ଶେଷ ବସନ୍ତର ଚିଠି
ଦେଖଣା
ଏହା ମନୋଜ ଦାସଙ୍କଦ୍ୱାରା[୧] ରଚିତ ଗଳ୍ପ ସଂକଳନ ।[୨] ଏହାର ପ୍ରକାଶନ କାଳ ୧୯୬୬ ।[୩]
ସଂକଳିତ ଗଳ୍ପ
[ସମ୍ପାଦନା]ଏଥିରେ ସଂକଳିତ ଗଳ୍ପ ଗୁଡ଼ିକ ହେଲା:
- ଏକ ଚୋରିର ବୃତ୍ତାନ୍ତ
- ବିଲେଇ
- ଅନ୍ତରଙ୍ଗ
- ସଉକ୍
- ଦୂର ନିର୍ଜନ ସୁର
- କୂଅ
- ଝଡ଼ର ଗତିପଥେ
- ଅତିକ୍ରାନ୍ତ
- ନିଜନପୁରରେ କେତୋଟି ସନ୍ଧ୍ୟା
- ତୃତୀୟ ପୁରୁଷ
- ମନୁଷ୍ୟ-ମର୍କଟ ସଂବାଦ
- ଅବଶିଷ୍ଟ ପୃଥିବୀ
- ଚଳନ୍ତା କାହାଣୀ
- ଅଦୃଷ୍ଟ ମୂହୁର୍ତ୍ତ
- ଶେଷ ବସନ୍ତର ଚିଠି
ଆଧାର
[ସମ୍ପାଦନା]- ↑ http://sahitya-akademi.gov.in/sahitya-akademi/library/meettheauthor/manoj_das.pdf
- ↑ Indian Literature. Sähitya Akademi. 1967.
- ↑ Nava Kishor Das (2012). Odisha. Seagull Books. ISBN 978-81-7046-293-4.
ବାହାର ଆଧାର
[ସମ୍ପାଦନା]- ମନୋଜ ସୃଜନୀ ସମଗ୍ର-ତୃତୀୟ ଖଣ୍ଡ. ଗ୍ରନ୍ଥମନ୍ଦିର. 2010.