ଲୋପାମୁଦ୍ରା ମିତ୍ର
Appearance
ଲୋପାମୁଦ୍ରା ମିତ୍ର ସରକାର | |
---|---|
Background information | |
ଜନ୍ମସ୍ଥାନ | କଲିକତା, ପଶ୍ଚିମ ବଙ୍ଗ, ଭାରତ |
ଶୈଳୀ | ଜୀବନମୁଖି, ଆଧୁନିକ, ରବୀନ୍ଦ୍ର ସଙ୍ଗୀତ |
ପେଷା | କଣ୍ଠଶିଳ୍ପୀ |
କାର୍ଯ୍ୟକାଳ | ୧୯୯୬–ଏବେଯାଏଁ |
ୱେବସାଇଟ | www |
ବୈବାହିକ-ସାଥୀ |
ଲୋପାମୁଦ୍ରା ମିତ୍ର ଜଣେ ବଙ୍ଗାଳୀ କଣ୍ଠଶିଳ୍ପୀ । ସେ ଜୀବନମୁଖି, ଆଧୁନିକ ସହିତ ରବୀନ୍ଦ୍ର ସଙ୍ଗୀତ ଆଦି ଗାଇଥାନ୍ତି ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଲୋପାମୁଦ୍ରା ପଶ୍ଚିମ ବଙ୍ଗର କଲିକତାଠାରେ ଜନ୍ମଗ୍ରହଣ କରିଥିଲେ । ସେ କଲିକତା ବିଶ୍ୱ ବିଦ୍ୟାଳୟ ଅଧିନରେ ଥିବା ବାସନ୍ତୀ ଦେବୀ କଲେଜରେ ପାଠ ପଢ଼ିଥିଲେ ।
ଗାଇଥିବା ଗୀତର ତାଲିକା
[ସମ୍ପାଦନା]ଆଧୁନିକ ଗୀତ
- ଅନ୍ୟ ହାୱା (୧୯୯୬)
- ଅନ୍ୟ ହାୱା ଅନ୍ୟ ଗାଁ (୧୯୯୯)
- ସଙ୍କୋତା ଦୁଲଚେ (୧୯୯୯)
- ଭାଲୋବାସତେୟ ବୋଲୋ (୨୦୦୦)
- ଡାକ୍ଚି ଅକାଶ (୨୦୦୧)
- କବିତା ଥେକେ ଗାଁ (୨୦୦୨)
- ଏଇ ଅବେଲୟ (୨୦୦୩)
- ଏ ଘର ତୋଖୋନ (୨୦୦୩)
- ପ୍ରାଣ ଖୋଲା ଗାଁ (୨୦୦୩)
- ଝୋର ହୋତେ ପାରି (୨୦୦୪)
- ଏକ ଟକ୍ରୋ ରୋଡ୍ (୨୦୦୫)
- ଏମନ ହାୟ (୨୦୦୬)
- ଛତା ଧର[୧] (୨୦୦୭)
- ପୋ ଏ ପୋରା ଫୋ ଏ ଫେଲ୍ (୨୦୦୮)
- ଗାଲଫୁଲୁନି ଖୁକୁମୋନି (୨୦୦୯)
- ମନଫକିର (୨୦୧୧)
- ବନ୍ଦେ ମାତରମ୍ (୨୦୧୪)
ରବୀନ୍ଦ୍ର ସଙ୍ଗୀତ
- ବିଶ୍ମୟେ (୨୦୦୪)
- କଥା ଶେଷେ
- ଓ ମୋର ଦରଦିୟା
- ମନେ ରଖ (୨୦୦୬)[୨]
- ଆନନ୍ଦ (୨୦୦୯)
- କ୍ଷମା କର ପ୍ରଭୁ (୨୦୧୫)
ଦ୍ୱେତ ସଙ୍ଗୀତ
- ନୂତନ ଗାଁର ନୂତନ ବାଆ (୧୯୯୭) (କବୀର ସୁମନଙ୍କ ସହିତ)
- ଭିତର ଘରେ ବୃଷ୍ଟି (୧୯୯୮) (କବୀର ସୁମନଙ୍କ ସହିତ)
- ଗାଁବେଳା (୨୦୦୪) (ଶ୍ରୀକାନ୍ତ ଆଚାର୍ଯ୍ୟଙ୍କ ସହିତ)
- ସୁରେର ଦଶର (ଶ୍ରୀକାନ୍ତ ଆଚାର୍ଯ୍ୟଙ୍କ ସହିତ)
- ଶାପମୋଚନ (ଶ୍ରୀକାନ୍ତ ଆଚାର୍ଯ୍ୟ ଏବଂ ଅନ୍ୟମାନଙ୍କ ସହିତ)
ପୁରସ୍କାର
[ସମ୍ପାଦନା]ସେ ତାଙ୍କର ଗାୟନ ଶୈଳୀ ଏବଂ ଶାସ୍ତ୍ରୀୟ ସ୍ୱର ପାଇଁ ଅନେକ ପୁରସ୍କାର ପାରିଛନ୍ତି ।[୩]
- ସଙ୍ଗୀତ ଜୀବନରେ ୧୦ ବର୍ଷ ପୂର୍ତ୍ତି ପାଇଁ ଏଚ୍ଏମ୍ଭିଦ୍ୱାରା ଗୋଲ୍ଡ ଡିକ୍ସ ଆୱାର୍ଡ଼
- ବେଙ୍ଗଲ ଫିଲ୍ମ ଜର୍ଣ୍ଣଲିଷ୍ଟସ୍ ଆସୋସିଏସନ୍ - ଶ୍ରେଷ୍ଠ ମହିଳା ପ୍ରଚ୍ଛଦପଟ ଗାୟିକା (ସେଦିନ ଚୈତ୍ରମାସ ପାଇଁ)
- ଆନନ୍ଦବଜାର ପତ୍ରିକା ସମ୍ମାନ, ୨୦୦୧ - ଶ୍ରେଷ୍ଠ କଣ୍ଠଶିଳ୍ପୀ ଏବଂ ଶ୍ରେଷ୍ଠ ଆଲବମ୍ (ଭାଲୋବାସତେୟ ବୋଲୋ ପାଇଁ)
- ଷ୍ଟାର୍ ଜଲ୍ସା ଆୱାର୍ଡ଼, ୨୦୧୧ - ଶ୍ରେଷ୍ଠ କଣ୍ଠଶିଳ୍ପୀ
ଆଧାର
[ସମ୍ପାଦନା]- ↑ Chakraborty, Saionee (2 October 2007). "Root route". The Telegraph. Calcutta, India. Archived from the original on 26 May 2011.
- ↑ "Music review Mone Rekho". The Telegraph (Calcutta). Calcutta, India. 4 August 2006. Archived from the original on 25 August 2006. Retrieved 10 October 2012.
- ↑ "Lopamudra Mitra Website". Archived from the original on 13 July 2011. Retrieved 5 October 2011.