ଦେବଗିରି ଏକ୍ସପ୍ରେସ

ଉଇକିପିଡ଼ିଆ‌ରୁ

Devagiri Express
Devgiri Express nearing Secunderabad
Overview
Service typeInter-city rail
StatusOperating
LocaleTelangana, Maharashtra
Current operator(s)South Central Railway, Indian Railways
Route
StartSecunderabad[୧]
Stops28
EndMumbai CST
Distance travelled878 km (546 mi)
Average journey time17 hours
Service frequencyDaily
On-board services
Class(es)Sleeper, Air-conditioned and Unreserved
Seating arrangementsIndian Rail standard
Catering facilitiesPantry
Observation facilitiesLarge windows in all carriages
Baggage facilitiesBelow the seats
Technical
Rolling stockTwo
Track gaugeBroad
Operating speed55 km/h
Route map

ଦେବଗିରି ଏକ୍ସପ୍ରେସ ଭାରତୀୟ ରେଳବାଇର  ଦକ୍ଷିଣ କେନ୍ଦ୍ର ରେଳ ଡିଭିଜନଦ୍ୱାରା ଚାଳିତ ଏକ ଟ୍ରେନ । ଏହା ମୁମ୍ବାଇ ଓ ସିକନ୍ଦରାବାଦ ମଧ୍ୟରେ ଚଳାଚଳ କରେ । ପ୍ରଥମେ ସିକନ୍ଦରାବାଦରୁ ମନ୍ମଦ ଯାଏ କଲ୍ୟାଣ ଜଙ୍କସନ ଦେଇ ଚାଲୁଥିବା ଏହି ଟ୍ରେନ ପରେ ମୁମ୍ବାଇ ଯାଏ ପରିବର୍ଧିତ ହେଇଥିଲା । ଏହା ଔରଙ୍ଗାବାଦ , ଜାଲଣା , ପୂର୍ଣା , ନାନ୍ଦେଦ , ନିଜାମାବାଦ ଦେଇ ଯାତାୟତ କରେ । ଏହା ସିଙ୍ଘପୁରୀ ଏକ୍ସପ୍ରେସ ସହ ବଗି ଭାଗ କରେ । 

ଇତିହାସ [ସମ୍ପାଦନା]

ଦଉଲତାବାଦ ନିକଟସ୍ଥ ଦେବଗିରି ନାମକ ଏକ ପ୍ରାଚୀନ ଏଇତିହାସିକ ସ୍ଥାନ ଅନୁସାରେ ନାମକରଣ ହେଇଥିବା ଏହି ଏକ୍ସପ୍ରେସ ଟ୍ରେନ ମୁମ୍ବାଇରୁ ଔରଙ୍ଗାବାଦ ଚଳାଚଳ କରୁଥିଲା । ଦେବଗିରି ମୂହମ୍ମଦ ବିନ ଟୋଗଲକଙ୍କ ସମୟରେ ଟବକା ଭାରତ ସମ୍ଭ୍ରାଜ୍ୟର ରାଜଧାନୀ ଥିଲା ବୋଲି ଇତିହାସ କହେ । ସେ ଦିଲ୍ଲୀରୁ ଦେବଗିରିକୁ ରାଜଧାନୀ ଉଠେଇ ନେବା ପରେ  ପୁନର୍ବାର ସେ ଦିଲ୍ଲୀକୁ ତାଙ୍କର ରାଜଧାନୀ ଉଠେଇ ନେଇଥିଲେ । 

ଯାତ୍ରାପଥରେ ଟ୍ରେନ ୮୭୮ କିଲୋମିଟର ପଥ ୧୭ ଘଣ୍ଟାରେ ଅତିକ୍ରାନ୍ତ କରେ । ଏହି ଟ୍ରେନ ନାସିକକୁ ହାଇଦ୍ରାବାଦ ସହ ସଂଯୋଗ କରେ । ହାଇଦ୍ରାବାଦର ନିଜାମଙ୍କଦ୍ୱାରା ତିଆରି ହେଇଥିବା ହାଇଦ୍ରାବାଦ - ଗୋଦାବରୀ ଉପତ୍ୟକା ରେଳବାଇର ଟ୍ରାକରେ ଏହି ଟ୍ରେନ ଚାଲିଥାଏ । 

ରୁଟ [ସମ୍ପାଦନା]

ସମ୍ପୂର୍ଣ ଯତ୍ରପଥରେ ଏହି ଟ୍ରେନର ୨୮ଟି ନିର୍ଧାରିତ ରହଣି ରହିଛି , 

  • Mumbai CST
  • Dadar
  • Thane
  • Kalyan Junction
  • Kasara
  • Igatpuri
  • Devlali
  • Nashik Road
  • Lasalgaon
  • Manmad
  • Rotegoan
  • Lasur
  • Aurangabad
  • Jalna
  • Partur
  • Selu
  • Manwath Road
  • Parbhani Junction
  • Purna Junction
  • Nanded
  • Mudkhed
  • Umri
  • Dharmabad
  • Basar
  • Nizamabad
  • Kamareddi
  • Akannapet
  • Mirzapalli
  • Bolarum
  • Secunderabad Junction

Gallery[ସମ୍ପାଦନା]

ପୁନଶ୍ଚ ଦେଖଣା [ସମ୍ପାଦନା]

  • Ajanta Express
  • Hussainsagar Express
  • Simhapuri Express

ଆଧାର [ସମ୍ପାଦନା]

External links[ସମ୍ପାଦନା]