ଶାନ୍ତି ଏକ୍ସପ୍ରେସ
ଦେଖଣା
ଶାନ୍ତି ଏକ୍ସପ୍ରେସ , ଭାରତୀୟ ରେଳବାଇର ଏକ ଦୈନିକ ଟ୍ରେନ ଯାହା ପଶ୍ଚିମ ରେଳବାଇ ତରଫରୁ ଚଳାଚଳ କରିଥାଏ । ଏହା ମଧ୍ୟପ୍ରଦେଶର ଇନ୍ଦୋର ସହରର ଇନ୍ଦୋର ଜଙ୍କସନଠାରୁ ଗୁଜରାଟର ରାଜଧାନୀ ଗାନ୍ଧୀନଗର ପର୍ଯ୍ୟନ୍ତ ଚଳାଚଳ କରେ । ମହାତ୍ମା ଗାନ୍ଧୀଙ୍କ ବାରତା 'ଶାନ୍ତି " ଅନୁସାରେ ଏହାକୁ ଶାନ୍ତି ଏକ୍ସପ୍ରେସ କୁହାଯାଏ ।
ଯାତ୍ରାପଥ ଓ ରହଣି
[ସମ୍ପାଦନା]ଯାତ୍ରାପଥରେ ଏହି ଟ୍ରେନ ଉଜ୍ଜୈନ , ରତଲାମ ଓ ଅହମଦାବାଦ ଜଙ୍କସନ ସମୂହ ଦେଇ ଯାଇଥାଏ । ଟ୍ରେନଟି ଇନ୍ଦୋର , ଦେବାସ , ରତଲାମ , ଆନନ୍ଦ , ସାବରମତି ଆଦି ଷ୍ଟେସନରେ ରହଣି କରେ ।
କୋଚ ସମୂହ
[ସମ୍ପାଦନା]ଏହି ଟ୍ରେନରେ AC ସମେତ ସମୁଦାଯ 18ଟି ବଗି ରହିଥାଏ ।
ଗତି
[ସମ୍ପାଦନା]ଏହା ଦୈନିକ ଯାତାୟତ କରିଥାଏ ଓ ଏହାର ହାରାହାରି ବେଗ 50 କିଲୋମିଟର ଘଣ୍ଟା ପ୍ରତି । ଇନ୍ଦୋରରୁ ଅହମଦାବାଦକୁ ଏହା ଏକମାତ୍ର ସିଧାସଳଖ ସଂଯୋଗକାରୀ ଟ୍ରେନ ।
ପୁନଶ୍ଚ ଦେଖଣା
[ସମ୍ପାଦନା]- Ahilyanagari Express
- Avantika Express
- Bhopal - Indore Intercity Express
- Bhopal - Gwalior Intercity Express
- Bhopal - Bilaspur Express
- Bhopal Express
- Bhopal Shatabdi
- Malwa Express
ଆଧାର
[ସମ୍ପାଦନା]- District Administration Indore Archived 2019-07-24 at the Wayback Machine.