ଉଇକିପିଡ଼ିଆ:ଓଡ଼ିଆ ୟୁନିକୋଡ଼ କନଭର୍ଟର

ଉଇକିପିଡ଼ିଆ ରୁ
Jump to navigation Jump to search
Read this page in English

ଓଡ଼ିଆ ଫଣ୍ଟ କନ‌ଭର୍ଟର ବିଭିନ୍ନ ଓଡ଼ିଆ ଫଣ୍ଟରେ ଲେଖାଥିବା ଲେଖାଗୁଡ଼ିକ ଯୁନିକୋଡ଼ରେ କନ‌ଭର୍ଟ କରିବା ପାଇଁ ବ୍ୟବ‌ହାର କରା‌ଯାଏ । ଶ୍ରୀଲିପି, ଆକୃତି ଆଦି ବିଭିନ୍ନ ସଫ୍‌ଟୱାରରେ ଲେଖାଯାଇଥିବା ଲେଖା ସେହି ସଫ୍‌ଟୱାର ନ ଥିବା କମ୍ପ୍ୟୁଟରରେ ପଢ଼ିବାରେ ଅସୁବିଧା ହୋଇଥାଏ । ଏହି କନ‌ଭର୍ଟରସବୁ ସେହି ଅସୁବିଧାକୁ ସୁଧାରିବାରେ ସ‌ହାୟକ ହେବ ।

ଉପଲବ୍ଧ ଓଡ଼ିଆ ଫଣ୍ଟ କନ‌ଭର୍ଟରମାନ[ସମ୍ପାଦନା]

Rebati Converter 2 (AkrutiOriSarala99 to Unicode)[ସମ୍ପାଦନା]

ଏହା AkrutiOriSarala99 ଫଣ୍ଟକୁ ଓଡ଼ିଆ ୟୁନିକୋଡ଼ ଫଣ୍ଟକୁ କନ‌ଭର୍ଟ କରିବାରେ ସ‌ହାୟକ ହେବ । ଏଠାରୁ ଡାଉନଲୋଡ଼ କରନ୍ତୁ

Rebati Converter 2 (AkrutiOriSarala99 to Unicode) screenshot.png
Rebati Converter 2 (AkrutiOriSarala99 to Unicode) screenshot 1.png

Rebati Converter 1 (OR-TTSarala to Unicode)[ସମ୍ପାଦନା]

ଏହା OR-TTSarala ଫଣ୍ଟକୁ ଓଡ଼ିଆ ୟୁନିକୋଡ଼ ଫଣ୍ଟକୁ କନ‌ଭର୍ଟ କରିବାରେ ସ‌ହାୟକ ହେବ । ଏଠାରୁ ଡାଉନଲୋଡ଼ କରନ୍ତୁ

OR-TTsarala2 Unicode Converter[ସମ୍ପାଦନା]

ଏହା OR-TTSarala ଫଣ୍ଟକୁ ଓଡ଼ିଆ ୟୁନିକୋଡ଼ ଫଣ୍ଟକୁ କନ‌ଭର୍ଟ କରିବାରେ ସ‌ହାୟକ ହେବ । ଏଠାରୁ ଡାଉନଲୋଡ଼ କରନ୍ତୁ

ପ୍ରଣାଳୀ[ସମ୍ପାଦନା]

