ସତ୍ୟ ଖ୍ରୀଷ୍ଟ ଗିର୍ଜା ଘର

ଉଇକିପିଡ଼ିଆ‌ରୁ
(ସତ୍ଯ ଖ୍ରୀଷ୍ଟ ଗିର୍ଜା ଘରରୁ ଲେଉଟି ଆସିଛି)


"ସତ୍ୱ ଖ୍ରୀଷ୍ଟ ଗିର୍ଜା ଘର" ଗୋଟିଏ ସ୍ୱାଧୀନ ଗିର୍ଜା ଘର, ୧୯୧୭ ମସିହାରେ ସଙ୍ଘାଇ,ଚୀନଠାରେ ପ୍ରତିଷ୍ଠା ହୋଇଥିଲା | ବର୍ତ୍ତମାନ ୪୮ ଦେଶ ଓ ୬ ମହାଦେଶରେ ଏହାର ୨.୫ ନିଯୁତରୁ ଅଧିକ ସଦସ୍ୟ ଅଛନ୍ତି । ଗିର୍ଜା ଘରଟି ଖ୍ରୀଷ୍ଟ ଧର୍ମ ବିରୋଧୀ/protestant ଶାଖା ଅନ୍ତର୍ଭୁକ୍ତ ଯାହାକି ବିଂଶ ଶତାବ୍ଦୀ ପ୍ରାରମ୍ଭରେ ନଜରକୁ ଅସିଥିଲା । ୧୯୩୨ ମସିହାରେ ଗିର୍ଜା ଘରଟିର ଶାଖା ଭାରତରେ ପ୍ରତିଷ୍ଠିତ ହୋଇଥିଲା । ସେମାନେ ଖ୍ରୀଷ୍ଟ ଧର୍ମ ବାଣୀ ପ୍ରତ୍ୟେକ ଦେଶରେ ପ୍ରଚାର କରିବାକୁ ଲକ୍ଷ୍ୟ ରଖିଛନ୍ତି ଯାହା ସେମାନେ ଖ୍ରୀଷ୍ଟଙ୍କ ଦ୍ୱିତୀୟ ପର ଅବତାର ପର୍ଯ୍ୟନ୍ତ ଚାଲୁ ରଖିବେ ।

ବିଶ୍ୱାସ[ସମ୍ପାଦନା]

ଗିର୍ଜା ଘରର ଦଶଟି ବାଣୀ ଓ ବିଶ୍ୱାସ ହେଲା :

  1. ପବିତ୍ର ଆତ୍ମା
  2. ପୁଜା ଅର୍ଚନା
  3. ପାଦ ଧୋଇବା : "ପାଦ ଧୋଇବା ଜଣକୁ ସୁଯୋଗ ଦିଏ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଏକ ଅଙ୍ଗ ହେବାରେ । ଜଣକୁ ଏହା ପ୍ରତିକ୍ଷଣେ ଚେତେଉଥାଏ ଯେ ସେ ସର୍ବଦା ପ୍ରେମ,ସ୍ୱର୍ଗୀୟ,ବିନମ୍ରତା,ଦାନ ଓ ସେବା ଆଦି ଗୁଣର ଅଧିକାରୀ ହେବା ଉଚିତ । ପ୍ରତ୍ୟେକ ମଣିଷ,ଯେଉଁମାନେ ଜଳ କ୍ରିୟାରେ ଭାଗନେଇଛନ୍ତି ସେମାନେ ନିଶ୍ଚିତଭାବେ ଯୀଶୁଖ୍ରୀଷ୍ଟଙ୍କ ନାମରେ ପାଦ ଧୋଇବା ଉଚିତ । ଯେବେବି ଉଚିତ ମନେହେବ,ସେତେବେଳେ ପରସ୍ପରର ପାଦ ଧୋଇବା ଅଭ୍ୟାସ କରିବା ଉଚିତ ।"
  4. ପବିତୃ ବାଣୀ ଆଦାନ ପ୍ରଦାନ
  5. ପବିତ୍ର ଦିନ : "ସପ୍ତାହର ସପ୍ତମ ଦିନ ଅର୍ଥାତ ଶନିବାର ଏକ ପବିତ୍ର ଦିବସ ।ଏହି ଦିନ ଜୀବନରେ ଆସିବାକୁ ଥିବା ସନାତନ ଶାନ୍ତିର ଆଶାରେ,ଭଗବତକୃପାନୁସାରେ ତାଙ୍କ ସୃଷ୍ଟି ଓ ବିନାଶକୁ ଅନୁଧ୍ୟାନ କରିବା ଉଚିତ ।"
  6. ଯୀଶୁ ଖ୍ରୀଷ୍ଟ
  7. ବାଇବେଲ
  8. ମୋକ୍ଷ
  9. ଗିର୍ଜା ଘର
  10. ଅନ୍ତିମ ବିଚାର

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]