ଶାନ୍ତି ଏକ୍ସପ୍ରେସ
ଶାନ୍ତି ଏକ୍ସପ୍ରେସ , ଭାରତୀୟ ରେଳବାଇର ଏକ ଦୈନିକ ଟ୍ରେନ ଯାହା ପଶ୍ଚିମ ରେଳବାଇ ତରଫରୁ ଚଳାଚଳ କରିଥାଏ । ଏହା ମଧ୍ୟପ୍ରଦେଶର ଇନ୍ଦୋର ସହରର ଇନ୍ଦୋର ଜଙ୍କସନଠାରୁ ଗୁଜରାଟର ରାଜଧାନୀ ଗାନ୍ଧୀନଗର ପର୍ଯ୍ୟନ୍ତ ଚଳାଚଳ କରେ । ମହାତ୍ମା ଗାନ୍ଧୀଙ୍କ ବାରତା 'ଶାନ୍ତି " ଅନୁସାରେ ଏହାକୁ ଶାନ୍ତି ଏକ୍ସପ୍ରେସ କୁହାଯାଏ ।


ଯାତ୍ରାପଥ ଓ ରହଣି [ସମ୍ପାଦନା]
ଯାତ୍ରାପଥରେ ଏହି ଟ୍ରେନ ଉଜ୍ଜୈନ , ରତଲାମ ଓ ଅହମଦାବାଦ ଜଙ୍କସନ ସମୂହ ଦେଇ ଯାଇଥାଏ । ଟ୍ରେନଟି ଇନ୍ଦୋର , ଦେବାସ , ରତଲାମ , ଆନନ୍ଦ , ସାବରମତି ଆଦି ଷ୍ଟେସନରେ ରହଣି କରେ ।
କୋଚ ସମୂହ [ସମ୍ପାଦନା]
ଏହି ଟ୍ରେନରେ AC ସମେତ ସମୁଦାଯ 18ଟି ବଗି ରହିଥାଏ ।
ଗତି [ସମ୍ପାଦନା]
ଏହା ଦୈନିକ ଯାତାୟତ କରିଥାଏ ଓ ଏହାର ହାରାହାରି ବେଗ 50 କିଲୋମିଟର ଘଣ୍ଟା ପ୍ରତି । ଇନ୍ଦୋରରୁ ଅହମଦାବାଦକୁ ଏହା ଏକମାତ୍ର ସିଧାସଳଖ ସଂଯୋଗକାରୀ ଟ୍ରେନ ।
ପୁନଶ୍ଚ ଦେଖଣା [ସମ୍ପାଦନା]
- Ahilyanagari Express
- Avantika Express
- Bhopal - Indore Intercity Express
- Bhopal - Gwalior Intercity Express
- Bhopal - Bilaspur Express
- Bhopal Express
- Bhopal Shatabdi
- Malwa Express
ଆଧାର [ସମ୍ପାଦନା]
- District Administration Indore Archived 2019-07-24 at the Wayback Machine.