ସାମୋଆ
Independent State of Samoa | ||||||
---|---|---|---|---|---|---|
|
||||||
ରାଷ୍ଟ୍ରାଦର୍ଶ: "Faʻavae i le Atua Sāmoa" "Samoa is founded on God" |
||||||
ଜାତୀୟ ସଙ୍ଗୀତ: O le fuʻa o le saʻolotoga o Samoa "The Banner of Freedom" The National Anthem of Samoa |
||||||
ରାଜଧାନୀ | ଅପିଆ | |||||
Largest city | Apia | |||||
ରାଜ ଭାଷା | ||||||
ଜାତି]କିମ୍ବା (2001) |
|
|||||
ଜାତୀୟତା | Samoan | |||||
ପ୍ରଶାସନ | Unitary parliamentary democracy | |||||
- | O le Ao o le Malo | Va'aletoa Sualauvi II | ||||
- | Prime Minister | Tuilaepa Aiono Sailele Malielegaoi | ||||
ବିଧାନମଣ୍ଡଳ | Legislative Assembly | |||||
Independence from New Zealand | ||||||
- | Treaty of Berlin | 14 June 1889 | ||||
- | Tripartite Convention | 16 February 1900 | ||||
- | Colonization by Germany | 1 March 1900 | ||||
- | Colonization by New Zealand | 30 August 1914 | ||||
- | League mandate | 17 December 1920 | ||||
- | UN trusteeship | 13 December 1946 | ||||
- | Western Samoa Act 1961 | 1 January 1962 | ||||
କ୍ଷେତ୍ରଫଳ | ||||||
- | ସର୍ବମୋଟ | ୨,୮୪୨ km2 (167th) ୧,୦୯୭ ବର୍ଗ ମି |
||||
- | ଜଳଭାଗ (%) | 0.3 | ||||
ଲୋକସଂଖ୍ୟା | ||||||
- | November 2016 census | 192,342[୨] | ||||
- | ଘନତା | 68/କିମି୨ ୧୭୫/ବର୍ଗ ମି |
||||
ମୋଟ ଘରୋଇ ଉତ୍ପାଦ (କ୍ରୟ ଶକ୍ତି ସମାନତା) | 2016 ଅନୁମାନ | |||||
- | ସର୍ବମୋଟ | $1.046 billion[୩] | ||||
- | ମୁଣ୍ଡପିଛା ହାର ହିସାବରେ | $5,368[୩] | ||||
ମୋଟ ଘରୋଇ ଉତ୍ପାଦ (ଆକଳନ କରାଯାଇଥିବା) | 2016 ଆକଳନ | |||||
- | ସର୍ବମୋଟ | $876 million[୩] | ||||
- | ପ୍ରତିଟି ମଣିଷ | $4,496[୩] | ||||
ମାନବ ବିକାଶ ସୂଚନାଙ୍କ (2014) | 0.702 (105th) | |||||
ମୁଦ୍ରା | Tala (WST ) |
|||||
ସମୟ ମଣ୍ଡଳ | UTC+13:00 (ଇଉଟିସି+13b) | |||||
- | ଖରାଦିନ (ଡ଼ିଏସଟି) | UTC+14:00 (ଇଉଟିସି+14) | ||||
ରାସ୍ତାର ଏପାଖରେ ଚାଲନ୍ତୁ | leftc | |||||
ଇଣ୍ଟରନେଟ ଟିଏଲଡ଼ି | .ws | |||||
ଫୋନ କୋଡ଼ | +685 |
ସାମୋଆ ଦେଶ ବା ସାମୋଆ ସାଧାରଣତନ୍ତ୍ର , ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ଏକ ଦେଶ । ଏହା ପ୍ରଶାନ୍ତ ମହାସାଗରରେ ଥିବା ଏକ ଦ୍ୱିପପୁଞ୍ଜ ହିସାବରେ ମଧ୍ୟ ଜଣାଶୁଣା । ଏହାର ପ୍ରମୁଖ ଭାଗ ଦୁଇଟି ହେଉଛନ୍ତି ସଭାଇ ଏବଂ ଉପୋଲୂ । ଦେଶର ରାଜଧାନୀ ହେଉଛି ଅପିଆ । ଖ୍ରୀଷ୍ଟପୂର୍ବ ପ୍ରାୟ ୧୦୦୦ ବର୍ଷ ଆଗରୁ ପ୍ରଥମେ ଦକ୍ଷିଣ-ପୂର୍ବ ଏସିଆର ଅଧିବାସୀ ମାନେ ଏଠାକୁ ଆସି ସେମାନଙ୍କର ବସତି ସ୍ଥାପନ କରିଥିବାର ବିଶ୍ୱାସ କରାଯାଏ । ୟୁରୋପୀୟ ମାନଙ୍କ ଭିତରେ ଫରାସୀ ବ୍ୟବସାୟୀ ମାନେ ଏଠାକୁ ଆସିଥିବା ବିଶ୍ୱାସ କରାଯାଏ । ପରେ ୧୭୦୦ ଖ୍ରୀ.ଅରେ ଇଂରେଜ ମାନେ ସେଟାକୁ ଆସିଥିଲେ । ୧୮୩୦ରେ ସେମାନେ ସେଠାରେ ଉପନିବେଶ ସ୍ଥାପନ କରିଥିଲେ । ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଜର୍ମାନୀ ଓ ବ୍ରିଟେନ ପରସ୍ପରର ଶତ୍ରୁ ରାଷ୍ଟ୍ର ହୋଇଥିବାରୁ, ଜର୍ମାନୀ ପ୍ରଥମେ ସାମୋଆ ଉପରେ ଆକ୍ରମଣ କରିଥିଲା । ୧୯୧୪ରେ ନିଉଜିଲ୍ୟାଣ୍ଡ ଏହାକୁ ଅଧିକାର କରିନେଇଥିଲା । ପରେ ୧୯୪୬ ମସିହାରେ ଏହା ଜାତିସଂଘର ଏକ ସ୍ୱୟଂଶାସିତ ଅଞ୍ଚଳ ଭାବରେ ମାନ୍ୟତା ପାଇଥିଲା । ୧ ଜାନୁଆରୀ ୧୯୬୨ରେ ସାମୋଆ ପ୍ରଥମ ପଲିନେସୀୟ ଦେଶ ଭାବରେ ସ୍ୱାଧୀନତା ପାଇଥିଲା ଓ ଏହାକୁ "କମନ୍ ୱେଲଥ ରାଷ୍ଟ୍ର" ଗୁଡିକର ସଦସ୍ୟ ଭାବେ ମାନ୍ୟତା ମିଳିଥିଲା । ୧୫ ଜାନୁଆରୀ ୧୯୭୬ରେ ଏହାକୁ ଯୁକ୍ତରାଷ୍ଟ୍ରର ଏକ ସାଧାରଣତନ୍ତ୍ର ଦେଶ ଭାବରେ ମାନ୍ୟତା ପ୍ରଦାନ କରାଯାଇଥିଲା ।[୪] ଏହି ଦେଶର ଅଧିବାସୀ ମାନେ ପ୍ରଶାନ୍ତ ମହାସାଗରରେ ଭ୍ରମଣ କରିବାରେ ମହିର ଥିଲେ ଓ ଦେଶର ଅବସ୍ଥିତି ଅନ୍ୟମାନକୁ ମହାସାଗର ମାଧରେ ଦିଗ ନିରୂପଣ କରିବାରେ ମଧ୍ୟ ସାହାଯ୍ୟ କରୁଥିଲା , ତେଣୁକରି ୟୁରୋପୀୟ ମାନେ ଏହାକୁ "ଦିଗବାରେଣୀ ଦ୍ୱିପପୁଞ୍ଜ" ମଧ୍ୟ କହିବାର ନଜିର ଅଛି । [୫][୬]
ଇତିହାସ[ସମ୍ପାଦନା]
ସାମୋଆ ଦେଶର ସବୁଠୁ ପୁରୁଣା ତଥ୍ୟ ବର୍ତ୍ତମାନ ନିଉଜିଲ୍ୟାଣ୍ଡ ଦେଶର ବୈଜ୍ଞାନିକ ମାନଙ୍କ ପାଖରେ ରହିଛି । ସେମାନକ ଅନୁଯାୟୀ ଏହି ଦେଶ "ଲପିତ" ଯୁଗର ପ୍ରାୟ ୩୦୦୦ ବର୍ଷ ପୂର୍ବରୁ ସୃଷ୍ଟି ହୋଇଥିଲା । [୭]

ସ୍ୱାଧୀନତା[ସମ୍ପାଦନା]
ଶାସନ[ସମ୍ପାଦନା]
ଭୌଗଳିକ ଅବସ୍ଥିତି[ସମ୍ପାଦନା]
ଅର୍ଥନୀତି[ସମ୍ପାଦନା]
ସଂସ୍କୃତି[ସମ୍ପାଦନା]
- ↑ "Samoa". CIA – The World Factbook.
- ↑ "Census 2016 Preliminary Count". Samoa Bureau of Statistics. p. 3. Retrieved 2 February 2017.
- ↑ ୩.୦ ୩.୧ ୩.୨ ୩.୩ "Samoa". International Monetary Fund.
- ↑ "List of Member States: S". United Nations. Retrieved 27 November 2007.
- ↑ "The Navigator Islands". The Argus. 2 January 1882.
- ↑ "Samoa – The Heart of Polynesia". Polynesian Culture Center. Archived from the original on 24 July 2011.
- ↑ Green, Roger C.; Leach, Helen M. (1989). "New Information for the Ferry Berth Site, Mulifanua, Western Samoa". Journal of the Polynesian Society. 98 (3): 319–330. Retrieved 30 January 2011.