ସାଇପ୍ରିୟା ଦେବା

ଉଇକିପିଡ଼ିଆ‌ରୁ
ସାଇପ୍ରିୟା ଦେବା‌
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ଅଭିନେତ୍ରୀ, ମଡେଲ୍
ପିତାମାତାs
  • ଭି.ପି. ଦେବସେନାଥିପାଥି (father)
  • ଦେବୀକା (mother)

ସାଇପ୍ରିୟା ଦେବା ଜଣେ ଭାରତୀୟ ଅଭିନେତ୍ରୀ ଯିଏକି ମୁଖ୍ୟତଃ ତାମିଲ କଥାଚିତ୍ର ଜଗତରେ ଅଭିନୟ କରନ୍ତି ।[୧]

ପେଷା[ସମ୍ପାଦନା]

ଦେବାଙ୍କ ପରିବାର ପ୍ରାୟ ଏକ ଶତାବ୍ଦୀ ଧରି ଚଳଚ୍ଚିତ୍ର ଜଗତରେ ବିଭିନ୍ନ ବ୍ୟବସାୟରେ ସକ୍ରିୟ ଅଛନ୍ତି ।[୧] ସେ ପି. ବାସୁଙ୍କ ନିର୍ଦ୍ଦେଶିତ କଥାଚିତ୍ର ଶିବଲିଙ୍ଗ ଜରିଆରେ ୨୦୧୭ ମସିହାରେ ତାମିଲ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୨][୧] ୨୦୧୮ ମସିହାରେ ତାଙ୍କ ଅଭିନୀତ ପ୍ରଥମ ମାଲାୟଲମ କଥାଚିତ୍ର ଏନ୍ତେ ଉମାନ୍ତେ ପେରୁ ମୁକ୍ତିଲାଭ କରିଥିଲା ।

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ଭୂମିକା ଭାଷା ମନ୍ତବ୍ୟ
୨୦୧୭ ଶିବଲିଙ୍ଗ ସଙ୍ଗୀତା ତାମିଲ୍
୨୦୧୮ ଏନ୍ତେ ଉମାନ୍ତେ ପେରୁ ସାଇନାବା ମାଲାୟଲମ୍
୨୦୨୧ ବୁମ୍ ବୁମ୍ କାଲାଇ ତାମିଲ୍
୨୦୨୨ ୟୁଥା ସାଥମ୍ ରାଘବୀ ତାମିଲ୍

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "I cried and fought with my family to get into films: Saipriya Deva". The Times of India. Retrieved 23 November 2017."I cried and fought with my family to get into films: Saipriya Deva". The Times of India. Retrieved 23 November 2017.
  2. "Two-time lucky". Deccan Chronicle. 17 December 2018.