ଲୋପାମୁଦ୍ରା ମିତ୍ର

ଉଇକିପିଡ଼ିଆ‌ରୁ
ଲୋପାମୁଦ୍ରା ମିତ୍ର ସରକାର
ଲୋପାମୁଦ୍ରା ମିତ୍ର
Background information
ଜନ୍ମସ୍ଥାନକଲିକତା, ପଶ୍ଚିମ ବଙ୍ଗ, ଭାରତ
ଶୈଳୀଜୀବନମୁଖି, ଆଧୁନିକ, ରବୀନ୍ଦ୍ର ସଙ୍ଗୀତ
ପେଷାକଣ୍ଠଶିଳ୍ପୀ
କାର୍ଯ୍ୟକାଳ୧୯୯୬–ଏବେଯାଏଁ
ୱେବସାଇଟwww.lopamudramitra.com
ବୈବାହିକ-ସାଥୀ
(m. ୨୦୦୧)

ଲୋପାମୁଦ୍ରା ମିତ୍ର ଜଣେ ବଙ୍ଗାଳୀ କଣ୍ଠଶିଳ୍ପୀ । ସେ ଜୀବନମୁଖି, ଆଧୁନିକ ସହିତ ରବୀନ୍ଦ୍ର ସଙ୍ଗୀତ ଆଦି ଗାଇଥାନ୍ତି ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଲୋପାମୁଦ୍ରା ପଶ୍ଚିମ ବଙ୍ଗର କଲିକତାଠାରେ ଜନ୍ମଗ୍ରହଣ କରିଥିଲେ । ସେ କଲିକତା ବିଶ୍ୱ ବିଦ୍ୟାଳୟ ଅଧିନରେ ଥିବା ବାସନ୍ତୀ ଦେବୀ କଲେଜରେ ପାଠ ପଢ଼ିଥିଲେ ।

ଗାଇଥିବା ଗୀତର ତାଲିକା[ସମ୍ପାଦନା]

ଆଧୁନିକ ଗୀତ

  • ଅନ୍ୟ ହାୱା (୧୯୯୬)
  • ଅନ୍ୟ ହାୱା ଅନ୍ୟ ଗାଁ (୧୯୯୯)
  • ସଙ୍କୋତା ଦୁଲଚେ (୧୯୯୯)
  • ଭାଲୋବାସତେୟ ବୋଲୋ (୨୦୦୦)
  • ଡାକ୍‌ଚି ଅକାଶ (୨୦୦୧)
  • କବିତା ଥେକେ ଗାଁ (୨୦୦୨)
  • ଏଇ ଅବେଲୟ (୨୦୦୩)
  • ଏ ଘର ତୋଖୋନ (୨୦୦୩)
  • ପ୍ରାଣ ଖୋଲା ଗାଁ (୨୦୦୩)
  • ଝୋର ହୋତେ ପାରି (୨୦୦୪)
  • ଏକ ଟକ୍ରୋ ରୋଡ୍ (୨୦୦୫)
  • ଏମନ ହାୟ (୨୦୦୬)
  • ଛତା ଧର[୧] (୨୦୦୭)
  • ପୋ ଏ ପୋରା ଫୋ ଏ ଫେଲ୍ (୨୦୦୮)
  • ଗାଲଫୁଲୁନି ଖୁକୁମୋନି (୨୦୦୯)
  • ମନଫକିର (୨୦୧୧)
  • ବନ୍ଦେ ମାତରମ୍ (୨୦୧୪)

ରବୀନ୍ଦ୍ର ସଙ୍ଗୀତ

  • ବିଶ୍ମୟେ (୨୦୦୪)
  • କଥା ଶେଷେ
  • ଓ ମୋର ଦରଦିୟା
  • ମନେ ରଖ (୨୦୦୬)[୨]
  • ଆନନ୍ଦ (୨୦୦୯)
  • କ୍ଷମା କର ପ୍ରଭୁ (୨୦୧୫)

ଦ୍ୱେତ ସଙ୍ଗୀତ

  • ନୂତନ ଗାଁର ନୂତନ ବାଆ (୧୯୯୭) (କବୀର ସୁମନଙ୍କ ସହିତ)
  • ଭିତର ଘରେ ବୃଷ୍ଟି (୧୯୯୮) (କବୀର ସୁମନଙ୍କ ସହିତ)
  • ଗାଁବେଳା (୨୦୦୪) (ଶ୍ରୀକାନ୍ତ ଆଚାର୍ଯ୍ୟଙ୍କ ସହିତ)
  • ସୁରେର ଦଶର (ଶ୍ରୀକାନ୍ତ ଆଚାର୍ଯ୍ୟଙ୍କ ସହିତ)
  • ଶାପମୋଚନ (ଶ୍ରୀକାନ୍ତ ଆଚାର୍ଯ୍ୟ ଏବଂ ଅନ୍ୟମାନଙ୍କ ସହିତ)

ପୁରସ୍କାର[ସମ୍ପାଦନା]

ସେ ତାଙ୍କର ଗାୟନ ଶୈଳୀ ଏବଂ ଶାସ୍ତ୍ରୀୟ ସ୍ୱର ପାଇଁ ଅନେକ ପୁରସ୍କାର ପାରିଛନ୍ତି ।[୩]

  • ସଙ୍ଗୀତ ଜୀବନରେ ୧୦ ବର୍ଷ ପୂର୍ତ୍ତି ପାଇଁ ଏଚ୍ଏମ୍‌ଭିଦ୍ୱାରା ଗୋଲ୍ଡ ଡିକ୍ସ ଆୱାର୍ଡ଼
  • ବେଙ୍ଗଲ ଫିଲ୍ମ ଜର୍ଣ୍ଣଲିଷ୍ଟସ୍ ଆସୋସିଏସନ୍ - ଶ୍ରେଷ୍ଠ ମହିଳା ପ୍ରଚ୍ଛଦପଟ ଗାୟିକା (ସେଦିନ ଚୈତ୍ରମାସ ପାଇଁ)
  • ଆନନ୍ଦବଜାର ପତ୍ରିକା ସମ୍ମାନ, ୨୦୦୧ - ଶ୍ରେଷ୍ଠ କଣ୍ଠଶିଳ୍ପୀ ଏବଂ ଶ୍ରେଷ୍ଠ ଆଲବମ୍ (ଭାଲୋବାସତେୟ ବୋଲୋ ପାଇଁ)
  • ଷ୍ଟାର୍ ଜଲ୍‌ସା ଆୱାର୍ଡ଼, ୨୦୧୧ - ଶ୍ରେଷ୍ଠ କଣ୍ଠଶିଳ୍ପୀ

ଆଧାର[ସମ୍ପାଦନା]

  1. Chakraborty, Saionee (2 October 2007). "Root route". The Telegraph. Calcutta, India. Archived from the original on 26 May 2011.
  2. "Music review Mone Rekho". The Telegraph (Calcutta). Calcutta, India. 4 August 2006. Archived from the original on 25 August 2006. Retrieved 10 October 2012.
  3. "Lopamudra Mitra Website". Archived from the original on 13 July 2011. Retrieved 5 October 2011.