓଡ଼ିଶାର ଜଣେ ପୁଲିସ ମହାନିରୀକ୍ଷକ ତଥା ଗବେଷକ । ଜଗନ୍ନାଥ ସଂସ୍କୃତି ଉପରେ ତଥ୍ୟଭିତ୍ତିକ ଗବେଷଣା ପାଇଁ ତାଙ୍କୁ ଆଧ୍ୟାତ୍ମିକ ପତ୍ରିକା ମହୋଦଧି ତରଫରୁ "ମହୋଦଧି' ସମ୍ମାନରେ ସମ୍ମାନୀତ କରାଯାଇଥିଲା । [୧]
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ଜଗବନ୍ଧୁ ସିଂହ ସ୍ମୃତି ସମ୍ମାନ, ୨୦୨୧[୨]
ଆଧାର
[ସମ୍ପାଦନା]- ↑ "ଗବେଷକ ସାରଙ୍ଗଧରଙ୍କୁ ମିଳିଲା ମହୋଦଧି ସମ୍ମାନ". ସମାଜ. ୩୦ ସେପ୍ଟେମ୍ବର ୨୦୧୪.
{{cite news}}:|access-date=requires|url=(help); Check date values in:|accessdate=and|date=(help) - ↑ "ସାରଙ୍ଗଧର ରାୟଗୁରୁ ପାଇବେ ଜଗବନ୍ଧୁ ସିଂହ ସ୍ମୃତି ସମ୍ମାନ". dharitriepaper.in. ୭ ଫେବୃଆରୀ ୨୦୨୧. Retrieved 7 February 2021.
{{cite web}}: Check date values in:|date=(help)
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |