ଶ୍ରୀମନ୍ତ ଶଙ୍କରଦେବ

ଉଇକିପିଡ଼ିଆ‌ରୁ
ଶଂକରଦେବ
ବିଷ୍ଣୁ ପ୍ରସାଦ ରାଭାଦ୍ୱାରା ଅଙ୍କିତ ଶଙ୍କରଦେବର ଚିତ୍ର[୧]
ଜନ୍ମ୨୬ ସେପ୍ଟେମ୍ବର ୧୪୪୯,
ବରଦୋଆ ଥାନ
(ବର୍ତ୍ତମାନ ନଗାଓଁ ଜିଲ୍ଲା ଅସମ, ଭାରତ)
ମୃତ୍ୟୁ୭ ସେପ୍ଟେମ୍ବର ୧୫୬୮[୨]
ଭେଳାଡୋଙ୍ଗା
(ବର୍ତ୍ତମାନ କୋଚ ବିହାର, ପଶ୍ଚିମ ବଙ୍ଗ, ଭାରତ)
ଉପାଧି/ ସମ୍ମାନମହାପୁରୁଷ
ସଂସ୍ଥାପକଏକଶରଣ ଧର୍ମ

ଶ୍ରୀମନ୍ତ ଶଙ୍କରଦେବ ( English: Sankardev  ; ଅସମୀୟା: শ্রীমন্ত শঙ্কৰদেৱ ) ଜଣେ ପ୍ରଚାରକ, କବି, ନୃତ୍ୟଶିଳ୍ପୀ, ସାମାଜିକ ସଂଗଠକ, ଗାୟକ, ଅଭିନେତା ଏବଂ ଚିତ୍ରକାର ଥିଲେ। ଶ୍ରୀମନ୍ ଶଙ୍କରଦେବ ଅସମୀୟା ଜାତୀୟତାବାଦ-ସାହିତ୍ୟ ଏବଂ ସଂସ୍କୃତିର ସୃଷ୍ଟିକର୍ତ୍ତା। ସେ ନବବୈଷ୍ଣବ ଧର୍ମ (ଏକଶରନ୍ ଧର୍ମ) ପ୍ରଚାର କରିଥିଲେ। [୩] ସେ ସମଗ୍ର ଅସମୀୟା ଜାତିକୁ ଏକ କରି ଏକଜୁଟ କଲେ। ଅସମୀୟା ତଥା ଭାରତୀୟ ସଂସ୍କୃତିରେ ତାଙ୍କର ଅଦ୍ଭୁତ ଅବଦାନ ପାଇଁ ଶଙ୍କରଦେବଙ୍କୁ ମହାପୁରୁଷା ଏବଂ ଅବତାର ପୁରଶା କୁହାଯାଏ।

ସାହିତ୍ୟ କୃତି[ସମ୍ପାଦନା]

ଶଂକରଦେବ ଦ୍ବାରା ରଚିତ ପ୍ରଥମ କବିତା ନିମ୍ନଳିଖିତ ଥିଲେ-

କରତଳ କମଳ କମଳ ଦଳ ନୟନ।
ଭବଦବ ଦହନ ଗହନ ବନ ଶୟନ॥
ନପର ନପର ପର ସତରତ ଗମୟ।
ସଭଯ ମଭୟ ଭୟ ମମହର ସତତୟ॥
ଖରତର ବରଶର ହତ ଦଶ ବଦନ।
ଖଗଚର ନଗଧର ଫନଧର ଶୟନ॥
ଜଗଦଘ ମପହର ଭୟଭବ ତରଣ।
ପରପଦ ଳୟ କର କମଳଜ ନୟନ॥

କାବ୍ଯ[ସମ୍ପାଦନା]

  • ହରିଶ୍ଚନ୍ଦ୍ର ଉପାଖ୍ଯାନ
  • ଅଜାମିଳ ଉପାଖ୍ଯାନ
  • ରୁକ୍ମିଣୀ ହରଣ କାବ୍ଯ
  • ବଳିଛଳନ
  • ଅମୃତ ମନ୍ଥନ
  • ଗଜେନ୍ଦ୍ର ଉପାଖ୍ଯାନ
  • କୁରୁକ୍ଷେତ୍ର
  • ଗୋପୀ-ଉଦ୍ଧବ ସଂବାଦ
  • କୃଷ୍ଣ ପ୍ରୟାଣ - ପାଣ୍ଡବ ନିର୍ବାରଣ

