Jump to content

ଶମ୍ଭୁ ମିତ୍ର

ଉଇକିପିଡ଼ିଆ‌ରୁ

ଶମ୍ଭୁ ମିତ୍ର (୨୨ ଅଗଷ୍ଟ ୧୯୧୫–୧୯ ମଇ ୧୯୯୭) ଜଣେ ଭାରତୀୟ ବଙ୍ଗଳା-ଭାଷୀ ନାଟ୍ୟକାର, ଅଭିନେତା, ତଥା ନିର୍ଦ୍ଦେଶକ ଥିଲେ । ସେ ୧୯୪୮ ମସିହାରେ କଲିକତାରେ ବହୁରୂପୀ ନାମକ ନାଟକ ମଣ୍ଡଳୀ ଆରମ୍ଭ କରିଥିଲେ ଯାହା ଆନୁକୂଲ୍ୟରେ ପଥିକ, ରକ୍ତ କରବୀ, ଓ ବିସର୍ଜନ ଆଦି ନାଟକ ଅଭିନୀତ ହୋଇଥିଲା । ସେ ଧରତି କେ ଲାଲ (୧୯୪୬) ସମେତ ସତରଟି କଥାଚିତ୍ରରେ ଅଭିନୟ କରିଛନ୍ତି ।[][]

  1. Gosvāmī, Āśisa (2020). Śatabarshe Śambhu Mitra (in Bengali). Kabi Prakāśanī. ISBN 978-984-94411-4-4.
  2. Rajdeep, Konar (2022-11-24). To Stage or Not to Stage Tagore: Performing Tagore's Plays (in ଇଂରାଜୀ). Taylor & Francis. ISBN 978-1-000-79981-1.