ସଞ୍ଚିତା ଭଟ୍ଟାଚାର୍ଯ୍ୟ
ଦେଖଣା
ସଞ୍ଚିତା ଭଟ୍ଟାଚାର୍ଯ୍ୟ | |
|---|---|
ବଙ୍ଗଳା ଚଳଚ୍ଚିତ୍ର ମାସୁମ୍ ର ପ୍ରେସ ବିଜ୍ଞପ୍ତିରେ ସଞ୍ଚିତା ଭଟ୍ଟାଚାର୍ଯ୍ୟ ଏବଂ ସଞ୍ଜୀବ ରାଉତ ଏକାଠି ହୋଇଥିଲେ। | |
| ଜନ୍ମ | ୧୯ ଫେବୃଆରୀ ୧୯୯୨ |
| ବୃତ୍ତିସମୂହ |
|
| ସକ୍ରିୟ ବର୍ଷ | ୨୦୦୬–ଏବେଯାଏଁ |
| ବୈବାହିକ-ସାଥୀ |
ଅଭିଶେକ ଗାଗରାଇ (m. ୨୦୧୬) |
| ପିତାମାତା |
|
| ସମ୍ପର୍କୀୟ | ସୌମ୍ୟ ଭଟ୍ଟାଚାର୍ଯ୍ୟ (ଭାଇ) |
| Musical career | |
| ଶୈଳୀ |
|
| ବାଦ୍ୟଯନ୍ତ୍ର | Vocals |
| ଲେବଲ |
|
ସଞ୍ଚିତା ଭଟ୍ଟାଚାର୍ଯ୍ୟ (ଜନ୍ମ: ୧୯ ଫେବୃଆରୀ ୧୯୯୨) ଜଣେ ଭାରତୀୟ କଣ୍ଠଶିଳ୍ପୀ, ସଙ୍ଗୀତକାର ତଥା ଦୂରଦର୍ଶନ ବ୍ୟକ୍ତିତ୍ୱ । ୧୪ ବର୍ଷ ବୟସରେ ସେ ସାରେ ଗା ମା ପା ଲିଟିଲ୍ ଚାମ୍ପ୍ସ ଜିତିଥିଲେ [୧]। ସେ ବିଭିନ୍ନ ଭାରତୀୟ ଭାଷାରେ କଥାଚିତ୍ର ଏବଂ ଆଲବମ୍ ପାଇଁ ଗୀତ ଗାଇଛନ୍ତି ।[୨][୩][୪]
ଗୀତତାଲିକା
[ସମ୍ପାଦନା]| ବର୍ଷ | ଚଳଚ୍ଚିତ୍ର | ଗୀତ | ସଙ୍ଗୀତ ନିର୍ଦ୍ଦେଶକ | ସହ-ଗାୟକ (ମାନେ) | ଭାଷା |
|---|---|---|---|---|---|
| ୨୦୦୭ | ବାଲ୍ ଗଣେଶ | ହାତି କା ବାଲ୍ ହୈ | ସମୀର ଟଣ୍ଡନ | ଏକାକୀ | ହିନ୍ଦୀ |
| ୨୦୦୮ | ମିଥ୍ୟା | ଜରା ଜରା | ସାଗର ଦେଶାଇ | ଏକାକୀ | |
| ୨୦୧୩ | ୟମଲା ପାଗଲା ଦିୱାନା ୨ | ୟମଲା ପାଗଲା ଦିୱାନା | ଶାରିବ-ତୋଷି | ସୁଖଭିନ୍ଦର ସିଂହ, ଶଙ୍କର ମହାଦେବନ, ରାହୁଲ ସେଠ୍ | |
| ସଡି ଦାରୁ ଦା ପାନି | ତୋଷୀ ସାବ୍ରି, ରାହୁଲ ସେଠ୍ | ||||
| କ୍ରିସ୍ନାରୂପା | ଜୟ ଜୟ କୃଷ୍ଣ | ରୂପା ରାମନ୍ | ଏକାକୀ | ||
| ଶ୍ରୀନାଥଜୀ ଦର୍ଶନ | ଅନ୍ୱେଷା, ଶ୍ରାବଣୀ ଚୌଧୁରୀ | ||||
| ୨୦୧୪ | ାଞ୍ଚି:
ିଦଅନ୍ବ୍ରେକେବୁଲ୍ |
କୋଶମ୍ପା | ଇସ୍ମାଇଲ୍ ସରକାର | ଅନ୍ୱେଷା, ସୁଭାସ ଘାଇ | |
| କମ୍ବଲ୍ କେ ନୀଚେ | ନୀତି ମୋହନ, ଐଶ୍ୱର୍ଯ୍ୟା ମଜୁମଦାର | ||||
