ଲୋଚନ ଧାଙ୍ଗଡ଼ା ମାଝି

ଉଇକିପିଡ଼ିଆ‌ରୁ
ଲୋଚନ ଧାଙ୍ଗଡ଼ା ମାଝି
ବିଧାୟକ: ୪ର୍ଥ, ୫ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୩
ପୂର୍ବ ଅଧିକାରୀମୁକୁନ୍ଦ ନାଏକ
ପର ଅଧିକାରୀଦୟାନିଧି ନାଏକ
ନିର୍ବାଚନ ମଣ୍ଡଳୀଧର୍ମଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ(1916-02-20)୨୦ ଫେବୃଆରୀ ୧୯୧୬
ମୃତ୍ୟୁ୧୯ ଫେବୃଆରୀ ୧୯୯୧(1991-02-19) (ବୟସ ୭୪)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳସ୍ୱତନ୍ତ୍ର ପାର୍ଟି
ଜୀବନ ସାଥୀଇନ୍ଦିରା ଧାଙ୍ଗଡ଼ା ମାଝି
ବାପା/ବୋଉକାନ୍ଥା ଧାଙ୍ଗଡ଼ା (ବାପା)
ବୃତ୍ତିରାଜନୀତିଜ୍ଞ

ଲୋଚନ ଧାଙ୍ଗଡ଼ା ମାଝି (୨୦ ଫେବୃଆରୀ ୧୯୧୬ - ୧୯ ଫେବୃଆରୀ ୧୯୯୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୬୭ ଓ ୧୯୭୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଧର୍ମଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୪ର୍ଥ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଲୋଚନ ଧାଙ୍ଗଡ଼ା ମାଝି ୧୯୧୬ ମସିହାର ଫେବୃଆରୀ ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କାନ୍ଥା ଧାଙ୍ଗଡ଼ା ଓ ପତ୍ନୀଙ୍କ ନାମ ଇନ୍ଦିରା ଧାଙ୍ଗଡ଼ା ମାଝି ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଲୋଚନ ଧାଙ୍ଗଡ଼ା ମାଝି ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ଲୋଚନ ଧାଙ୍ଗଡ଼ା ମାଝି ୧୯୯୧ ମସିହାର ଫେବୃଆରୀ ୧୯ ତାରିଖରେ ୭୪ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Lochan Dhangada Majhi". odishaassembly.nic.in. Odisha Assembly. Retrieved 22 May 2021.