ଶିଲା ଅହମଦ
ଦେଖଣା
ଶିଲା ଅହମଦ | |
---|---|
শীলা আহমেদ | |
ଜାତୀୟତା | ବଙ୍ଗଳାଦେଶୀ |
ବୃତ୍ତି | ଅଭିନେତ୍ରୀ |
ବୈବାହିକ-ସାଥୀ | ଆସିଫ ନାଜରୁଲ |
ପିତାମାତା |
|
ଶିଲା ଅହମଦ ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ବଙ୍ଗଳାଦେଶୀ କଥାଚିତ୍ର ଏବଂ ଦୂରଦର୍ଶନରେ ଅଭିନୟ କରନ୍ତି । ସେ ୧୯୯୪ ମସିହାରେ ଶିଶୁ କଳାକାର ଭାବରେ ଆଗୁନର୍ ପରଶମଣିରେ ଅଭିନୟ କରିଥିଲେ । ଏହି କଥାଚିତ୍ର ପାଇଁ ତାଙ୍କୁ ଶ୍ରେଷ୍ଠ ଶିଶୁ କଳାକାର ଭାବରେ ବାଂଲାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ମିଳିଥିଲା ।[୧]
ପ୍ରାରମ୍ଭିକ ଜୀବନ ଏବଂ ଅଭିନୟ ଜୀବନ
[ସମ୍ପାଦନା]ଶିଲା ଅହମଦଙ୍କ ବାପା ହୁମାୟୁନ ଅହମଦ ଯିଏକି ଜଣେ ଲେଖକ ଏବଂ ତାଙ୍କ ମାଆ ଗୁଲଟେକିନ୍ ଖାନ ।[୨][୩]
ସେ ପିଲାଦିନରୁ ଦୂରଦର୍ଶନରେ ଅଭିନୟ କରିବା ଆରମ୍ଭ କରିଥିଲେ । ସେ କୋଥାଓ କେଉ ନେଇ, ଆଜ୍ ରବିବାର ଏବଂ ନକୋଟ୍ରେର ରାତ ଭଳି ଲୋକପ୍ରିୟ ବଙ୍ଗଳାଦେଶୀ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଥିଲେ ।[୪][୫]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ସେ ପ୍ରଥମେ ତାଙ୍କର ଜଣେ ବନ୍ଧୁ ଆପୁଙ୍କୁ ବିବାହ କରିଥିଲେ ଏବଂ ପରେ, ତାଙ୍କର ଛାଡ଼ପତ୍ର ହୋଇଥିଲେ । ଛାଡ଼ପତ୍ର ପରେ ସେ ଢାକା ବିଶ୍ୱବିଦ୍ୟାଳୟରେ ଆଇନ ବିଭାଗର ପ୍ରଫେସର ଆସିଫ ନାଜରୁଲଙ୍କୁ ବିବାହ କରିଥିଲେ ।[୬]
ଅଭିନୀତ ଧାରାବାହିକ
[ସମ୍ପାଦନା]ନକୋଟ୍ରେର ରାତ | ଧାରାବାହିକ | ଭୂମିକା | ମନ୍ତବ୍ୟ |
---|---|---|---|
୧୯୯୩-୧୯୯୪ | କୋଥାଓ କେଉ ନେଇ | ଶିଶୁ କଳାକାର (ଲୀନା) | |
୧୯୯୨ | ପ୍ରିୟ ପଦରେଖା | ଶିଶୁ କଳାକାର (ବିଲୁ) | |
୧୯୯୫ | ଓଜା ବୋର୍ଡ଼ | ଶିଶୁ କଳାକାର (ନୀଲା) | |
୧୯୯୫ | ନିମ୍ ଫୁଲ୍ | ଶିଶୁ କଳାକାର | |
୧୯୯୭ | ନକୋଟ୍ରେର ରାତ | ଶିଶୁ କଳାକାର (ପଲିନ୍) | |
୧୯୯୯ | ଆଜ୍ ରବିବାର | କିଶୋର (କୋଙ୍କା) | |
୨୦୦୨ | କୁଆବନଗର | କିଶୋର (ଖୁଆବ କନ୍ୟା) |
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | କଥାଚିତ୍ର | ଭୂମିକା | ମନ୍ତବ୍ୟ ଦିଅନ୍ତୁ | |
---|---|---|---|
୧୯୯୪ | ଆଗୁନର୍ ପରଶମଣି | ଶିଶୁ କଳାକାର (ଅପଲା) | [୭] |
ଆଧାର
[ସମ୍ପାଦନା]- ↑ সেলুয়েডের ফিতায় বন্দী : হুমায়ূন আহমেদের অবিস্মরণীয় আটটি চলচ্চিত্র [Celluloid tape captured: Humayun's eight unforgettable films]. BD Today (Blog) (in Bengali). 3 August 2012. Archived from the original on 30 March 2014.
- ↑ হুমায়ূনের কবরে স্বজনেরা [Relatives of Humayun at Grave]. prothom-alo (in Bengali). August 24, 2012. Archived from the original on 2018-09-11. Retrieved 2022-11-09.
- ↑ দু’বান্ধবীর কল্পকাহিনী [Dubandhabira Fiction]. mtnews24.com (in Bengali).[permanent dead link]
- ↑ Ferdous, Fahmim (November 13, 2013). "He who told the best tales ..." The Daily Star. Archived from the original on March 4, 2016. Retrieved November 9, 2022.
- ↑ চলচ্চিত্রে হুমায়ূন আহমেদ [Humayun film]. manobkantha.com (in Bengali). Archived from the original on 2016-12-15. Retrieved 2022-11-09.
- ↑ আসিফ নজরুল ও হুমায়ূনকন্যা শীলার বিয়ে [Asif Nazrul Islam and married Shila Humayun]. banglamail24.com (in Bengali). December 25, 2013. Archived from the original on December 28, 2013.
- ↑ সেলুয়েডের ফিতায় বন্দী : হুমায়ূন আহমেদের অবিস্মরণীয় আটটি চলচ্চিত্র [Seluyedera tape captured: Humayun eight unforgettable film]. BD Today (Blog) (in Bengali). 3 August 2012. Archived from the original on 30 March 2014.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଶିଲା ଅହମଦ