ସମତା ଦାସ
ଦେଖଣା
ସମତା ଦାସ | |
|---|---|
| ଜନ୍ମ | |
| ଜାତୀୟତା | ଭାରତୀୟ |
| ବୃତ୍ତି | ଅଭିନେତ୍ରୀ |
ସମତା ଦାସ, ବଙ୍ଗଳା ଭାଷାର ଜଣେ ଭାରତୀୟ ଅଭିନେତ୍ରୀ ଅଟନ୍ତି । [୧] ୨୦୦୨ ମସିହାରେ ମୁକ୍ତିଲାଭ କରିଥିବା ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ବଙ୍ଗଳା କଥାଚିତ୍ର ମୋଣ୍ଡୋ ମେୟେର ଉପାଖ୍ୟାନ ଜରିଆରେ ସେ ଅଭିନୟ ଆରମ୍ଭ କରିଥିଲେ ଏବଂ ଏହି ଚରିତ୍ର ପାଇଁ ତାଙ୍କୁ ଲୋକପ୍ରିୟତା ମିଳିଥିଲା ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ସମତା ବଙ୍ଗଳା ଦୂରଦର୍ଶନ ଅଭିନେତା ଶଙ୍କର ଚନ୍ଦ୍ରଙ୍କୁ ବିବାହ କରିଛନ୍ତି । ହାୟର୍ ସେକେଣ୍ଡାରୀ ଶିକ୍ଷା ଶେଷ କରିବା ପରେ, ସେ ବିବାହ କରିଥିଲେ ଏବଂ ବିବାହ ପରେ, ସେ କଲିକତା ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ଜୋଗେଶ ଚନଦ୍ର ଚୌଧୁରୀ କଲେଜରେ ପଢ଼ିଥିଲେ ।[୨]
ଅଭିନୟ ଜୀବନ
[ସମ୍ପାଦନା]ଅଭିନିତ କଥାଚିତ୍ର
[ସମ୍ପାଦନା]| ବର୍ଷ | କଥାଚିତ୍ର | ଭୂମିକା | ମନ୍ତବ୍ୟ | ଆଧାର |
|---|---|---|---|---|
| ୨୦୦୨ | ମୋଣ୍ଡୋ ମେୟେର ଉପାଖ୍ୟାନ | |||
| ଦେଶ | ସୁପ୍ରଭା ଚୌଧୁରୀ | |||
| ୨୦୦୫ | ନାଗୋର୍ଦୋଳା | |||
| ଏକ ମୁଥୋ ଛବି | ||||
| ମନିକା | ଲତିକା | |||
| ୨୦୦୬ | ହିରୋ | |||
| ୨୦୦୭ | ଦସ୍ ଦିନ୍ ପୋରେ | ବାସନ୍ତି | ||
| ୨୦୦୮ | ଲାଲ ରଙ୍ଗେର ଦୁନିୟା |
ଅଭିନୀତ ଧରାବାହିକ
[ସମ୍ପାଦନା]| ବର୍ଷ | ଧାରାବାହିକ | ଭୂମିକା |
|---|---|---|
| ୨୦୦୫–୨୦୦୯ | ଏକ ଅକାଶେର ନିଚେ | ତୁସ୍କି |
| ଶୋନାର ହରିନ୍ | ||
| ଚୋଖେର ତାରା ତୁଇ | ମିତୁଲ | |
| ୨୦୧୨ | ନଦେର ନିମାଇ | |
| ୨୦୧୭ | କରୁଣାମୟୀ ରାଣୀ ରଶ୍ମୋନୀ | ଯୋଗମାୟା |
| ୨୦୧୯ | ଶ୍ରୀମୟୀ | ଶ୍ରୀମୟୀଙ୍କ ଭଉଣୀ |
| ୨୦୧୯–୨୦୨୧ | ସୌଦାମିନୀର ସଂସାର | ମୋୟନ୍ମୋଥି |
| ୨୦୨୦–୨୦୨୧ | ସରସ୍ୱତୀର ପ୍ରେମ | ଅନୁ |
| ଦତ୍ତ ଆଣଡ ବୌମା | ||
| ୨୦୨୨–୨୦୨୩ | ଗୌରି ଏଲୋ | ସୁଜାତା |
| ୨୦୨୨ | ବୋଧିସତ୍ତ୍ୱର ବୋଧବୁଦ୍ଧି | କଳ୍ପନା |
| ଧୂଲୋକୋନା | ଅଦିତି | |
| ୨୦୨୩ | ରାମପ୍ରସାଦ |
ଆଧାର
[ସମ୍ପାଦନା]- ↑ "Samata Das movies, filmography, biography and songs". Cinestaan. Archived from the original on 20 August 2019. Retrieved 20 August 2019.
- ↑ "Spotlight – Samata Das". The Telegraph. Calcutta, India. 10 November 2007. Archived from the original on 3 February 2013. Retrieved 22 October 2012.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସମତା ଦାସ
- The little woman of Bengali soaps has returned
- Coming of Age in a Bengali Brothel