| ଆଦିୟେ ଆଦିୟେ | ଆଭ୍ରିଲ୍ କ୍ୱାଡ୍ରୋସ୍ | ||||
| ମାସୁମ୍ | ଆଜ୍ ଥେକେ ତୁମି | ସଞ୍ଜିବ ସରକାର | ପ୍ରସନ୍ନଜିତ୍ ମଲ୍ଲିକ୍ | ବଙ୍ଗାଳୀ | |
| ୨୦୧୮ | ପୁରୁଲିଆ ଏକ୍ସପ୍ରେସ (ଆଲବମ୍) | ଆଣ୍ଟି-ଭାଇରସ୍ | ଶୁଭମ୍ ଗାଙ୍ଗୁଲି | ରାଜ୍ ଚକ୍ରବର୍ତ୍ତୀ | |
| ଦଙ୍ଗା ଦି ରାଓଟ୍ | ଚାଲ୍ ସନମ୍ | ସୌମିତ୍ର କୁଣ୍ଡୁ | ସୁଜୟ ଭୌମିକ୍ | ||
| ସାଗର ମେରେ ପାସ୍ (ଆଲବମ୍) | ସାଗର ମେରେ ପାସ୍ | ପାର୍ଥ ବାନାର୍ଜୀ | ପାର୍ଥ ବାନାର୍ଜୀ | ହିନ୍ଦୀ | |
| ଆଣ୍ଟି ଭାଇରସ୍ (ଆଲବମ୍) | ଶେଷ ଶବ୍ଦ | ଶୁଭମ୍ ଗାଙ୍ଗୁଲି | | ଏକାକୀ | ବଙ୍ଗାଳୀ | |
| ସ୍ମୃତି | ରାଜ୍ ଚକ୍ରବର୍ତ୍ତୀ | ||||
| ସାଉଣ୍ଡ ଅଫ୍ ବାଂଲାଦେଶ | |||||
| ପୁରୁଲିୟା ଏକ୍ସପ୍ରେସ | |||||
| ୧୮+ | |||||
| ବଟରଫ୍ଲାଏ | |||||
| ବୁଡି | |||||
| ୨୦୧୯ | ଭୁଲ୍ତେ ପାରିନି (ଆଲବମ୍) | ଭୁଲ୍ତେ ପାରିନି | ଶାନ୍ତିରାଜ ଖୋସଲା | ଏକାକୀ | |
| ତୁମି ବିନା ବନ୍ଧୁ (ଆଲବମ୍) | ତୁମି ବିନା ବନ୍ଧୁ | ବୈଦ୍ୟନାଥ ଦାଶ | ଶ୍ୟାମ୍ ପଲ୍ | ||
| ଭୋକଟ୍ଟା | ବୁଲନ୍ଦି (ଆଇଟମ୍ ଗୀତ) | ଏକାକୀ |
ଆଧାର
[ସମ୍ପାଦନା]- ↑ "Bengal's Sanchita is Li' Champ". The Telegraph. Archived from the original on 2006-11-10.
- ↑ "Sa Re Ga Ma Pa winner Sanchita Bhattacharya to sing item number". India Today. Retrieved 2006-12-04.
- ↑ "The Tribune - Magazine section - Saturday Extra". The Tribune. Archived from the original on 2016-03-05. Retrieved 2006-12-02.
- ↑ "Bollywood break". The Hindu. 2006-11-23. Archived from the original on 2012-08-16. Retrieved 2010-09-04.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସଞ୍ଚିତା ଭଟ୍ଟାଚାର୍ଯ୍ୟ