ସବିତା ଆନନ୍ଦ

ଉଇକିପିଡ଼ିଆ‌ରୁ
ସବିତା ଆନନ୍ଦ
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୯୮୨–ଏବେଯାଏଁ
ପିତାମାତାପି.ଏ ଲତିଫ

ସବିତା ଆନନ୍ଦ ଜଣେ ଭାରତୀୟ ଅଭିନେତ୍ରୀ ଯିଏକି ମୁଖ୍ୟତଃ ତାମିଲ ଓ ମାଲାୟାଲମ ଭାଷାର କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ୧୯୮୦ ଦଶକର ଜଣାଶୁଣା ଅଭିନେତ୍ରୀମାନଙ୍କ ମଧ୍ୟରୁ ସେ ଜଣେ ଥିଲେ । ସେ ୧୯୬୦ ଓ ୧୯୭୦ ଦଶକରେ ଜଣାଶୁଣା ମାଲାୟାଲମ ଭାଷାର ଅଭିନେତା ଜେ. ଏ. ଆର୍. ଆନନ୍ଦଙ୍କ ଝିଅ ।[୧]

ଅଭିନୟ ଜୀବନ[ସମ୍ପାଦନା]

ସେ ୧୯୮୭ ମସିହାରେ ମାଲାୟାଲାମ କଥାଚିତ୍ର ଉପ୍ପୁ ଜରିଆରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ । ସେ ମାମୋଟି, ମୋହନଲାଲ, ରଥୀଶଙ୍କ ଭଳି ଜଣାଶୁଣା କଳାକାରଙ୍କ ସହିତ କାମ କରିଛନ୍ତି । ୧୦୦ରୁ ଅଧିକ ମାଲାୟାଲମ୍ ଭାଷାର କଥାଚିତ୍ରରେ ସେ ଅଭିନୟ କରିଛନ୍ତି । ମୁଖ୍ୟ ନାୟିକ ପରେ, ସେ ଚରିତ୍ର ଅଭିନେତ୍ରୀ ଭାବରେ ଉଭୟ ମାଲାୟାଲମ ଓ ତାମିଲ କଥାଚିତ୍ରରେ କାମ କରୁଛନ୍ତି ।କଥାଚିତ୍ର ବ୍ୟତୀତ ସେ ଧାରାବାହିକରେ ମଧ୍ୟ କାମ କରୁଛନ୍ତି । ୨୦୦୮ ମସିହାରେ ସେ ତେଲୁଗୁ କଥାଚିତ୍ର ଲକ୍ଷ୍ମୀ ପୁତ୍ରୁଡ଼ୁରେ ଅଭିନୟ କରିଥିଲେ ।

ଆଧାର[ସମ୍ପାଦନା]

  1. "80'களில் லீடிங் ஹீரோயின்.. இப்போ சீரியலில் சென்டிமெண்ட் அம்மா.. நாம் இருவர் நமக்கு இருவர் நாச்சியார் லைஃப் ஸ்டோரி". Archived from the original on 1 March 2022. Retrieved 1 March 2022.

ବାହାର ଲିଙ୍କ୍[ସମ୍ପାଦନା]