ସକ୍ରେଟିସ

ଉଇକିପିଡ଼ିଆ‌ରୁ
ସକ୍ରେଟିସ୍
A bust of Socrates
A bust of Socrates in the Louvre
ଜନ୍ମ୪୭୦/୪୬୯ ଖ୍ରୀଷ୍ଟପୂର୍ବ[୧]
ଡେମେ ଆଲୋପେସ, ଏଥେନ୍ସ
ଦେହାନ୍ତ୩୯୯ ଖ୍ରୀଷ୍ଟପୂର୍ବ (ପ୍ରାୟ ୭୧ ବର୍ଷ)
ଏଥେନ୍ସ
ଦଶନ୍ଧିAncient philosophy
ଅଞ୍ଚଳପାଶ୍ଚାତ୍ୟ ଦର୍ଶନ ଶାସ୍ତ୍ର
ବିଦ୍ୟାଳୟClassical Greek
ମୂଳ ଲକ୍ଷEpistemology, ethics
ଜଣାଶୁଣା ଚିନ୍ତାଧାରାସକ୍ରେଟିସ୍ ପଦ୍ଧତି,ସକ୍ରେଟିସ୍ ବିଡ଼ମ୍ବନା,ଦିଗବାରେଣି ମେନୁ
କାହାକୁ ପ୍ରଭାବିତ କରିଛନ୍ତି

ସକ୍ରେଟିସ (୪୭୦/୪୬୯-୩୯୯ ଖ୍ରୀଷ୍ଟପୂର୍ବ) ଶାସ୍ତ୍ରୀୟ ଗ୍ରୀକ୍ ଦାର୍ଶନିକମାନଙ୍କ ମଧ୍ୟରୁ ଜଣେ ଥିଲେ, ଯିଏକି ପାଶ୍ଚାତ୍ୟ ଦର୍ଶନ ଶାସ୍ତ୍ରର ପ୍ରତିଷ୍ଠାତା ଅଟନ୍ତି।ତାଙ୍କ ଛାତ୍ର ପ୍ଲାଟୋ ଓ ଜେନୋଫେନ୍ ଏବଂ ତାଙ୍କ ସମକାଳୀକ ଆରିଷ୍ଟୋଫେନଙ୍କ ଲେଖାଦ୍ୱାରା ସେ ଜଣେ ରହସ୍ୟମୟ ବ୍ୟକ୍ତିତ୍ୱ ରୂପେ ଜଣାଶୁଣା ଅଟନ୍ତି । ଜ୍ଞାନତତ୍ତ୍ୱ କ୍ଷେତ୍ରରେ ସକ୍ରେଟିସ ବି ଗୁରୁତ୍ୱପୂର୍ଣ୍ଣ ଓ ଦୀର୍ଘସ୍ଥାୟୀ ସହଯୋଗ ଗଠନ କରିଥିଲେ ଓ ତାଙ୍କ ବିଚାରଧାରା ଗୁଡ଼ିକ ଅନୁକରଣ କରାଯାଇଥିବା ପାଶ୍ଚାତ୍ୟ ଦର୍ଶନ ଶାସ୍ତ୍ରର ଶକ୍ତ ମୂଳଦୁଆ ରୂପେ ପ୍ରମାଣିତ ହୋଇଛି ।

ସକ୍ରେଟିସଙ୍କ ସମସ୍ୟା[ସମ୍ପାଦନା]

ସକ୍ରେଟିସ ଯାହା ଲେଖିଥିଲେ ସେଗୁଡ଼ିକ କିଛି ବି ପ୍ରଚଳିତ ହେଲା ନାହିଁ । ଯାହା ଫଳରେ ତାଙ୍କ ବିଷୟରେ ପ୍ରତ୍ୟେକ୍ଷ ସୂଚନା ଓ ତାଙ୍କ ଦର୍ଶନ ଶାସ୍ତ୍ର ଗୁଡ଼ିକ ମାଧ୍ୟମିକ ଉତ୍ସ ଉପରେ ନିର୍ଭର କରେ । ଅଧିକନ୍ତୁ; ଏହି ବିଷୟ ଗୁଡ଼ିକ ପ୍ରକଟ କରୁଥିବା ଉତ୍ସ ମାନଙ୍କ ମଧ୍ୟରେ ସମୀପସ୍ଥ ତୁଳନା ଗୁଡ଼ିକ, ଏହିପରି ତିଆରି ହୋଇଥିବା ବିଷୟବସ୍ତୁ ଗୁଡ଼ିକ ସକ୍ରେଟସଙ୍କ ଗଭୀରତାର ସମ୍ଭାବନାକୁ ଜାଣିବାରେ ଖଣ୍ଡନ କରେ । ଏହାକୁ ସକ୍ରେଟିକ୍ ସମସ୍ୟା ବା ସକ୍ରେଟିକ୍ ପ୍ରଶ୍ନ କୁହାଯାଏ ।

ସକ୍ରେଟିସ ଓ ତାଙ୍କ ଚିନ୍ତାଧାରାକୁ ବୁଝିବା, ପ୍ଲାଟୋଙ୍କ କାର୍ଯ୍ୟକୁ ଏକ ନିଶ୍ଚିତ ପ୍ରାରମ୍ଭିକ ଦିଗ ଥିଲା, ଯାହାର କଥୋପକଥୋନ ଗୁଡ଼ିକ ବହୁଳ ମାତ୍ରାରେ ସକ୍ରେଟିସଙ୍କ ଜୀବନ ଓ ଦର୍ଶନ ଶାସ୍ତ୍ର ଓ Xenophonଙ୍କ ଉପରେ ମଧ୍ୟ ତଥ୍ୟ ପ୍ରଦାୟକ ହୋଇ ଚିନ୍ତାକରୁଥିଲା । ଏହି ଲେଖା ଗୁଡ଼ିକ ହେଉଛି sakratikoi logoi କିମ୍ବା socratic dialogues, ଯାହାର ପ୍ରତିବେଦନାର ଆଳାପ ଗୁଡ଼ିକ ସକ୍ରେଟିସ ଧର୍ମନୈତିକ ବିଶ୍ୱାସ ପରିତ୍ୟାଗ କରିବାର ଦୋଷରେ ଜଡ଼ିତ ଥିଲା ।

ସକ୍ରେଟିସ ବାସ୍ତବ-ଜୀବନ ଆବିଷ୍କାର ହେତୁ, ଆଦିମ ଉତ୍ସ ଗୁଡ଼ିକର ଦାର୍ଶନିକ ଓ ନାଟକ ସମ୍ବନ୍ଧୀୟ ଲେଖା ଗୁଡ଼ିକ ବହୁଳ ମାତ୍ରାରେ Xenophonଙ୍କଠାରୁ ଅଲଗା ହେବାର ଅସୁବିଧାଟି ଉପୁଜିଲା । ସେତେବେଳେ ସକ୍ରେଟିସଙ୍କ କେହି ସତ୍ୟଶୀଳ,ଐତିହାସିକ,ସମକାଳୀକ ନଥିଲେ, ଯିଏକି ତାଙ୍କ ସମୟ ଓ ସ୍ଥାନକୁ ମାନୁଥିଲେ । ଏହାର ଏକ ଅନୁସିଦ୍ଧାନ୍ତ ଏହା ହେଲାକି, ସକ୍ରେଟିସଙ୍କ ଲେଖାକୁ ଐତିହାସିକ ସଠିକ୍ ମାନିବାର ଦାବି କଲାନି ଓ ଏହା ଅନେକ ସମୟରେ ଦଳଭୁକ୍ତ ହୋଇ ରହିଲା । ଦୃଷ୍ଟାନ୍ତ ପାଇଁ ସକ୍ରେଟିସ୍, ତାଙ୍କୁ ଉପଯୋଜନ କରିଥିବା, ଦୋଷୀ ସିଦ୍ଧ କରିଥିବା ଲୋକଙ୍କୁ ଓ testamentକୁ ପରିତ୍ୟାଗ କରିଥିଲେ । ଏଥିପାଇଁ ଐତିହାସିକମାନେ ସକ୍ରେଟିସଙ୍କ ଜୀବନ ଓ କାର୍ଯ୍ୟ ଓ ତାଙ୍କ ପ୍ରଚଳିତ ଲେଖାର ନିର୍ଭୁଲତାର ବିଭିନ୍ନ ପ୍ରମାଣକୁ ବର୍ତ୍ତମାନ ପାଠରେ ମିଳେଇବାର ବାଜି ପକେଇଛନ୍ତି । ଏହି ପରି ଏକ ପ୍ରଚେଷ୍ଟାର ପରିଣାମ ବାସ୍ତବିକ୍ ହେବା ଜରୁରୀ ନୁହେଁ ଯଦିଓ ଏହା ସୁସଙ୍ଗତ ଅଟେ । ଉତ୍ସମାନଙ୍କ ମଧ୍ୟରେ ମତଭେଦରୁ ସମସ୍ତଙ୍କର ଅସହମତି ମଧ୍ୟରେ, ଦୁଇଟି ମୌଳିକ ଉତ୍ପାଦକ ସକ୍ରେଟିସଙ୍କ ସହ ସମ୍ବଦ୍ଧିତ ସମସ୍ତ ସୂତ୍ରରୁ ବାହାରି ଆସେ । ତେଣୁ ଏଥିରୁ ପ୍ରତୀତ ହୁଏ ଯେ,ସକ୍ରେଟିସଙ୍କ ବିଚକ୍ଷଣ ବୁଦ୍ଧି ଥିଲା।

ଆଧାର[ସମ୍ପାଦନା]

  1. Chisholm, Hugh, ed. (1911). "Socrates" . Encyclopædia Britannica Eleventh Edition (11th ed.). Cambridge University Press.