ସହଯୋଗ:ସାଧନ
Appearance
ବିଭିନ୍ନ ଟୁଲ
[ସମ୍ପାଦନା]- ଏନକୋଡ଼ିଂ କନଭର୍ଟର: ଶ୍ରୀଲିପି, ଆକୃତି, ଅପ୍ରାନ୍ତ ଓ ସମ୍ବାଦ ଆଦି ପୁରୁଣା ଏନକୋଡ଼ିଂରୁ ୟୁନିକୋଡ଼
- ଓଡ଼ିଆ-ରୋମାନ: ଓଡ଼ିଆ ଲେଖାକୁ ରୋମାନ ଅକ୍ଷରରେ ଲେଖିବା (ଆନ୍ତର୍ଜାତୀୟ ଉଚ୍ଚାରଣଗତ ଲିପି (ଆଇପିଏ - IPA), ଲାଇବ୍ରେରୀ ଅଫ କଂଗ୍ରେସ (ALA-LC) ଏବଂ ଭାଷାକୋଷ ମାନକ ପାଇଁ)[୧]
- ରୋମାନ-ଓଡ଼ିଆ: ରୋମାନ ଲେଖାକୁ ଓଡ଼ିଆ ଅକ୍ଷରରେ ଲେଖିବା (IPA, ALA-LC ଓ ଭାଷାକୋଷ ମାନକ ପାଇଁ)
- ଶବ୍ଦତାଲିକା: ଓଡ଼ିଆ ଉଇକିପିଡ଼ିଆ, ଉଇକିପାଠାଗାର ଓ ଉଇକିଅଭିଧାନରୁ ସଂଗୃହୀତ ଶବ୍ଦତାଲିକା
- ପାନଗ୍ରାମ: ବର୍ଣ୍ଣମାଳାର ସବୁ ମୌଳିକ ଅକ୍ଷର ଥିବା ଏକ ବାକ୍ୟ
- ଓଡ଼ିଆ ଶବ୍ଦ, ଖଣ୍ଡବାକ୍ୟ ଓ ବାକ୍ୟସବୁର ଉଚ୍ଚାରଣ
ପୁରୁଣା
[ସମ୍ପାଦନା]ଏହି ସଂସ୍କରଣଗୁଡ଼ିକ ପୁରୁଣା ଓ ଏହାକୁ ଏବେ ପରିଚାଳନା କରା ଯାଉନାହିଁ । ଏସବୁ ହୁଏତ ଏବେ ବ୍ୟବହାରରେ ଲାଗି ନପାରେ ।
- ଓଡ଼ିଆ ୟୁନିକୋଡ଼ କନଭର୍ଟର: ଆକୃତି, ଶ୍ରୀଲିପି ଆଦିରୁ ଇଉନିକୋଡ଼କୁ ରୂପାନ୍ତର । ପରିଚାଳନା: (ମନୋଜ ସାହୁକାର)