ଶହିଦ ସ୍ମୃତି , ପାଟଣା

ଉଇକିପିଡ଼ିଆ‌ରୁ
ଶହିଦ ସ୍ମୃତି
India
Martyr's Memorial
Martyr's Memorial
Used for those deceased
EstablishedAugust 15, 1947
Location25°36′28.77″N 85°10′03.06″E / 25.6079917°N 85.1675167°E / 25.6079917; 85.1675167
near Patna, Bihar, India
Designed byDeviprasad Roychoudhury
Total commemorated
Seven brave young men
Burials by nation
Burials by war
To the Seven brave young men who sacrificed their lives in the Quit India movement, while attempting to hoist the national flag.
Statistics source: Official site of Patna

ଶହିଦ ସ୍ମାରକୀ , ଭାରତୀୟ ରାଜ୍ୟ ବିହାରରେ ଅବସ୍ଥିତ । ଏଠାରେ ଭାରତ ଛାଡ଼ ଆନ୍ଦୋଳନ ( ଅଗଷ୍ଟ 1942 )ରେ ସେକ୍ରେଟାରିୟଟ ଭାବନା ଉପରେ ଜାତୀୟ ପତାକା ଉତ୍ତୋଳନ କରିବାକୁ ଗଲା ବେଳେ ବ୍ରିଟିଶ ସେନାଙ୍କ ହାତରେ ପ୍ରାଣବଳି ଦେଇଥିବା 7 ଜଣ ଯୁବକଙ୍କ ପ୍ରତିମୂର୍ତି ସ୍ଥାପିତ ହୋଇଛି । ଏହି ସ୍ମାରକୀର ଭିତ୍ତିପ୍ରସ୍ଥର ବିହାରର ତତ୍କାଳୀନ ରାଜ୍ୟପାଳ ଜୟରାମ ଦାସ ଦଉଲତରାମଙ୍କଦ୍ୱାରା ଅଗଷ୍ଟ 15 , 1947ରେ ସ୍ୱାଧୀନତା ଉତ୍ସବ ଅବସରରେ ଦିଆ ଯାଇଥିଲା । ସ୍ଥାପତ୍ୟ ଦେବିପ୍ରସାଦ ରାୟଚୌଧୁରୀଙ୍କଦ୍ୱାରା ନିର୍ମିତ ବ୍ରୋଞ୍ଜ ମୂର୍ତିଗୁଡ଼ିକ ଇଟାଲୀରେ ଛାଞ୍ଚଦ୍ୱାରା ନିର୍ମିତ ହୋଇ ସେଠାରେ ସ୍ଥାପନ କରାଯାଇଥିଲା । [୧]

ବର୍ତ୍ତମାନ ପାଟଣାର ସେକ୍ରେଟରିଆଟ ଭାବନା ସାମ୍ନାରେ ଏହା ରହିଛି । .[୨][୩]

ପ୍ରଚ୍ଛଦ ଓ ନାମ [ସମ୍ପାଦନା]

ଭାରତ ଛାଡ଼ ଆନ୍ଦୋଳନ ବେଳେ ଗାନ୍ଧୀବାଦୀ ନେତା ଡାଃ ଅନୁଗ୍ରହ ନାରାୟଣ ଜାତୀୟ ପତାକା ଉଡେଇବାକୁ ଚେଷ୍ଟା କଳା ବେଳେ ବ୍ରିଟିଶମାନଙ୍କଦ୍ୱାରା ଗିରଫ ହେଇଥିଲେ ।  [୪] ସେହି ସମୟରେ 7 ଜଣ ଯୁବ ଛତ୍ର ଜାତୀୟ ପତାକାକୁ ଉଡେଇବା ପାଇଁ ବଦ୍ଧ ପରିକର ହେଇ ବ୍ରିଟିଶ ମାନଙ୍କ କର୍ଜୟାଳୟ ଉପରେ ତାହାକୁ ଲଗେଇବାକୁ ଗଲା ବେଳେ ସେମାନଙ୍କୁ ହତ୍ୟା କରା ଯାଇଥିଲା । 

  • ଉମାକାନ୍ତ ପ୍ରସାଦ ସିଂହ  - Ram Mohan Roy Seminary,class IX, Narendrapur, Saran
  • ରାମାନନ୍ଦ ସିଂହ  - Ram Mohan Roy Seminary, class IX, Sahadat Nagar (at present Dhanarua), Patna
  • ସତୀଶ ପ୍ରସାଦ ଝା - Patna Collegiate School, class X, Khadahara, Bhagalpur
  • ଜଗପତି କୁମାର  - Bihar National College, 2nd year, Kharati, Aurangabad
  • ଦେବିପଦ ଚୌଧୁରୀ  - Miller High English School, class IX, Silhat, Jamalpur
  • ରାଜେନ୍ଦ୍ର ସିଂହ  - Patna High English School, matric class, Banwari Chak, Saran
  • ରାମଗୋବିନ୍ଦ ସିଂହ  - Punpun High English School, matric class IX, Dasharatha, Patna

ପୁନଶ୍ଚ ଦେଖାଣ [ସମ୍ପାଦନା]

ଆଧାର [ସମ୍ପାଦନା]

  1. "ଆର୍କାଇଭ୍ କପି". Archived from the original on 2008-05-12. Retrieved 2016-12-13. {{cite web}}: Cite has empty unknown parameter: |1= (help)
  2. http://www.mapsofindia.com/patna/places-of-interest/shaheed-smarak.html
  3. Lucent's Bihar General Knowledge, Lucent Publication, Page No- 76
  4. http://vidyasagar1995.blogspot.in/2014/08/11.html

ବାହାର ଲିଙ୍କ [ସମ୍ପାଦନା]