ଲୀନା ଯାଦବ

ଉଇକିପିଡ଼ିଆ‌ରୁ

ଲୀନା ଯାଦବ,  (ଜନ୍ମ ୬ ଜାନୁଆରୀ , ୧୯୭୧ ) ଜଣେ ଭାରତୀୟ ମହିଳା ଫିଲ୍ମ ନିର୍ମାତା । ସେ ପ୍ରଥମେ ଟେଲିଭିଜନ କ୍ଷେତ୍ରରେ ପ୍ରବେଶ କରି ପରେ ଫିଲ୍ମ ନିର୍ମାଣ ଦିଗକୁ ଯାଇଥିଲେ । ତାଙ୍କର ପ୍ରଥମ ଆନ୍ତର୍ଜାତିକ ଫିଲ୍ମ " ପରଛେଦ "କୁ ତରଣ୍ଟୋ ଫିଲ୍ମ ଫେଷ୍ଟଭାଲରେ ପ୍ରଥମ କରି ପ୍ରଦର୍ଶିତ କରାଯାଇଥିଲା ।[୧][୨]

ପ୍ରାରମ୍ଭିକ ଜୀବନୀ ଓ ଶିକ୍ଷା [ସମ୍ପାଦନା]

ଲୀନାଙ୍କ ପିତା ଭାରତୀୟ ସେନା ବାହିନୀର ଜଣେ ଜଣେେରାଲ ଥିଲେ । ଲୀନା ନୂଆ ଦିଲ୍ଲୀର ଲେଡି ଶ୍ରୀରାମ କଲେଜରୁ ଅର୍ଥନୀତି ସହ ସ୍ନାତକ କରିଥିଲେ । ପରେ ସେ ମୁମ୍ବାଇର ଫିଆ କଲେଜରୁ ