Jump to content

ଶିବକାଶୀ

ଉଇକିପିଡ଼ିଆ‌ରୁ
Sivakasi
Town
Image of town around a temple tower
Image of town around the tower of Badrakali Amman Temple
Country India
StateTamil Nadu
DistrictVirudhunagar
Government
  TypeSpecial Grade Municipality
  BodySivakasi Municipality
Area
  ସମୁଦାୟ6.8 km2 (2.6 sq mi)
Elevation
101 m (331 ft)
Population
 (2011)
୭୧,୦୪୦[]
Languages
  OfficialTamil
Time zoneUTC+5:30 (IST)
PIN
626123
Telephone code04562
ଯାନବାହାନ ପଞ୍ଚୀକରଣTN 84
Websitemunicipality.tn.gov.in/sivakasi/
For the film, see Sivakasi (film).


ଶିବକାଶୀ ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ତାମିଲନାଡୁର ବିରୁଧୁ‌‌ନଗର ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି

[ସମ୍ପାଦନା]

ଶିବକାଶୀ ୯.୪୪୯୦ ଉତ୍ତର ଅକ୍ଷାଂଶ ଓ ୭୭.୭୯୯୨ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୩୧୪ ଫୁଟ ଉଚ୍ଚତାରେ ରହିଛି ।[]

ଜନସଂଖ୍ୟା ଓ ସାକ୍ଷରତା

[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଶିବକାଶୀ ସହରର ମୋଟ ଜନସଂଖ୍ୟା ୭୨୧୭୦ ଅଟେ ।[] ସେଥି ମଧ୍ୟରୁ ୫୦.୩୭% ଜଣ ପରୁଷ ହୋଇଥିବା ବେଳେ ୪୯.୬୩% ଜଣ ନାରୀ ଅଟନ୍ତି । ଶିବକାଶୀର ସାକ୍ଷରତା ହାର ୭୬.୯୮% ଅଟେ । ଏହା ଜାତୀୟ ହାରଠାରୁ -୧୨.୧୪% ପ୍ରତିଶତ କମ ଅଟେ । ସେଥିରୁ ୪୧.୩୭% ପ୍ରତିଶତ ପୁରୁଷ ଓ ୩୫.୬୦% ନାରୀ ଅଟନ୍ତି । ୧୦.୮୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[]

ତାମିଲ ଶିବକାଶୀର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ

[ସମ୍ପାଦନା]
  1. "Census India".
  2. "Directory of Cities, Towns, and Regions in India". Archived from the original on 24 September 2015. Retrieved 27 September 2015.
  3. 1 2 "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ

[ସମ୍ପାଦନା]