ସହଯୋଗ:ଓଡ଼ିଆରେ ଟାଇପ କିପରି କରିବେ/ଟ୍ରାନ୍ସଲିଟରେସନ

ଉଇକିପିଡ଼ିଆ‌ରୁ

ଟ୍ରାନ୍ସଲିଟରେସନ (transliteration) ଓଡ଼ିଆରେ ଟାଇପ କରିବା ପାଇଁ ଏକ କିବୋର୍ଡ଼ ବିଧି । ଏକ କମ୍ପ୍ୟୁଟର କିବୋର୍ଡ଼ର କେଉଁ କି ଦବାଇଲେ କେଉଁ ଓଡ଼ିଆ ଅକ୍ଷର ଟାଇପ ହେବ ତାହା ସାରଣୀ ମାଧ୍ୟମରେ ବିଶଦ୍ ଭାବେ ଏହି ପୃଷ୍ଠାରେ ଦିଆଯାଇଛି । ଡାହାଣ ପାଖରେ କି ବୋର୍ଡ଼ ବିଧି ତାଲିକାରୁ ଟ୍ରାନ୍ସଲିଟରେସନ ବାଛିବା ବାଟ ବତାଯାଇଛି ।

ସ୍ୱରବର୍ଣ୍ଣ (Vowels)[ସମ୍ପାଦନା]

a aa i I u U
e ai o au R

ବ୍ୟଞ୍ଜନ ବର୍ଣ୍ଣ (Consonants)[ସମ୍ପାଦନା]

ka kha ga gha NGa
ca Cha ja jha Nga
Ta Tha Da Dha Na
ta tha da dha na
pa pha/fa ba bha ma
Ya ra la va Sa
କ୍ଷ
sha sa ha La xa
ଜ୍ଞ ଡ଼ ଢ଼
Qa Daz Dhax

ମାତ୍ରା[ସମ୍ପାଦନା]

କା କି କୀ କୁ କୂ କେ କୈ କୋ କୌ
kA ki kI ku kuu/ kU ke kai/ kE ko kou

ଚନ୍ଦ୍ରବିନ୍ଦୁ, ଅନୁସ୍ଵାର, ବିସର୍ଗ ଓ ହଳନ୍ତ[ସମ୍ପାଦନା]

ଅଁଳା ସଂସାର ଦୁଃଖ ତତ୍‌କ୍ଷଣ
aXLA saMsAra duHkha tat_kshaNa

ଯୁକ୍ତାକ୍ଷର[ସମ୍ପାଦନା]

କ୍କ କ୍ଖ ଗ୍ଗ ଚ୍ଚ ଚ୍ଛ ଜ୍ଜ ଜ୍ଝ ଜ୍ଞ
kka kkha gga cca ccha jja jjha qa
ଟ୍ଟ ଡ୍ଡ ଣ୍ଣ ପ୍ପ ବ୍ବ ଭ୍ଭ ବ୍ଦ ବ୍ଧ
TTa DDa NNa ppa bba bhbha bda bdha

ଅଧିକ ପଠନ[ସମ୍ପାଦନା]