Jump to content

ଶ୍ରୀନଅର

ଉଇକିପିଡ଼ିଆ‌ରୁ
(ଶ୍ରୀନଅର, ପୁରୀରୁ ଲେଉଟି ଆସିଛି)
ପୁରୀ ଶ୍ରୀନଅର

ଗଜପତି ମହାରାଜାଙ୍କର ରାଜଧାନୀ ପୁରୀ ବାହାରେ ଥିବାସ୍ଥଳେ ପୁରୀରେ ଏକ ରାଜବାଟି ଶ୍ରୀନହର ନାମରେ ଥିଲା ପୁରୀ ବାଲିସାହିରେ ଏହି ନଅର ଥିବାରୁ ଏହା 'ବାଲିନଅର' ନାମରେ ଜଣା ।


ନିର୍ମାଣ

[ସମ୍ପାଦନା]

ଏହି ନଅରରେ ଦେବୀ ଶ୍ୟମାକାଳୀ ଉପାସିତ ହେଉଥିଲେ । ଏହାର ଚାରି ଦ୍ୱାରରେ ଚାରି ଦେବୀ ବିଜେ କରିଥିଲେ । ଏହାର ପୂର୍ବଦ୍ୱାରରେ ସର୍ବମଙ୍ଗଳା ବିଜେ କରିଥିଲେ । ଶ୍ରୀନଅର ଧ୍ୱଂସ ହେଇଯିବା ପରେ ମଧ୍ୟ ଚାରି ଦ୍ୱାରରେ ଚାରି ଦେବୀ ଏବେବି ପୂଜା ପାଉଛନ୍ତି ।

ଇତିହାସ

[ସମ୍ପାଦନା]

ଅମିର ଫତେ ଖାନ୍ ୧୬୪୭ ମସିହାରେ ଶ୍ରୀମନ୍ଦିର ଓ ବାଲି ନଅର ଉପରେ ଆକ୍ରମଣ କରିଥିଲା । ଗଜପତି ନରସିଂହ ଦେବଙ୍କ ମୁଣ୍ଡକାଟି ହତ୍ୟା କରିବା ପରେ ନଅରର ପତନ ଆରମ୍ଭ ହେଲା ।[]

  1. [dharitri.com "ପୁରୀ ରାଜବାଟୀ ଧ୍ୱଂସ ହେବାର ଆଦ୍ୟ ଇତିହାସ"]. ଧରିତ୍ରୀ. ୧୦ / ୭ /୨୦୧୫. Retrieved 14 August 2015. {{cite news}}: Check |url= value (help); Check date values in: |date= (help)