ସତ୍ୟ ଖ୍ରୀଷ୍ଟ ଗିର୍ଜା ଘର
Appearance
"ସତ୍ୱ ଖ୍ରୀଷ୍ଟ ଗିର୍ଜା ଘର" ଗୋଟିଏ ସ୍ୱାଧୀନ ଗିର୍ଜା ଘର, ୧୯୧୭ ମସିହାରେ ସଙ୍ଘାଇ,ଚୀନଠାରେ ପ୍ରତିଷ୍ଠା ହୋଇଥିଲା | ବର୍ତ୍ତମାନ ୪୮ ଦେଶ ଓ ୬ ମହାଦେଶରେ ଏହାର ୨.୫ ନିଯୁତରୁ ଅଧିକ ସଦସ୍ୟ ଅଛନ୍ତି । ଗିର୍ଜା ଘରଟି ଖ୍ରୀଷ୍ଟ ଧର୍ମ ବିରୋଧୀ/protestant ଶାଖା ଅନ୍ତର୍ଭୁକ୍ତ ଯାହାକି ବିଂଶ ଶତାବ୍ଦୀ ପ୍ରାରମ୍ଭରେ ନଜରକୁ ଅସିଥିଲା । ୧୯୩୨ ମସିହାରେ ଗିର୍ଜା ଘରଟିର ଶାଖା ଭାରତରେ ପ୍ରତିଷ୍ଠିତ ହୋଇଥିଲା । ସେମାନେ ଖ୍ରୀଷ୍ଟ ଧର୍ମ ବାଣୀ ପ୍ରତ୍ୟେକ ଦେଶରେ ପ୍ରଚାର କରିବାକୁ ଲକ୍ଷ୍ୟ ରଖିଛନ୍ତି ଯାହା ସେମାନେ ଖ୍ରୀଷ୍ଟଙ୍କ ଦ୍ୱିତୀୟ ପର ଅବତାର ପର୍ଯ୍ୟନ୍ତ ଚାଲୁ ରଖିବେ ।
ବିଶ୍ୱାସ
[ସମ୍ପାଦନା]ଗିର୍ଜା ଘରର ଦଶଟି ବାଣୀ ଓ ବିଶ୍ୱାସ ହେଲା :
- ପବିତ୍ର ଆତ୍ମା
- ପୂଜା ଅର୍ଚନା
- ପାଦ ଧୋଇବା : "ପାଦ ଧୋଇବା ଜଣକୁ ସୁଯୋଗ ଦିଏ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଏକ ଅଙ୍ଗ ହେବାରେ । ଜଣକୁ ଏହା ପ୍ରତିକ୍ଷଣେ ଚେତେଉଥାଏ ଯେ ସେ ସର୍ବଦା ପ୍ରେମ,ସ୍ୱର୍ଗୀୟ,ବିନମ୍ରତା,ଦାନ ଓ ସେବା ଆଦି ଗୁଣର ଅଧିକାରୀ ହେବା ଉଚିତ । ପ୍ରତ୍ୟେକ ମଣିଷ,ଯେଉଁମାନେ ଜଳ କ୍ରିୟାରେ ଭାଗନେଇଛନ୍ତି ସେମାନେ ନିଶ୍ଚିତଭାବେ ଯୀଶୁଖ୍ରୀଷ୍ଟଙ୍କ ନାମରେ ପାଦ ଧୋଇବା ଉଚିତ । ଯେବେବି ଉଚିତ ମନେହେବ,ସେତେବେଳେ ପରସ୍ପରର ପାଦ ଧୋଇବା ଅଭ୍ୟାସ କରିବା ଉଚିତ ।"
- ପବିତୃ ବାଣୀ ଆଦାନ ପ୍ରଦାନ
- ପବିତ୍ର ଦିନ : "ସପ୍ତାହର ସପ୍ତମ ଦିନ ଅର୍ଥାତ ଶନିବାର ଏକ ପବିତ୍ର ଦିବସ ।ଏହି ଦିନ ଜୀବନରେ ଆସିବାକୁ ଥିବା ସନାତନ ଶାନ୍ତିର ଆଶାରେ,ଭଗବତକୃପାନୁସାରେ ତାଙ୍କ ସୃଷ୍ଟି ଓ ବିନାଶକୁ ଅନୁଧ୍ୟାନ କରିବା ଉଚିତ ।"
- ଯୀଶୁ ଖ୍ରୀଷ୍ଟ
- ବାଇବେଲ
- ମୋକ୍ଷ
- ଗିର୍ଜା ଘର
- ଅନ୍ତିମ ବିଚାର
ଆଧାର
[ସମ୍ପାଦନା]ବାହାର ତଥ୍ୟ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ True Jesus Church
ବାବଦରେ ମାଧ୍ୟମ ରହିଛି ।
- TJC Evangelical site
- TJC International Assembly Archived 2008-03-14 at the Wayback Machine.
- TJC Hong Kong
- TJC United Kingdom
- The TJC United States General Assembly
- TJC West Malaysia
- TJC Sabah Archived 2013-03-18 at the Wayback Machine.
- TJC Chicago, IL, USA Archived 2010-01-27 at the Wayback Machine.
- TJC Hillsborough, NJ, USA Archived 2005-03-26 at the Wayback Machine.
- TJC Elizabeth, NJ, USA Archived 2006-05-10 at the Wayback Machine.
- TJC Elizabeth, NJ, USA - Listen to recorded and live sermons
- ସତ୍ୟ ଖ୍ରୀଷ୍ଟ ଗିର୍ଜା ଘର at Curlie
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |