ସରସ୍ୱତୀ ବନ୍ୟଜନ୍ତୁ ଅଭୟାରଣ୍ୟ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ସରସ୍ୱତୀ ବନ୍ୟଜନ୍ତୁ ଅଭୟାରଣ୍ୟ
Country India
StateHaryana
DistrictKaithal district
Notified29 July 1988
Elevation
215 m (705 ft)
Languages
Time zoneUTC+5:30 (IST)
Websitehttp://haryanaforest.gov.in/protect.aspx


ସରସ୍ୱତୀ ବନ୍ୟଜନ୍ତୁ ଅଭୟାରଣ୍ୟ ଭାରତୀୟ ରାଜ୍ୟ ହରିୟାଣା ରକାଇଥଲ ଜିଲ୍ଲାରେ 4452.85 ହେକ୍ଟର ଏସଟି5ହାଣ ଉପରେ ଥିବା ଏକ ବନ୍ୟପ୍ରାଣୀ ଅଭୟାରଣ୍ୟ । ଏହାକୁ ସୋନସର ଜଙ୍ଗଲ ବୋଲି ମଧ୍ୟ କହନ୍ତି । [୧]

ଏହି ବନ୍ୟା ଜନ୍ତୁ ଅଭୟାରଣ୍ୟ କଲେସାର ଜାତୀୟ ପାର୍କ ଓ ମୋରଣୀ ହିଲ ପଛକୁ ହରିୟାଣାର ତୃତୀୟ ବୃହତ୍ତମ ଅରନ୍ୟାଞ୍ଚଳ ।  [୨]

ଅବସ୍ଥିତି [ସମ୍ପାଦନା]

ଏହା ପେହୋୱାଠାରୁ 10 କିଲୋମିଟର ଦୂରରେ ଅବସ୍ଥିତ । ଏହାର ଦୂରତା କୁରୁକ୍ଷେତ୍ରଠାରୁ 40 କିଲୋମିଟର ଓ କୈଥଲଠାରୁ 60 କିଲୋମିଟର ଦୁରବର୍ତୀ । Hisar, 67 km from Karnal, 200 km from Delhi.[୧]

ପାଟିଆଲାର ବୀର ଗୁରଡିଆଲପୁରା ବନ୍ୟପ୍ରାଣୀ ଅଭୟାରଣ୍ୟ  ଏହାର ନିକଟରେ ଅବସ୍ଥିତ। 

ଇତିହାସ [ସମ୍ପାଦନା]

ପୂର୍ବରୁ ସେହି ନାମରେ ଏକ  ବୃକ୍ଷୀ ଉଦ୍ୟାନ ଭାବେ ଥିବା ଏହାକୁ ସରସ୍ୱତୀ ବନ୍ୟପ୍ରାଣୀ ଅଭୟାରଣ୍ୟା ଭାବେ 1988 ମସିହାରେ ସ୍ୱୀକୃତି ଦିଆ ଯାଇ ଥିଲା । [୨]

ପୁରାତତ୍ତ୍ୱ [ସମ୍ପାଦନା]

ଟ୍ରିବ୍ୟୂନ ପତ୍ରିକାର ତଥ୍ୟ ଆଧାର ଅନୁସାରେ କୁରୁକ୍ଷେତ୍ର ଶ୍ରୀକୃଷ୍ଣ ମିଉଜିଆମର କୁରେଟର ରାଜେନ୍ଦ୍ର ସିଂହ ରାଣା ସେଠାରେ ଖନନ କାଳରେ 15 ଫୁତମତି ତଳୁ ଚତୁଷ୍କୋଣୀୟ ଇଟା ପାଇଥିଲେ , ଯାହା 1500 ବର୍ଷ ପୁରାତନ ବୋଲି ଜଣାଯାଏ । .[୩]ଏହା ଗୁପ୍ତା ବଂଶ ସମୟର ହେଇଥାଇ ପରେ କାରଣ ସେ ସମୟରେ ସରସ୍ୱତୀ ନଦୀ ସେଠାରେ ପ୍ରବାହିତ ହାଉଥିଲା । [୩]

ସେଠାରେ 400 ବର୍ଷ ପୁରାତନ ଏକ ମୋଗଲ ସମୟର କୂପ0ଥିବାର ଜଣା ଯାଏ । .[୩]

ପୁନଶ୍ଚ ଦେଖଣା [ସମ୍ପାଦନା]

ବାହାର ଲିଙ୍କ [ସମ୍ପାଦନା]

ଆଧାର [ସମ୍ପାଦନା]