Jump to content

ଲେଭୋରଫାନୋଲ

ଉଇକିପିଡ଼ିଆ‌ରୁ
ଲେଭୋରଫାନୋଲ
Structural formula
Ball-and-stick model
Clinical data
Trade namesLevo-Dromoran
SynonymsRo 1-5431[]
AHFS/Drugs.commonograph
MedlinePlusa682020
Pregnancy
category
  • US: C (Risk not ruled out)
    Routes of
    administration
    By mouth
    Legal status
    Legal status
    Pharmacokinetic data
    Bioavailability70% (by mouth); 100% (IV)
    Protein binding40%
    MetabolismLiver
    Onset of actionWith 1 hr[]
    Elimination half-life11–16 hours
    Duration of actionUp to 8 hrs[]
    Identifiers
    • (1R,9R,10R)-17-Methyl-17-azatetracyclo[7.5.3.01,10.02,7]heptadeca-2(7),3,5-trien-4-ol
    ECHA InfoCard100.000.912 Edit this at Wikidata
    Chemical and physical data
    FormulaC17H23NO
    Molar mass୨୫୭.୩୮ g·mol−1
    3D model (JSmol)
    • CN1CC[C@]23CCCC[C@H]2[C@H]1Cc4c3cc(O)cc4
    • InChI=1S/C17H23NO/c1-18-9-8-17-7-3-2-4-14(17)16(18)10-12-5-6-13(19)11-15(12)17/h5-6,11,14,16,19H,2-4,7-10H2,1H3/t14-,16+,17+/m0/s1 checkY
    • Key:JAQUASYNZVUNQP-USXIJHARSA-N checkY
      (verify)

    ଲେଭୋରଫାନୋଲ, ଏକ ବିକ୍ରୟ ନାମ ଲେଭୋ-ଡ୍ରୋମୋରାନ, ହେଉଛି, ଏକ ଓପିଅଏଡ଼ ବା ଅଫିମ ସମ୍ପର୍କୀୟ ଔଷଧ ଯାହା ମଧ୍ୟମରୁ ପ୍ରବଳ ଯନ୍ତ୍ରଣାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏହା ପାଟିରେ ଦିଆଯାଏ ।[] ଏହାର ସର୍ବାଧିକ ପ୍ରଭାବ ଏକ ଘଣ୍ଟା ମଧ୍ୟରେ ଆରମ୍ଭ ହୋଇ ପ୍ରାୟ ୮ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ ।[] []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ଲାଲିମା, ମୂତ୍ରରୋଧ, ଗଲୁ ଏବଂ କୋଷ୍ଠକାଠିନ୍ୟ ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ଶ୍ୱାସକ୍ରିୟା ବା ଶ୍ୱାସକ୍ରିୟା ଅବସାଦ, ଅପବ୍ୟବହାର, ସେରୋଟୋନିନ ସିଣ୍ଡ୍ରୋମ ଏବଂ ନିମ୍ନ ରକ୍ତଚାପ ଅନ୍ତର୍ଭୁକ୍ତ ହୋଇପାରେ।[] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[]

    ଲେଭୋରଫାନୋଲ ପ୍ରଥମେ ଜର୍ମାନୀରେ ୧୯୪୬ ମସିହାରେ ବର୍ଣ୍ଣନା କରାଯାଇଥିଲା ।[] ୧୯୫୩ ମସିହା ପରଠାରୁ ଏହା ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାରରେ ହେଉଛି ।[] ଯୁକ୍ତରାଷ୍ଟ୍ରରେ ୨୦ ମିଗ୍ରାର ୯୦ ବଟିକା ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୧୧୦୦ ଡଲାର ଥିଲା ।[] ଯୁକ୍ତରାଷ୍ଟ୍ରରେ ଏହା ଏକ ଅନୁସୂଚୀତ ୨ ନିୟନ୍ତ୍ରିତ ପଦାର୍ଥ ଅଟେ ।[]

    1. Elks J (14 November 2014). The Dictionary of Drugs: Chemical Data: Chemical Data, Structures and Bibliographies. Springer. pp. 656–. ISBN 978-1-4757-2085-3.
    2. 1 2 Hogans, Beth B.; Barreveld, Antje M. (7 November 2019). Pain Care Essentials (in ଇଂରାଜୀ). Oxford University Press. p. PT164. ISBN 978-0-19-009142-2. Archived from the original on 11 December 2021. Retrieved 22 November 2021.
    3. 1 2 3 4 5 6 7 "Levorphanol Monograph for Professionals". Drugs.com (in ଇଂରାଜୀ). Archived from the original on 21 January 2021. Retrieved 22 November 2021.
    4. "Levorphanol (Levo-Dromoran) Use During Pregnancy". Drugs.com (in ଇଂରାଜୀ). Archived from the original on 28 November 2020. Retrieved 22 November 2021.
    5. Fischer J, Ganellin CR (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 527. ISBN 9783527607495. Archived from the original on 2021-08-29. Retrieved 2021-10-21.
    6. Gudin J, Fudin J, Nalamachu S (January 2016). "Levorphanol Use: Past, Present and Future". Postgraduate Medicine. 128 (1): 46–53. doi:10.1080/00325481.2016.1128308. PMID 26635068.
    7. "Levorphanol Prices, Coupons & Savings Tips - GoodRx". GoodRx. Retrieved 22 November 2021.