ସାମୋଆ

ଉଇକିପିଡ଼ିଆ ରୁ
Jump to navigation Jump to search
Independent State of Samoa
Malo Saʻoloto Tutoʻatasi o Sāmoa  (language?)
ରାଷ୍ଟ୍ରାଦର୍ଶ : "Faʻavae i le Atua Sāmoa"
"Samoa is founded on God"
ଜାତୀୟ ସଙ୍ଗୀତO le fuʻa o le saʻolotoga o Samoa
"The Banner of Freedom"
The National Anthem of Samoa
ରାଜଧାନୀଅପିଆ
Largest city Apia
ରାଜ ଭାଷା
ଜାତି]କିମ୍ବା (2001)
ଏକା ଅର୍ଥ Samoan
ସରକାର Unitary parliamentary democracy
 -  O le Ao o le Malo Va'aletoa Sualauvi II
 -  Prime Minister Tuilaepa Aiono Sailele Malielegaoi
ବିଧାନମଣ୍ଡଳ Legislative Assembly
Independence from New Zealand
 -  Treaty of Berlin 14 June 1889 
 -  Tripartite Convention 16 February 1900 
 -  Colonization by Germany 1 March 1900 
 -  Colonization by New Zealand 30 August 1914 
 -  League mandate 17 December 1920 
 -  UN trusteeship 13 December 1946 
 -  Western Samoa Act 1961 1 January 1962 
କ୍ଷେତ୍ରଫଳ
 -  ସର୍ବମୋଟ ୨ km2 (167th)
୧,୦୯୭ ବର୍ଗ ମି 
 -  ଜଳଭାଗ (%) 0.3
ଲୋକସଂଖ୍ୟା
 -  November 2016 census 192,342[୨] 
 -  ଘନତା 68/କିମି 
୧୭୫/ବର୍ଗ ମି
ମୋଟ ଘରୋଇ ଉତ୍ପାଦ (କ୍ରୟ ଶକ୍ତି ସମାନତା) 2016 ଅନୁମାନ
 -  ସର୍ବମୋଟ $1.046 billion[୩] 
 -  ମୁଣ୍ଡପିଛା ହାର ହିସାବରେ $5,368[୩] 
ମୋଟ ଘରୋଇ ଉତ୍ପାଦ (ଆକଳନ କରାଯାଇଥିବା) 2016 ଆକଳନ
 -  ସର୍ବମୋଟ $876 million[୩] 
 -  ପ୍ରତିଟି ମଣିଷ $4,496[୩] 
ମାନବ ବିକାଶ ସୂଚନାଙ୍କ (2014) 0.702 (105th)
ମୁଦ୍ରା Tala (WST)
ସମୟ ମଣ୍ଡଳ UTC+13:00 (ଇଉଟିସି+13b)
 -  ଖରାଦିନ (ଡ଼ିଏସଟି) UTC+14:00 (ଇଉଟିସି+14)
ରାସ୍ତାର ଏପାଖରେ ଚାଲନ୍ତୁ leftc
ଇଣ୍ଟରନେଟ ଟିଏଲଡ଼ି .ws
ଫୋନ କୋଡ଼ +685

