ଶ୍ରୀନଅର

ଉଇକିପିଡ଼ିଆ‌ରୁ
(ଶ୍ରୀନଅର, ପୁରୀରୁ ଲେଉଟି ଆସିଛି)
ପୁରୀ ଶ୍ରୀନଅର

ଗଜପତି ମହାରାଜାଙ୍କର ରାଜଧାନୀ ପୁରୀ ବାହାରେ ଥିବାସ୍ଥଳେ ପୁରୀରେ ଏକ ରାଜବାଟି ଶ୍ରୀନହର ନାମରେ ଥିଲା ପୁରୀ ବାଲିସାହିରେ ଏହି ନଅର ଥିବାରୁ ଏହା 'ବାଲିନଅର' ନାମରେ ଜଣା ।


ନିର୍ମାଣ[ସମ୍ପାଦନା]

ଏହି ନଅରରେ ଦେବୀ ଶ୍ୟମାକାଳୀ ଉପାସିତ ହେଉଥିଲେ । ଏହାର ଚାରି ଦ୍ୱାରରେ ଚାରି ଦେବୀ ବିଜେ କରିଥିଲେ । ଏହାର ପୂର୍ବଦ୍ୱାରରେ ସର୍ବମଙ୍ଗଳା ବିଜେ କରିଥିଲେ । ଶ୍ରୀନଅର ଧ୍ୱଂସ ହେଇଯିବା ପରେ ମଧ୍ୟ ଚାରି ଦ୍ୱାରରେ ଚାରି ଦେବୀ ଏବେବି ପୂଜା ପାଉଛନ୍ତି ।

ଇତିହାସ[ସମ୍ପାଦନା]

ପତନ[ସମ୍ପାଦନା]

ଅମିର ଫତେ ଖାନ୍ ୧୬୪୭ ମସିହାରେ ଶ୍ରୀମନ୍ଦିର ଓ ବାଲି ନଅର ଉପରେ ଆକ୍ରମଣ କରିଥିଲା । ଗଜପତି ନରସିଂହ ଦେବଙ୍କ ମୁଣ୍ଡକାଟି ହତ୍ୟା କରିବା ପରେ ନଅରର ପତନ ଆରମ୍ଭ ହେଲା ।[୧]

ଆଧାର[ସମ୍ପାଦନା]

  1. [dharitri.com "ପୁରୀ ରାଜବାଟୀ ଧ୍ୱଂସ ହେବାର ଆଦ୍ୟ ଇତିହାସ"]. ଧରିତ୍ରୀ. ୧୦ / ୭ /୨୦୧୫. Retrieved 14 August 2015. {{cite news}}: Check |url= value (help); Check date values in: |date= (help)