  1. http://sourceforge.net/p/odiaconverterକୁ ଯାଇ ସଫ୍ଟୱେର ଡାଉନଲୋଡ଼ କରନ୍ତୁ ।
  2. ଡାଉନଲୋଡ଼ କରିଲାପରେ OR-TTsaralaUnicodeConverter.exe ଫାଇଲଟିକୁ ଡେସ୍କଟପକୁ ନିଅନ୍ତୁ । Screenshot-OR-TTsarala2 Unicode Converter Software-1.png ଏହି ଆଇକନ ଉପରେ ଡବଲ କ୍ଲିକ କରିବା ପରେ ଆପ୍ଲିକେସନ‌ଟି ଖୋଲିଯିବ ।
  3. ଆପ୍ଲିକେସନ‌ଟିରା "load" ନୀଳ ରଙ୍ଗର ଆଇକନ ଉପରେ କ୍ଲିକ କରନ୍ତୁ । ଡେସ୍କଟପ ଉପରେ ଗୋଟିଏ html ଫାଇଲ (TransWikOdia-TWO.html) ତିଆରି ହେଇଯିବ ।
    Screenshot-OR-TTsarala4 Unicode Converter Software-3.png
  4. html ଫାଇଲ ଖୋଲିବା ପାଇଁ Google Chromeକୁ ଡିଫଲ୍ଟ ରଖନ୍ତୁ । (କାରଣ ଏହା ଭଲକାମ କରେ) (ଇଚ୍ଛାଧୀନ)
  5. ବ୍ରାଉଜରଟିକୁ ଖୋଲା ରଖନ୍ତୁ ଏବଂ .pdf ଫାଇଲଟି କିମ୍ବା OR-TTsarala ଫଣ୍ଟରେ ଲେଖଥିବା ଯେ କୌଣସି ଫାଇଲ ଖୋଲନ୍ତୁ । (ଲକ୍ଷ୍ୟ pdf ସୋର୍ସ ଦେଖନ୍ତୁ )
  6. ସୋର୍ସ ଫାଇଲରୁ ଲେଖାଗୁଡ଼ିକୁ କପି କରନ୍ତୁ । "load" ଚିତ୍ର ଉପରେ କ୍ଲିକ କରନ୍ତୁ । ତାପରେ ବ୍ରାଉଜରକୁ ରିଫ୍ରେଶ କିମ୍ବା ରିଲୋଡ ମାରନ୍ତୁ । ଆଃ ଦେଖନ୍ତୁ କଣ ହେଲା । ଯାହା ଦେଖିଲେ ବିଶ୍ଵାସ କରନ୍ତୁ । ଲେଖାଗୁଡ଼ିକ ୟୁନିକୋଡ଼ର ବଦଳି ଯାଇଛି ।
  7. ଗୋଟେ Notepadରେ କପି କରି ପେଷ୍ଟ କରନ୍ତୁ । ଯଦି କିଛି ଦରକାରୀ ବଦଳ ଥାଏ ତାହେଲେ ସମ୍ପାଦନା କରନ୍ତୁ । (ଏହା ଶତ ପ୍ରତିଶତ ଠିକ ନୁହେ)
  8. ପ୍ରକୃତ ଲେଖା ପାଇବା ପାଇଁ BackSpace ବ୍ୟବହାର କରି Accented sign ଏବଂ Odia text ଭିତରେ ଥିବା ଖାଲିସ୍ଥାନ ହଟାନ୍ତୁ ।.(e.g.ବୁଝ ିବା, ଜାଣ ିବା)* (ସୋର୍ସରେ ଥିବା ଲେଖା ଗୁଡିକ ଠିକ ନଥିଲେ ଏହିପରି ହୋଇଥାଏ)
  9. ଏହାକୁ ଯେଉଁଠି ଇଚ୍ଛା ସେଠି ବ୍ୟବହାର କରନ୍ତୁ । ଏହା ଛୋଟ ହେଲେବି ଶକ୍ତିଶାଳୀ । ଏହା ବହୁତ ଗୁଡିଏ ଲେଖାକୁ କିଛି ସେକେଣ୍ଡରେ ୟୁନିକୋଡ଼କୁ ବଦଳାଇଦିଏ । ଥରେ ବ୍ୟବାହର କରନ୍ତୁ ।
  10. "ESC" ଦବାଇ ଆପ୍ଲିକେସନଟିକୁ ବନ୍ଦ କରନ୍ତୁ ।

ବୈଷୟିକ ବର୍ଣ୍ଣନା[ସମ୍ପାଦନା]

ଏହି ଟୁଲରେ non-standard ASCII equivalent କୋଡ଼ରେ ଥିବା ଓଡ଼ିଆ ଫଣ୍ଟକୁ ଇନପୁଟ ଭାବେ ନିଆଯାଏ, ୟୁନିକୋଡ଼ ଫଣ୍ଟକୁ ଖାପ ଖାଇଲା ଭଳି କରିବା ପାଇଁ ଦରକାରୀ ବଦଳ କରିଥାଏ (ମୁଖ୍ୟ ପ୍ରୋଗ୍ରାମରେ) ଏବଂ ଶେଷରେ ଏହାକୁ html entityକୁ ବଦଳାଇଥାଏ ଯାହାକି ଏକ .html ଫାଇଲରେ ସାଇତି ରହେ । ଯେତେବେଳେ ସେହି ଫାଇଲଟି Google Chrome ଭଳି web browser ରେ ଖୋଲାଯାଏ, ଏହା ଓଡ଼ିଆ ୟୁନିକୋଡ଼ ଲେଖା ଦେଖାଏ (ପ୍ରକୃତରେ ବଦଳାଇଥାଏ) ଯାହାକୁ କପି କରି ବ୍ୟବହାର କରାଯାଇପାରିବ । ଏଥିରେ html କୋଡ଼ ଥିବାରୁ ଏହାର ସୋର୍ସ କୋଡ଼ ମଧ୍ୟ ୱେବ ଉନ୍ନୟନକାମରେ ବ୍ୟବହାର କରା ଯାଇପାରିବ ।

ଟେଷ୍ଟିଙ୍ଗ ପାଇଁ କିଛି OR-TTsarala ରେ ଟାଇପ କରା‌ହୋଇଥିବା ଟେକ୍ସଟ[ସମ୍ପାଦନା]