ଶମ୍ଭୁନାଥ ମନ୍ଦିର

Coordinates: 26°37′45″N 86°41′09″E / 26.6291°N 86.6858°E / 26.6291; 86.6858
ଉଇକିପିଡ଼ିଆ‌ରୁ
ଶମ୍ଭୁନାଥ ମନ୍ଦିର
ସମ୍ଭୁନାଥର ଶିବଲିଙ୍ଗ
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictSaptari
ଦେବାଦେବୀଶିବ
FestivalsBaishakh Purnima and Bada Dashain
Location
ସ୍ଥାନShambhunath
StateProvince-2
Countryନେପାଳ
ଶମ୍ଭୁନାଥ ମନ୍ଦିର is located in Nepal
ଶମ୍ଭୁନାଥ ମନ୍ଦିର
Shambhunath Temple in Nepal
ଭୌଗଳିକ ଅବସ୍ଥିତି26°37′45″N 86°41′09″E / 26.6291°N 86.6858°E / 26.6291; 86.6858
Architecture
Completed1996
Specifications
Temple(s)1
Elevation78 m (256 ft)

ଶମ୍ଭୁନାଥ ମନ୍ଦିର (ନେପାଳୀ ଭାଷା: शम्भुनाथ मन्दिर) ପୂର୍ବ ନେପାଳରେ ଥିବା ଏକ ହିନ୍ଦୁ ମନ୍ଦିର । ଏଠାରେ ଶିବଙ୍କୁ ପୂଜା କରାଯାଏ । ଏଠାରେ ବୈଶାଖ ମାସରେ ୧ ମାସ ଧରି ଏକ ମେଳା ହୁଏ ଯେଉଁଠାକୁ ନେପାଳ ଓ ଭାରତର ତୀର୍ଥଯାତ୍ରୀମାନେ ଆସି ସମବେତ ହୁଅନ୍ତି ।[୧] ଏହା ମହେନ୍ଦ୍ର ହାଇୱ୍ୟେର ଶମ୍ଭୁନାଥ ସେକସନରୁ ପ୍ରାୟ ୫୦୦ ମାଇଲ ଦୂରରେ ଅବସ୍ଥିର ।

ଇତିହାସ[ସମ୍ପାଦନା]

ଚନ୍ଦ୍ରଭୋଗା ଗଢିରେ ଏହି ଶିବଲିଙ୍ଗ ମଳିଥିଲେ ଓ ସେହି ସ୍ଥାନରେ ହିଁ ତାଙ୍କୁ ରଖାଯାଇଛି ।[୨][୩] ସେହି ମନ୍ଦିରଟି ୧୯୯୬ ମସିହାରେ ପୁନର୍ଗଠିତ ହୋଇଥିଲା । ମନ୍ଦିରର ପଶ୍ଚିମ ପାଖରେ ପୂର୍ବତନ ମନ୍ଦିରର ଭଗ୍ନାବଶେଷ ଦେଖିବାକୁ ମିଳେ ।[୨]

ତୀର୍ଥଯାତ୍ରୀ[ସମ୍ପାଦନା]

ଶିବଲିଙ୍ଗ ପୂଜା କରିବା ପାଇଁ ନେପାଳ, ଭାରତ ଓ ଅନ୍ୟାନ୍ୟ ଦେଶମାନଙ୍କରୁ ଶମ୍ଭୁନାଥ ମନ୍ଦିରକୁ ଆସନ୍ତି । ବୈଶାଖ ଓ ଦଶଇନ ପର୍ବ ପର୍ବାଣିରେ ବହୁତ ଅଧିକ ଭକ୍ତ ଏଠାକୁ ପୂଜା କରିବାକୁ ଯାଆନ୍ତି ।[୪]

ଆଧାର[ସମ୍ପାଦନା]

  1. "अन्नत चतुदर्शीमा महादेव मन्दिरमा जल चढाउँन श्रद्धालुहरुको घुईचो". Madhesh Special. Archived from the original on 2016-10-23. Retrieved 2022-09-12.
  2. ୨.୦ ୨.୧ Dāsa, Harikāntalāla (2003). Saptarī Jillākā pramukha sāṃskr̥tika sthalaharu : eka adhyayana : laghuanusandhānakārya (1. saṃskaraṇa. ed.). Kāṭhamāḍauṃ: Nepāla Rājakīya Prajñā-Pratishṭhāna. p. 120. ISBN 9789993350569.
  3. Vibhāga, Nepal Sūcanā (1975). Mecīdekhi mahākālī (in ନେପାଳୀ). Śrī 5 ko Sarakāra Sañcāra Mantrālaya, Sūcanā Vibhāga.
  4. "Former king gyanendra arrives in Saptari". Sambad Media. Archived from the original on 4 March 2016. Retrieved 10 June 2015.