ସାମୁଏଲ ନାୟକ

ଉଇକିପିଡ଼ିଆ‌ରୁ

ସାମୁଏଲ ନାୟକ ଜଣେ ଓଡ଼ିଆ ନାଟ୍ୟକାରଗୀତିକାର। ତାଙ୍କ ଲିଖିତ ସନ୍ଧ୍ୟାତାରା ନିଶୀଥ ବାତାୟନେ ଗୀତଟି ନିର୍ମଳା ମିଶ୍ରଙ୍କ କଣ୍ଠରେ ବେଶ ଲୋକପ୍ରିୟ। ଦୃଶ୍ୟବନ୍ଧ [୧]


୧) ଏମାନଙ୍କ ମଧ୍ୟରୁ ସାମୁଏଲ ନାୟକ, ନୟନ କିଶୋର ମହାନ୍ତି, ବସନ୍ତ କୁମାରୀ ଦେବୀ, ଧର୍ମାନନ୍ଦ ନାୟକ ଓ ଯଦୁମଣି... (utkal.ac. in/Syllabus/MA_ODIA/Paper_14)

୨) ଆକାଶବାଣୀ। ଦୀର୍ ତିନି ଦଶନ୍ି ଧରି. ନାନା ତତ୍ତ୍ୱ ... ସନ୍ୀପ ସାମୁଏଲ ନାୟକ ଏହି ରାଜ୍ୟ. ସ୍ରୀୟ ପ୍ତିଗ

୩) ଚତୁରଙ୍ଗ ... ପ୍ରଥମ ସଂଖ୍ୟ ୧୯୪୬ ମସିହାରେ ପ୍ରକାଶିତ ହୋଇଥିଲା ଏବଂ ବ୍ରଜେନ୍ଦ୍ର ନାରାୟଣ ସିଂହଦେବ ଏହାର ସମ୍ପାଦକ ଥିଲେ। ଏହାର ଗୋଟିଏ ସମ୍ପାଦକ ସଂଘ ଥିଲା ଏବଂ କାଳିନ୍ଦୀଚରଣ ପାଣିଗ୍ରାହୀ, ବଳଭଦ୍ର ବହିଦାର, ପ୍ରଭାତ କୁମାର ମୁଖୋପାଧ୍ୟାୟ, ନିତ୍ୟାନନ୍ଦ ବହିଦାର, ବିଧୁଭୂଷଣ ଗୁରୁ ଓ ସାମୁଏଲ ନାୟକ ଏହି ସଂଘର ସଭ୍ୟ ଥିଲେ। ପତ୍ରିକାଟିରେ କବିତା, ଗପ, ପ୍ରବନ୍ଧ, ସାହିତ୍ୟ ସମାଲୋଚନା, ଜ୍ଞାନବିଜ୍ଞାନ ଆଦି ପ୍ରକାଶ ପାଉଥିଲା। ମୁଖ୍ୟ ଲେଖକଙ୍କ ଭିତରେ ଥିଲେ ଶଶିଭୂଷଣ ରାୟ, ରାଜକିଶୋର ରାୟ, କାଳିନ୍ଦୀଚରଣ ପାଣିଗ୍ରାହୀ, ଗୌରୀକୁମାର ବ୍ରହ୍ମା, ସରଳା ଦେବୀ, ଜାନକୀବଲ୍ଲଭ ମହାନ୍ତି, ସୂର୍ଯ୍ୟକାନ୍ତ ଦାସ, ଶ୍ରଦ୍ଧାକର ସୂପକାର ଆଦି। କିଛି ଲେଖକ ଛଦ୍ମ ନାଁ ମଧ୍ୟ ବ୍ୟବହାର କରୁଥିଲେ। (ଓଡ଼ିଆ ବିଭବ)

  1. Odia Song....'Sandhya Tara Nisitha Baatayane....' sung by Nirmala Mishra, retrieved 2023-11-25