ଭକ୍ତିତତ୍ତ୍ବ ପ୍ରକାଶକ ଗ୍ରନ୍ଥ[ସମ୍ପାଦନା]

  • ଭକ୍ତି ପ୍ରଦୀପ
  • ଭକ୍ତି ରତ୍ନାକର (ସଂସ୍କୃତ)
  • ନିମି-ନବ-ସିଦ୍ଧ ସଂବାଦ
  • ଅନାଦି ପାତନ

ଅନୁବାଦମୂଳକ ଗ୍ରନ୍ଥ[ସମ୍ପାଦନା]

  • ଭାଗବତ ପ୍ରଥମ, ଦ୍ୱିତୀୟ
  • ଦଶମ ସ୍କନ୍ଧେର ଆଦିଛୋବା
  • ଦ୍ବାଦଶ ସ୍କନ୍ଧ
  • ରାମାୟଣର ଉତ୍ତରକାଣ୍ଡ

ନାଟକ[ସମ୍ପାଦନା]

  • ପତ୍ନୀ ପ୍ରସାଦ
  • କାଳିୟ ଦମନ
  • କେଳି ଗୋପାଳ
  • ରୁକ୍ମିଣୀ ହରଣ
  • ପାରିଜାତ ହରଣ
  • ରାମ ବିଜୟ

ଗୀତଃ[ସମ୍ପାଦନା]

  • ବରଗୀତ[୪]
  • ଭଟିମା (ଦେବଭଟିମା, ନାଟଭଟିମା, ରାଜଭଟିମା)
  • ଟୋଟୟ
  • ଚପୟ

ନାମ-ପ୍ରସଂଗ ଗ୍ରନ୍ଥ[ସମ୍ପାଦନା]

  • କୀର୍ତନ ଘୋଷା
  • ଗୁଣମାଳା
  • ହରିଶ୍ଚନ୍ଦ୍ର ଉପାଖ୍ଯାନ
  • ଭକ୍ତି ପ୍ରଦୀପ
  • ଅନାଦି ପତନ
  • ଅଜାମିଳ ଉପାଖ୍ଯାନ
  • ଅମୃତ ମନ୍ଥନ
  • ବଳି ଛଳନ
  • ଆଦି ଦଶମ
  • କୁରୁକ୍ଷେତ୍ର
  • ନିମି-ନବ-ସିଦ୍ଧ ସଂବାଦ
  • ଉତ୍ତରକାଣ୍ଡ ରାମାୟଣ (ଅନୁବାଦ)
  • ପତ୍ନୀପ୍ରସାଦ, କାଳିୟ ଦମନ ଯାତ୍ରା, କେଳି ଗୋପାଳ, ରୁକ୍ମିଣୀ ହରଣ କାବ୍ଯ, ପାରିଜାତ ହରଣ, ରାମ ବିଜୟ ଆଦି ନାଟକ
  • ଭକ୍ତି ରତ୍ନାକର (ସଂସ୍କୃତ)

ଆଧାର[ସମ୍ପାଦନା]

  1. This portrait, created by Bishnu Rabha in the 20th-century, is generally accepted as the "official" portrait of Sankardev, whose likeness in pictorial form is not available from any extant form A Staff Reporter (14 October 2003). "Portrait of a poet as an artist". The Telegraph. Archived from the original on 1 November 2003. Retrieved 8 May 2013.
  2. "His eventful career came to an end on Thursday, the 7th or the 21st Bhadra (September), the 2nd day of the bright half of the lunar month, 1490 Saka/1569 AD; and his last physical remains were consigned to fire on the banks of the small river, Toroca." (Neog 1980:120–121)
  3. http://www.atributetosankaradeva.org/Sankaradeva.htm
  4. ବିପୁଳଜ୍ଯୋତି ଡଟ ଇନ