ସମ୍ଭାଲ
Appearance
Sambhal
سنبھل
संभल | |
---|---|
City | |
Country | India |
State | Uttar Pradesh |
Founded by | Prithviraj Chauhan |
Government | |
• Type | Municipality |
Area | |
• ସମୁଦାୟ | 16 km2 (6 sq mi) |
Elevation | 293 m (961 ft) |
Population (2014)[୧] | |
• Total | ୨,୨୦,୮୧୩ (city only) |
• Density | 11,433/km2 (29,610/sq mi) |
Demonym | Sambhali |
Time zone | UTC+5:30 (IST) |
PIN | 244302 |
Telephone code | (+91) (05923) |
ଯାନବାହାନ ପଞ୍ଚୀକରଣ | UP 38 Old registration = UP 21 (Till 2011) |
Website | sambhal |
ସମ୍ଭାଲ ଏକ ଭାରତୀୟ ପୌର ବୋର୍ଡ଼ (Municipal board) ଅଟେ । ଏହା ଉତ୍ତର ପ୍ରଦେଶର ମୋରଦବଦ୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ସମ୍ଭାଲ ୨୮.୫୮୩୨ ଉତ୍ତର ଅକ୍ଷାଂଶ ଓ ୭୮.୫୬୬୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସମ୍ଭାଲ ସହରର ମୋଟ ଜନସଂଖ୍ୟା ୧୮୨୯୩୦ ଅଟେ ।[୩] ସେଥି ମଧ୍ୟରୁ ୫୩.୧୭% ଜଣ ପରୁଷ ହୋଇଥିବା ବେଳେ ୪୬.୮୩% ଜଣ ନାରୀ ଅଟନ୍ତି । ସମ୍ଭାଲର ସାକ୍ଷରତା ହାର ୩୪.୯୫% ଅଟେ । ଏହା ଜାତୀୟ ହାରଠାରୁ ୨୯.୮୯% ପ୍ରତିଶତ ଅଧିକ ଅଟେ । ସେଥିରୁ ୨୧.୨୬% ପ୍ରତିଶତ ପୁରୁଷ ଓ ୧୩.୬୯% ନାରୀ ଅଟନ୍ତି । ୧୮.୦୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା
[ସମ୍ପାଦନା]ହିନ୍ଦୀ ସମ୍ଭାଲର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Census of India Search details". censusindia.gov.in. Retrieved 10 May 2015.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.