ସତ୍ୟେନ୍ଦ୍ରନାଥ ବୋଷ
Appearance
ସତ୍ୟେନ୍ଦ୍ରନାଥ ବୋଷ | |
---|---|
সত্যেন্দ্রনাথ বসু | |
ଜନ୍ମ | |
ମୃତ୍ୟୁ | ୪ ଫେବୃଆରୀ ୧୯୭୪ କଲିକତା , ଭାରତ | (ବୟସ ୮୦)
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | University of Calcutta |
ପ୍ରସିଦ୍ଧି | Bose–Einstein condensate Bose–Einstein statistics Bose gas |
ପୁରସ୍କାର | ପଦ୍ମ ବିଭୂଷଣ Fellow of the Royal Society |
ବିଜ୍ଞାନୀ ଜୀବନ | |
କ୍ଷେତ୍ର | ପଦାର୍ଥ ବିଜ୍ଞାନ ଏବଂ ଗଣିତ |
କର୍ମାନୁଷ୍ଠାନ | କଲିକତା ବିଶ୍ୱବିଦ୍ୟାଳୟ(University of Calcutta) |
ପ୍ରଫେସର ସତ୍ୟେନ୍ଦ୍ରନାଥ ବୋଷ (ବଙ୍ଗଳା: সত্যেন্দ্রনাথ বসু ସତ୍ୟେନ୍ଦ୍ର ନାଥ ବୋଷ; ୧ ଜାନୁୟାରୀ ୧୮୯୪ – ୪ ଫେବୃୟାରି ୧୯୭୪) ଜଣେ ଭାରତୀୟ ପଦାର୍ଥ ବିଜ୍ଞାନୀ ଅଟନ୍ତି , ସେ ଗାଣିତିକ-ଭୌତିକ ଶସ୍ତ୍ରରେ ପାରଦର୍ଶୀ ଥିଲେ । ସେ ଇଂଲଣ୍ଡର ରୟାଲ ସୋସାଇଟୀର ଫେଲୋଶିପ (FRS) ପାଇଥିଲେ ।[୧] ତାଙ୍କ ଜନ୍ମ କଲିକତାରେ ହୋଇଥିଲା । ବିଂଶ ଶତାବ୍ଦୀ ପ୍ରଥମାର୍ଦ୍ଧରେ (୧୯୨୦) ସେ କ୍ୱାଣ୍ଟମ ମେକନିକ୍ସ (Quantum mechanics) ପାଇଁ ଜଣାଶୁଣା ଥିଲେ , ଯାହାକି ବୋଷ-ଆଇନଷ୍ଟାଇନ ପରିସଂଖ୍ୟାନ ଓ ବୋଷ-ଆଇନଷ୍ଟାଇନ କନ୍ଡେନ୍ସେଟ୍ର ମୂଳ ତତ୍ତ୍ୱ ଥିଲା । ୧୯୫୪ରେ ସେ ଭାରତ ସରକାରଙ୍କଦ୍ୱାରା ପଦ୍ମ ବିଭୂଷଣରେ ସମ୍ମାନିତ ହୋଇଥିଲେ ।[୨][୩] ତାଙ୍କ ନାଁ ଅନୁସାରେ ବୋଷନର ନାମକରଣ କରାଯାଇଥିଲା । [୪] ସତ୍ୟେନ୍ଦ୍ରନାଥ ବୋଷ ତାଙ୍କ ନାଁରେ ଭରତ ସରକାର ଡାକ ଟିକଟ ଛପିଥିଲେ । [୫]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଗବେଷଣା
[ସମ୍ପାଦନା]ବୋଷ-ଆଇନଷ୍ଟାଇନ ପରିସଂଖ୍ୟାନ
[ସମ୍ପାଦନା]ସମ୍ମାନ
[ସମ୍ପାଦନା]ପଦ୍ମ ବିଭୂଷଣ
ଆଧାର
[ସମ୍ପାଦନା]- ↑ Bose, Satyendranath (1894-1974), Michel Barran, wolfram.com
- ↑ Dr Subodh Mahanti. "Satyendra Nath Bose, The Creator of Quantum Statistics". Vigyan Prasar.
- ↑ Subramanian, Samanth. "For the Indian Father of the ‘God Particle,’ a Long Journey from Dhaka". New York Times. Retrieved July 7, 2012.
- ↑ ଭରତ ସରକାରଙ୍କଦ୍ୱାରା ଛପା ଯାଇଥିବା ଡାକ ଟିକଟ[permanent dead link]
ବାହାର ଲିଙ୍କ
[ସମ୍ପାଦନା]- S. N. Bose. "Plancks Gesetz und Lichtquantenhypothese", Zeitschrift für Physik 26:178-181 (1924). (The German translation of Bose's paper on Planck's law)
- Abraham Pais. Subtle is the Lord...: The Science and Life of Albert Einstein. Oxford and New York: Oxford University Press, 1982. (pp. 423–434). ISBN 0-19-853907-X.
- "Heat and thermodynamics" Saha and Srivasthava.
- Lev Pitaevskii and Sandro Stringari. "Bose-Einstein Condensation". Clarendon Press, 2003, Oxford.
- Wali, Kameshwar C. (2009), Satyendra Nath Bose: his life and times : selected works (with commentary), Singapore: World Scientific, 2009, ISBN 981-279-070-5, 9789812790705
{{citation}}
: Check|isbn=
value: invalid character (help) - On S. N. Bose, his works and related themes. A blog Archived 2013-05-08 at the Wayback Machine.
- Hindu School, Kolkata Archived 2010-07-07 at the Wayback Machine.
- Scienceworld's biography of Satyendra Nath Bose
- Satyendra Nath Bose Archived 2002-08-02 at the Wayback Machine. (biography at Calcuttaweb)
- Bosons - The Birds That Flock and Sing Together (biography of Bose and Bose-Einstein Condensation)
- http://www.itbhuglobal.org/chronicle/archives/2007/04/#001646 Archived 2012-06-25 at the Wayback Machine. - Satyendra Nath Bose and Bose-Einstein Condensation Principle.
- University of Dhaka