ସମ୍ଭାଲ
ଦେଖଣା
Sambhal
سنبھل
संभल | |
|---|---|
City | |
| Country | |
| State | Uttar Pradesh |
| Founded by | Prithviraj Chauhan |
| Government | |
| • Type | Municipality |
| Area | |
| • ସମୁଦାୟ | 16 km2 (6 sq mi) |
| Elevation | 293 m (961 ft) |
| Population (2014)[୧] | |
| • Total | ୨,୨୦,୮୧୩ (city only) |
| • Density | 11,433/km2 (29,610/sq mi) |
| Demonym | Sambhali |
| Time zone | UTC+5:30 (IST) |
| PIN | 244302 |
| Telephone code | (+91) (05923) |
| ଯାନବାହାନ ପଞ୍ଚୀକରଣ | UP 38 Old registration = UP 21 (Till 2011) |
| Website | sambhal |
ସମ୍ଭାଲ ଏକ ଭାରତୀୟ ପୌର ବୋର୍ଡ଼ ଅଟେ । ଏହା ଉତ୍ତର ପ୍ରଦେଶର ମୋରଦବଦ୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ସମ୍ଭାଲ ୨୮.୫୮୩୨ ଉତ୍ତର ଅକ୍ଷାଂଶ ଓ ୭୮.୫୬୬୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସମ୍ଭାଲ ସହରର ମୋଟ ଜନସଂଖ୍ୟା ୧୮୨୯୩୦ ଅଟେ ।[୩] ସେଥି ମଧ୍ୟରୁ ୫୩.୧୭% ଜଣ ପରୁଷ ହୋଇଥିବା ବେଳେ ୪୬.୮୩% ଜଣ ନାରୀ ଅଟନ୍ତି । ସମ୍ଭାଲର ସାକ୍ଷରତା ହାର ୩୪.୯୫% ଅଟେ । ଏହା ଜାତୀୟ ହାରଠାରୁ ୨୯.୮୯% ପ୍ରତିଶତ ଅଧିକ ଅଟେ । ସେଥିରୁ ୨୧.୨୬% ପ୍ରତିଶତ ପୁରୁଷ ଓ ୧୩.୬୯% ନାରୀ ଅଟନ୍ତି । ୧୮.୦୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା
[ସମ୍ପାଦନା]ହିନ୍ଦୀ ସମ୍ଭାଲର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Census of India Search details". censusindia.gov.in. Retrieved 10 May 2015.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.