ସାମୋଆ ଦେଶ ବା ସାମୋଆ ସାଧାରଣତନ୍ତ୍ର , ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ଏକ ଦେଶ । ଏହା ପ୍ରଶାନ୍ତ ମହାସାଗରରେ ଥିବା ଏକ ଦ୍ୱିପପୁଞ୍ଜ ହିସାବରେ ମଧ୍ୟ ଜଣାଶୁଣା । ଏହାର ପ୍ରମୁଖ ଭାଗ ଦୁଇଟି ହେଉଛନ୍ତି ସଭାଇ ଏବଂ ଉପୋଲୂ । ଦେଶର ରାଜଧାନୀ ହେଉଛି ଅପିଆ । ଖ୍ରୀଷ୍ଟପୂର୍ବ ପ୍ରାୟ ୧୦୦୦ ବର୍ଷ ଆଗରୁ ପ୍ରଥମେ ଦକ୍ଷିଣ-ପୂର୍ବ ଏସିଆର ଅଧିବାସୀ ମାନେ ଏଠାକୁ ଆସି ସେମାନଙ୍କର ବସତି ସ୍ଥାପନ କରିଥିବାର ବିଶ୍ୱାସ କରାଯାଏ । ୟୁରୋପୀୟ ମାନଙ୍କ ଭିତରେ ଫରାସୀ ବ୍ୟବସାୟୀ ମାନେ ଏଠାକୁ ଆସିଥିବା ବିଶ୍ୱାସ କରାଯାଏ । ପରେ ୧୭୦୦ ଖ୍ରୀ.ଅରେ ଇଂରେଜ ମାନେ ସେଟାକୁ ଆସିଥିଲେ । ୧୮୩୦ରେ ସେମାନେ ସେଠାରେ ଉପନିବେଶ ସ୍ଥାପନ କରିଥିଲେ । ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଜର୍ମାନୀବ୍ରିଟେନ ପରସ୍ପରର ଶତ୍ରୁ ରାଷ୍ଟ୍ର ହୋଇଥିବାରୁ, ଜର୍ମାନୀ ପ୍ରଥମେ ସାମୋଆ ଉପରେ ଆକ୍ରମଣ କରିଥିଲା । ୧୯୧୪ରେ ନିଉଜିଲ୍ୟାଣ୍ଡ ଏହାକୁ ଅଧିକାର କରିନେଇଥିଲା । ପରେ ୧୯୪୬ ମସିହାରେ ଏହା ଜାତିସଂଘର ଏକ ସ୍ୱୟଂଶାସିତ ଅଞ୍ଚଳ ଭାବରେ ମାନ୍ୟତା ପାଇଥିଲା । ୧ ଜାନୁଆରୀ ୧୯୬୨ରେ ସାମୋଆ ପ୍ରଥମ ପଲିନେସୀୟ ଦେଶ ଭାବରେ ସ୍ୱାଧୀନତା ପାଇଥିଲା ଓ ଏହାକୁ "କମନ୍ ୱେଲଥ ରାଷ୍ଟ୍ର" ଗୁଡିକର ସଦସ୍ୟ ଭାବେ ମାନ୍ୟତା ମିଳିଥିଲା । ୧୫ ଜାନୁଆରୀ ୧୯୭୬ରେ ଏହାକୁ ଯୁକ୍ତରାଷ୍ଟ୍ରର ଏକ ସାଧାରଣତନ୍ତ୍ର ଦେଶ ଭାବରେ ମାନ୍ୟତା ପ୍ରଦାନ କରାଯାଇଥିଲା ।[୪] ଏହି ଦେଶର ଅଧିବାସୀ ମାନେ ପ୍ରଶାନ୍ତ ମହାସାଗରରେ ଭ୍ରମଣ କରିବାରେ ମହିର ଥିଲେ ଓ ଦେଶର ଅବସ୍ଥିତି ଅନ୍ୟମାନକୁ ମହାସାଗର ମାଧରେ ଦିଗ ନିରୂପଣ କରିବାରେ ମଧ୍ୟ ସାହାଯ୍ୟ କରୁଥିଲା , ତେଣୁକରି ୟୁରୋପୀୟ ମାନେ ଏହାକୁ "ଦିଗବାରେଣୀ ଦ୍ୱିପପୁଞ୍ଜ" ମଧ୍ୟ କହିବାର ନଜିର ଅଛି । [୫][୬]

ଇତିହାସ[ସମ୍ପାଦନା]

ସାମୋଆ ଦେଶର ସବୁଠୁ ପୁରୁଣା ତଥ୍ୟ ବର୍ତ୍ତମାନ ନିଉଜିଲ୍ୟାଣ୍ଡ ଦେଶର ବୈଜ୍ଞାନିକ ମାନଙ୍କ ପାଖରେ ରହିଛି । ସେମାନକ ଅନୁଯାୟୀ ଏହି ଦେଶ "ଲପିତ" ଯୁଗର ପ୍ରାୟ ୩୦୦୦ ବର୍ଷ ପୂର୍ବରୁ ସୃଷ୍ଟି ହୋଇଥିଲା । [୭]

Studio photo depicting preparation of the Samoa 'ava ceremony c. 1911.
Interior of Samoan house, Apia, Urville 1842.

ସ୍ୱାଧୀନତା[ସମ୍ପାଦନା]

ଶାସନ[ସମ୍ପାଦନା]

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ଅର୍ଥନୀତି[ସମ୍ପାଦନା]

ସଂସ୍କୃତି[ସମ୍ପାଦନା]

  1. "Samoa". CIA – The World Factbook.
  2. "Census 2016 Preliminary Count". Samoa Bureau of Statistics. p. 3. Retrieved 2 February 2017.
  3. ୩.୦ ୩.୧ ୩.୨ ୩.୩ "Samoa". International Monetary Fund.
  4. "List of Member States: S". United Nations. Retrieved 27 November 2007.
  5. "The Navigator Islands". The Argus. 2 January 1882.
  6. "Samoa – The Heart of Polynesia". Polynesian Culture Center. Archived from the original on 24 July 2011.
  7. Green, Roger C.; Leach, Helen M. (1989). "New Information for the Ferry Berth Site, Mulifanua, Western Samoa". Journal of the Polynesian Society. 98 (3): 319–330. Retrieved 30 January 2011.