ଶୁକଦେବ ସାହୁ

ଉଇକିପିଡ଼ିଆ‌ରୁ

ଶୁକଦେବ ସାହୁ ଜଣେ ଓଡ଼ିଆ ଶିକ୍ଷକ ଓ ଲେଖକ।


ଶିକ୍ଷାବିତ୍ ତଥା ରାମଚଣ୍ଡୀ ହାଇସ୍କୁଲର ପ୍ରାକ୍ତନ ପ୍ରଧାନ ଶିକ୍ଷକ ସ୍ୱର୍ଗତ ଶୁକଦେବ ସାହୁ ତାଙ୍କ ଜୀବନକାଳ ମଧ୍ୟରେ ୩ଶହରୁ ଅଧିକ ବହି ଲେଖିଥିଲେ। ତାଙ୍କର ଏଭଳି ସାହିତ୍ୟ ସାଧନା ପାଇଁ ବିଭିନ୍ନ ସ୍ତରରେ ସେ ସମ୍ମାନୀତ ମଧ୍ୟ ହୋଇଥିଲେ। ...[୧]

ସେଇଥିପାଇଁ ଆଜି ମୋର ଲେଖା, 'ଗାଁ ମାଝି ଡାକେ ! କବିତା ଭବନ, କକେ. ଭା ୨୭୨୫୪. ଶୁକଦେବ ସାହୁ. Page 9. ଗାଁ ...

1 Jun 2021 — "ନବଜନ୍ମ" ୧୯୪୯ ମସିହାରେ ପ୍ରକାଶିତ ଓ ଶୁକଦେବ ସାହୁଙ୍କ ରଚିତ/ସଂକଳିତ ଏକ ଓଡ଼ିଆ ଉପନ୍ୟାସ ପୁସ୍ତକ । [୨]

  1. Das, Chitta Ranjan (2021-09-11). "ଶୁକଦେବ ସାହୁ ସ୍ମରଣୀକା ଲୋକାର୍ପଣ ଉତ୍ସବ". Odiapua.com (in ଆମେରିକୀୟ ଇଂରାଜୀ). Retrieved 2023-11-23.
  2. Sukadev Sahu Smurti Parisad/Utkal Prava/ପ୍ରଜ୍ଞା ପୁରୁଷ ଶୁକଦେବ/Odia Sahitya/Odia Kabita/ଶୁକଦେବ ସାହୁ।, retrieved 2023-11-23