ସଚଖଣ୍ଡ ଏକ୍ସପ୍ରେସ
ଏହି ପ୍ରସଙ୍ଗଟିକୁ ଠିକ ଭାବେ ଯାଞ୍ଚ କରିବା ପାଇଁ ଅଧିକ ଆଧାର ଆବଶ୍ୟକ। (March 2011) |
| Overview | |
|---|---|
| Service type | Mail/Express |
| Status | Operating |
| Current operator(s) | Indian Railways/Central Railways |
| Route | |
| Start | Hazur Sahib Nanded |
| Stops | 33 |
| End | Amritsar |
| Distance travelled | 2082 km |
| Service frequency | Daily |
| Train number(s) | 12715 / 12716 |
| On-board services | |
| Class(es) | AC 2 Tier, AC 3 Tier, Sleeper Class, Unreserved |
| Seating arrangements | Available |
| Sleeping arrangements | Available |
| Catering facilities | Available (Paid) |
| Baggage facilities | Available |
| Technical | |
| Track gauge | Broad Gauge |
[[Fi

ସଚଖଣ୍ଡ ଏକ୍ସପ୍ରେସ ,ଭାରତୀୟ ରେଳବାଇଦ୍ୱାରା ପ୍ରଚଳିତ ଏକ ଦୈନିକ ଟ୍ରେନ । ଏହି ଟ୍ରେନ ମହାରାଷ୍ଟ୍ରର ହଜୁର ସାହିବ , ନାନ୍ଦେଡ଼ରୁ ପଞ୍ଜାବର ଅମୃତସର ଯାଇ ଚାଲିଥାଏ । ଏହି ଟ୍ରେନ ଦୁଇଟି ଶିଖ ଧର୍ମସ୍ଥଳୀକୁ ସଂଯୋଗ ଦେଇଥାଏ ଓ ଏହା ନାନ୍ଦେଡ଼ଠାରେ ରହିଥିବା ଶିଖ ଉପାସନା ପିଠା ସଚଖଣ୍ଡ ସାହିବ ଗୁରୁଦ୍ୱାରା ନାମାନୁସାରେ ଦିଆଯାଇଥିଲା ।
ଏହି ଟ୍ରେନ ଭାରତୀୟ ରାଜଧାଣିନୁଆ ଦିଲ୍ଲୀ ସହ ମଧ୍ୟପ୍ରଦେଶର ରାଜଧାନୀ ଭୋପାଲ , ଜଳନା । ଔରଙ୍ଗାବାଦକୁ ସଂଯୋଗ କରିଥାଏ ।
ଯାତ୍ରାପଥ
[ସମ୍ପାଦନା]ଏହି ଟ୍ରେନର ମୁଖ୍ୟ ରହଣି ପୂର୍ଣା , ପର୍ଭଣୀ , ଔରଙ୍ଗାବାଦ , ମାନମାଦ , ଜଲଗାଓ , ବୁରହାନପୁର , ଖଣ୍ଡବା, ଭୋପାଲ , ମଥୁରା , ଝାଁସୀ ,ଫରିଦାବାଦ , ନୂଆ ଦିଲ୍ଲୀ , ପାନିପତ , ଲୁଧିଆନା ଜଲନ୍ଧର ଆଦି ସ୍ଥାନରେ ରହିଛି ।
ସମୟ ସାରଣୀ
[ସମ୍ପାଦନା]- ସାହିବ ନଗରରୁ ଟ୍ରେନ 09.30AMରେ ଛାଡି ଅମୃତସରରେ ପରଦିନ 08.20PMରେ ପହଞ୍ଚେ .[୧]
- ଫେରନ୍ତା ଟ୍ରେନ ଅମୃତସରରୁ 05.35 AMରେ ଛାଡି ପରଦିନ 04.00PMରେ ନାନ୍ଦେଡ଼ ପହଞ୍ଚେ .[୨]
ବଗି
[ସମ୍ପାଦନା]Tଏଥିରେ ନିୟମିତ AC ସମୂହ ସହ ସମୁଦାୟ 24ଟି ବଗି ଲାଗିଥାଏ ।
ଇତିହାସ
[ସମ୍ପାଦନା]1995 ମସିହାରେ ଏହା ପ୍ରଥମେ ଏକ ସାପ୍ତାହିକି ଟ୍ରେନ ଭାବରେ ନାନ୍ଦେଡ଼ରୁ ଅମୃତସର ଯାଏ ପ୍ରଚଳିତ ହେଲା। 1997ରେ ଏହା ଦ୍ୱି ସାପ୍ତାହିକ , 1998ରେ ସପ୍ତାହକୁ 5 ଦିନ ଚାଲି 2006/07ରେ ଏହା ଦୈନିକ ରେନ ଭାବରେ ଚଳାଚଳ କଳା ।
ଏହି ଟ୍ରେନ ଶିକ୍ଷା ସଂପ୍ରଦାଯ ପାଇଁ ଏକ ଧାର୍ମିକ ଟ୍ରେନ ଭାବରେ ଧରାଯାଏ । ନାନ୍ଦେଡ଼ , ମାନମାଦ , ଭୋପାଲ ଗ୍ୱାଲିଆର , ଦିଲ୍ଲୀ , ଭୂଷାବଳ ଷ୍ଟେସନରେ ସମସ୍ତ ଯାତ୍ରୀଙ୍କୁ ଗୁରୁଦ୍ୱାରା ତରଫରୁ ଲାଙ୍ଗର ( ଖାଦ୍ଯ ) ବିନମୂଲ୍ୟରେ ପ୍ରଦାନ କରାଯାଇଥାଏ । ନାନ୍ଦେଡ଼ ଷ୍ଟେସନରେ ଗୁରୁଦ୍ୱାରା ତରଫରୁ ଯାତ୍ରୀମାନଙ୍କୁ ବୀନା ଶୁଳ୍କରେ ଷ୍ଟେସନରୁ ଯିବା ଆସିବା ବ୍ୟବସ୍ଥା କରାଯାଇଥାଏ ।
ଅନ୍ୟ ସଂଯୋଗ ସବୁ
[ସମ୍ପାଦନା]- Devagiri Express
- Trains of SCR
- Nanded
- Aurangabad
ଆଧାର
[ସମ୍ପାଦନା]South Central Railways official link Archived 31 May 2007 at the Wayback Machine.