ଶେରଘାଟି

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Sherghati (Gaya)
शेरघाटी
Saharghati
Sub-Divisional Town
Remains of the fort of the Kol rulers. One of the boundaries of the fort is visible in this picture.
Remains of the fort of the Kol rulers. One of the boundaries of the fort is visible in this picture.
ଦେଶ India
ରାଜ୍ୟBihar
ଜିଲ୍ଲାGaya
Elevation
121 m (397 ft)
Population
 (2011)[୧]
 • Total୪୦,୬୬୬
Time zoneUTC+5:30 (IST)

ଶେରଘାଟି ଏକ ଭାରତୀୟ ବିଜ୍ଞାପିତ ଅଞ୍ଚଳ (Notified area) ଅଟେ । ଏହା ବିହାରର ଗyଅ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ଶେରଘାଟି ୨୪.୫୫୯୭ ଉତ୍ତର ଅକ୍ଷାଂଶ ଓ ୮୪.୭୯୩୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଶେରଘାଟି ସହରର ମୋଟ ଜନସଂଖ୍ୟା ୩୨୩୫୮ ଅଟେ ।[୩] ସେଥି ମଧ୍ୟରୁ ୫୨.୬୧% ଜଣ ପରୁଷ ହୋଇଥିବା ବେଳେ ୪୭.୩୯% ଜଣ ନାରୀ ଅଟନ୍ତି । ଶେରଘାଟିର ସାକ୍ଷରତା ହାର ୫୫.୮୪% ଅଟେ । ଏହା ଜାତୀୟ ହାରଠାରୁ ୯.୦୦% ପ୍ରତିଶତ କମ ଅଟେ । ସେଥିରୁ ୩୨.୬୩% ପ୍ରତିଶତ ପୁରୁଷ ଓ ୨୩.୨୧% ନାରୀ ଅଟନ୍ତି । ୧୮.୭୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା[ସମ୍ପାଦନା]

ହିନ୍ଦୀ ଶେରଘାଟିର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Census of India Search details". censusindia.gov.in. Retrieved 10 May 2015.
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]