ଶିଲା ଅହମଦ

ଉଇକିପିଡ଼ିଆ‌ରୁ
ଶିଲା ଅହମଦ
শীলা আহমেদ
ଜାତୀୟତାବଙ୍ଗଳାଦେଶୀ
ବୃତ୍ତିଅଭିନେତ୍ରୀ
ବୈବାହିକ-ସାଥୀଆସିଫ ନାଜରୁଲ
ପିତାମାତାs
  • ହୁମାୟୁନ ଅହମଦ (father)
  • ଗୁଲଟେକିନ୍ ଖାନ (mother)

ଶିଲା ଅହମଦ ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ବଙ୍ଗଳାଦେଶୀ କଥାଚିତ୍ର ଏବଂ ଦୂରଦର୍ଶନରେ ଅଭିନୟ କରନ୍ତି । ସେ ୧୯୯୪ ମସିହାରେ ଶିଶୁ କଳାକାର ଭାବରେ ଆଗୁନର୍ ପରଶମଣିରେ ଅଭିନୟ କରିଥିଲେ । ଏହି କଥାଚିତ୍ର ପାଇଁ ତାଙ୍କୁ ଶ୍ରେଷ୍ଠ ଶିଶୁ କଳାକାର ଭାବରେ ବାଂଲାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ମିଳିଥିଲା ।[୧]

ପ୍ରାରମ୍ଭିକ ଜୀବନ ଏବଂ ଅଭିନୟ ଜୀବନ[ସମ୍ପାଦନା]

ଶିଲା ଅହମଦଙ୍କ ବାପା ହୁମାୟୁନ ଅହମଦ ଯିଏକି ଜଣେ ଲେଖକ ଏବଂ ତାଙ୍କ ମାଆ ଗୁଲଟେକିନ୍ ଖାନ ।[୨][୩]

ସେ ପିଲାଦିନରୁ ଦୂରଦର୍ଶନରେ ଅଭିନୟ କରିବା ଆରମ୍ଭ କରିଥିଲେ । ସେ କୋଥାଓ କେଉ ନେଇ, ଆଜ୍ ରବିବାର ଏବଂ ନକୋଟ୍ରେର ରାତ ଭଳି ଲୋକପ୍ରିୟ ବଙ୍ଗଳାଦେଶୀ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଥିଲେ ।[୪][୫]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ସେ ପ୍ରଥମେ ତାଙ୍କର ଜଣେ ବନ୍ଧୁ ଆପୁଙ୍କୁ ବିବାହ କରିଥିଲେ ଏବଂ ପରେ, ତାଙ୍କର ଛାଡ଼ପତ୍ର ହୋଇଥିଲେ । ଛାଡ଼ପତ୍ର ପରେ ସେ ଢାକା ବିଶ୍ୱବିଦ୍ୟାଳୟରେ ଆଇନ ବିଭାଗର ପ୍ରଫେସର ଆସିଫ ନାଜରୁଲଙ୍କୁ ବିବାହ କରିଥିଲେ ।[୬]

ଅଭିନୀତ ଧାରାବାହିକ[ସମ୍ପାଦନା]

ନକୋଟ୍ରେର ରାତ ଧାରାବାହିକ ଭୂମିକା ମନ୍ତବ୍ୟ
୧୯୯୩-୧୯୯୪ କୋଥାଓ କେଉ ନେଇ ଶିଶୁ କଳାକାର (ଲୀନା)
୧୯୯୨ ପ୍ରିୟ ପଦରେଖା ଶିଶୁ କଳାକାର (ବିଲୁ)
୧୯୯୫ ଓଜା ବୋର୍ଡ଼ ଶିଶୁ କଳାକାର (ନୀଲା)
୧୯୯୫ ନିମ୍ ଫୁଲ୍ ଶିଶୁ କଳାକାର
୧୯୯୭ ନକୋଟ୍ରେର ରାତ ଶିଶୁ କଳାକାର (ପଲିନ୍)
୧୯୯୯ ଆଜ୍ ରବିବାର କିଶୋର (କୋଙ୍କା)
୨୦୦୨ କୁଆବନଗର କିଶୋର (ଖୁଆବ କନ୍ୟା)

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ ଦିଅନ୍ତୁ |
୧୯୯୪ ଆଗୁନର୍ ପରଶମଣି ଶିଶୁ କଳାକାର (ଅପଲା) [୭]

ଆଧାର[ସମ୍ପାଦନା]

  1. সেলুয়েডের ফিতায় বন্দী : হুমায়ূন আহমেদের অবিস্মরণীয় আটটি চলচ্চিত্র [Celluloid tape captured: Humayun's eight unforgettable films]. BD Today (Blog) (in Bengali). 3 August 2012. Archived from the original on 30 March 2014.
  2. হুমায়ূনের কবরে স্বজনেরা [Relatives of Humayun at Grave]. prothom-alo (in Bengali). August 24, 2012. Archived from the original on 2018-09-11. Retrieved 2022-11-09.
  3. দু’বান্ধবীর কল্পকাহিনী [Dubandhabira Fiction]. mtnews24.com (in Bengali).[permanent dead link]
  4. Ferdous, Fahmim (November 13, 2013). "He who told the best tales ..." The Daily Star. Archived from the original on March 4, 2016. Retrieved November 9, 2022.
  5. চলচ্চিত্রে হুমায়ূন আহমেদ [Humayun film]. manobkantha.com (in Bengali). Archived from the original on 2016-12-15. Retrieved 2022-11-09.
  6. আসিফ নজরুল ও হুমায়ূনকন্যা শীলার বিয়ে [Asif Nazrul Islam and married Shila Humayun]. banglamail24.com (in Bengali). December 25, 2013. Archived from the original on December 28, 2013.
  7. সেলুয়েডের ফিতায় বন্দী : হুমায়ূন আহমেদের অবিস্মরণীয় আটটি চলচ্চিত্র [Seluyedera tape captured: Humayun eight unforgettable film]. BD Today (Blog) (in Bengali). 3 August 2012. Archived from the original on 30 March 2014.

ବାହାର ଆଧାର[ସମ୍ପାଦନା]