Jump to content

ଲେଫ୍ଲୁନୋମାଇଡ

ଉଇକିପିଡ଼ିଆ‌ରୁ
ଲେଫ୍ଲୁନୋମାଇଡ
Clinical data
Trade namesArava, Lefumide, Arabloc, others
AHFS/Drugs.commonograph
MedlinePlusa600032
data
Pregnancy
category
  • AU: X (High risk)
  • US: X (Contraindicated)
    Routes of
    administration
    By mouth (tablets)
    Legal status
    Legal status
    Pharmacokinetic data
    Bioavailability80%[]
    Protein binding>99%[]
    MetabolismGI mucosa and liver[]
    Onset of actionWithin 6 wks[]
    Elimination half-life14–18 days[]
    ExcretionFaeces (48%), urine (43%)[]
    Identifiers
    • 5-methyl-N-[4-(trifluoromethyl) phenyl]-isoxazole-4-carboxamide
    ECHA InfoCard100.123.883 Edit this at Wikidata
    Chemical and physical data
    FormulaC12H9F3N2O2
    Molar mass୨୭୦.୨୧ g·mol−1
    3D model (JSmol)
    • O=C(Nc1ccc(cc1)C(F)(F)F)c2c(onc2)C
    • InChI=1S/C12H9F3N2O2/c1-7-10(6-16-19-7)11(18)17-9-4-2-8(3-5-9)12(13,14)15/h2-6H,1H3,(H,17,18) checkY
    • Key:VHOGYURTWQBHIL-UHFFFAOYSA-N checkY
      (verify)

    ଲେଫ୍ଲୁନୋମାଇଡ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଆରାଭା, ହେଉଛି ଏକ ଔଷଧ ଯାହା ରିଉମାଟଏଡ ଆର୍ଥ୍ରାଇଟିସ ଏବଂ ସୋରିଆଟିକ ଗଣ୍ଠି ପ୍ରଦାହ ରୋଗମାନଙ୍କର ଚିକିତ୍ସା ପାଇଁ ଓ ଅଙ୍ଗ ପ୍ରତିରୋପଣ ପରେ ପ୍ରତ୍ୟାଖ୍ୟାନକୁ ରୋକିବା ପାଇଁ ବ୍ୟବହୃତ ହୁଏ ।[][] ଏହା ପାଟିରେ ଦିଆଯାଏ ।[] ଔଷଧର ପ୍ରଭାବ ସାଧାରଣତଃ ୬ ସପ୍ତାହ ମଧ୍ୟରେ ଆରମ୍ଭ ହୋଇଥାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଯକୃତ ପ୍ରଦାହ, କେଶ ଝଡ଼ିବା ଏବଂ ରାସ ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସଂକ୍ରମଣ, ଥ୍ରୋମ୍ବୋସାଇଟୋପେନିଆ, ସ୍ୱଳ୍ପ ଶ୍ୱେତ ରକ୍ତ କଣିକା ଏବଂ କର୍କଟ ରୋଗ ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[] ଏହା ଏକ ରୋଗ ପରିବର୍ତ୍ତନକାରୀ ଆଣ୍ଟିରିଉମାଟିକ୍ (DMARD) ଏବଂ ଇମ୍ୟୁନୋସପ୍ରେସାଣ୍ଟ ଔଷଧ ।[][] ଏହା ଡାଇହାଇଡ୍ରୋଓରୋଟେଟ୍ ଡିହାଇଡ୍ରୋଜେନେଜକୁଅବରୋଧ କରି ଲିମ୍ଫୋସାଇଟ ପରିମାଣ ହ୍ରାସ କରେ ।[]

    ୧୯୮୮ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୧୯୯୯ରେ ୟୁରୋପରେ ମେଡିକାଲ ବ୍ୟବହାର ପାଇଁ ଲେଫ୍ଲୁନୋମାଇଡ ଅନୁମୋଦିତ ହୋଇଥିଲା ।[] [] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ମୂଲ୍ୟ ୫ ପାଉଣ୍ଡ ଥିଲା ।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୦୦ ଡଲାର ଅଟେ। []

    1. 1 2 3 4 5 "Arava (leflunomide) dosing, indications, interactions, adverse effects, and more". Medscape Reference. WebMD. Archived from the original on 31 May 2019. Retrieved 11 March 2014.
    2. 1 2 3 4 5 6 "Arava". Archived from the original on 30 March 2021. Retrieved 21 November 2021.
    3. 1 2 3 4 5 6 7 "Leflunomide Monograph for Professionals". Drugs.com (in ଇଂରାଜୀ). Archived from the original on 2021-04-04. Retrieved 2021-11-21.
    4. 1 2 BNF 81: March-September 2021. BMJ Group and the Pharmaceutical Press. 2021. p. 1146. ISBN 978-0857114105.
    5. "Leflunomide Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 6 March 2021. Retrieved 21 November 2021.