Jump to content

ଶ୍ରେଣୀ ଆଲୋଚନା:ଦଳିତ ଲେଖକ

Page contents not supported in other languages.
ଉଇକିପିଡ଼ିଆ‌ରୁ

"ଦଳିତ ଲେଖକ" ଅର୍ଥ କଣ !

[ସମ୍ପାଦନା]

"ଦଳିତ ଲେଖକ" ନାମକ ଶ୍ରେଣୀ କାହିଁକି କରାଯାଇଛି ! କଣ ସେମାନେ କୌଣସି ଦଳିତ ଜାତିର ଲୋକ ନା ସେମାନେ କେବଳ ଦଳିତମାନଙ୍କ ବିଷୟରେ ଲେଖନ୍ତି ! ଏମିତି ଶ୍ରେଣୀ ରଖିବା ଅନାବଶ୍ୟକ ମୋ ମତରେ । ଏହାକୁ ଲିଭେଇବା ପାଇଁ ଆଡ଼ମିନମାନଙ୍କୁ ଆବେଦନ କରୁଛି । ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୯:୦୭, ୩ ଜୁଲାଇ ୨୦୨୩ (IST)[reply]

ଶ୍ରେଣୀଟି ଇଂରାଜୀ ସମେତ ୯ଟି ଭାଷାରେ ଅଛି ତେଣୁ ଲିଭେଇବାର ଆବଶ୍ୟକ ନାହିଁ । ଦଳିତ ଲେଖକ କ'ଣ ତା ବାବଦରେ ଅନେକ ଗବେଷଣାତ୍ମତ ରଚନା ଅଛି ତେଣୁ ମୁଁ ଅନୁରୋଧ କରିବି ସେସବୁ ପଢ଼ିବା ପାଇଁ । ସୁଭ (ଆଳାପ) ୧୭:୪୪, ୩ ଜୁଲାଇ ୨୦୨୩ (IST)[reply]