ଲୁବିପ୍ରୋଷ୍ଟୋନ

ଉଇକିପିଡ଼ିଆ‌ରୁ
ଲୁବିପ୍ରୋଷ୍ଟୋନ
Clinical data
Trade namesAmitiza, others
SynonymsRU-0211
SPI-0211
AHFS/Drugs.commonograph
MedlinePlusa607034
data
Pregnancy
category
  • US: C (Risk not ruled out)
Routes of
administration
By mouth
Legal status
Legal status
Pharmacokinetic data
BioavailabilityNegligible
Protein binding94%
MetabolismExtensive, CYP not involved
Elimination half-lifeUnknown (lubiprostone)
0.9–1.4 hours (main metabolite)
ExcretionKidney (60%) and fecal (30%)
Identifiers
  • 7-[(1R,3R,6R,7R)-3-(1,1-Difluoropentyl)-3-hydroxy-8-oxo-2-oxabicyclo[4.3.0]non-7-yl]heptanoic acid
ECHA InfoCard100.107.168 Edit this at Wikidata
Chemical and physical data
FormulaC20H32F2O5
Molar mass୩୯୦.୪୭ g·mol−1
3D model (JSmol)
  • FC(F)(CCCC)[C@]2(O)O[C@@H]1CC(=O)[C@@H]([C@H]1CC2)CCCCCCC(=O)O
  • InChI=1S/C20H32F2O5/c1-2-3-11-19(21,22)20(26)12-10-15-14(16(23)13-17(15)27-20)8-6-4-5-7-9-18(24)25/h14-15,17,26H,2-13H2,1H3,(H,24,25)/t14-,15-,17-,20-/m1/s1 checkY
  • Key:WGFOBBZOWHGYQH-MXHNKVEKSA-N checkY
  (verify)

ଲୁବିପ୍ରୋଷ୍ଟୋନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଅମିଟିଜା ହୁଏ, ହେଉଛି ଏକ ଔଷଧ ଯାହା ଅଜ୍ଞାତ କାରଣ ଜନିତ କ୍ରନିକ କୋଷ୍ଠକାଠିନ୍ୟ ଏବଂ ଇରିଟେବ୍ଲ ବାୱେଲ ସିଣ୍ଡ୍ରୋମ ଜଡିତ କୋଷ୍ଠକାଠିନ୍ୟର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ପାଟିରେ ଦିଆଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ତରଲ ଝାଡ଼ା, ପେଟ ଯନ୍ତ୍ରଣା, ଫୁଲା ଏବଂ ଥକାପଣ ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅଣନିଶ୍ୱାସ ହୋଇପାରେ। [୧] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ। [୧] ଏହା ଅନ୍ତନଳୀରେ କିଛି କ୍ଲୋରାଇଡ୍ ଚ୍ୟାନେଲ୍ ସକ୍ରିୟ କରି କାମ କରେ ଯାହା ତରଳ ପଦାର୍ଥ ପରିମାଣକୁ ବଢ଼ାଇଥାଏ ।[୧]

ଯୁକ୍ତରାଷ୍ଟ୍ର ଏବଂ କାନାଡାରେ ଚିକିତ୍ସା ବ୍ୟବହାର ପାଇଁ ୨୦୧୫ ମସିହାରେ ଲୁବିପ୍ରୋଷ୍ଟୋନ ଅନୁମୋଦିତ ହୋଇଥିଲା । [୧][୨] ୨୦୨୧ ମସିହାରେ ଯୁକ୍ତରାଷ୍ଟ୍ରରେ ଏହାର ଏକ ମାସର ଚିକିତ୍ସା ଖର୍ଚ୍ଚ ପ୍ରାୟ ୨୯୦ ଡଲାର ଥିଲା ।[୩] ଏହାର ଏକ ଜେନେରିକ୍ ସଂସ୍କରଣ ମଧ୍ୟ ୨୦୨୧ରେ ଯୁକ୍ତରାଷ୍ଟ୍ରରେ ଅନୁମୋଦିତ ହୋଇଥିଲା ।[୪] ଯୁକ୍ତରାଜ୍ୟରେ ଏହା ବ୍ୟବସାୟିକ ଭାବରେ ଉପଲବ୍ଧ ନୁହେଁ ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Lubiprostone Monograph for Professionals". Drugs.com (in ଇଂରାଜୀ). Archived from the original on 22 September 2020. Retrieved 24 November 2021.
  2. "Health Canada New Drug Authorizations: 2015 Highlights". Health Canada. 2016-05-04. Archived from the original on 2020-02-20. Retrieved 2020-02-20.
  3. "Lubiprostone". Archived from the original on 31 August 2016. Retrieved 24 November 2021.
  4. Research, Center for Drug Evaluation and (10 February 2022). "2021 First Generic Drug Approvals". FDA (in ଇଂରାଜୀ). Archived from the original on 21 June 2022. Retrieved 22 October 2022.
  5. "Lubiprostone for treating chronic idiopathic constipation | Guidance | NICE". www.nice.org.uk. Archived from the original on 18 June 2021. Retrieved 24 November 2021.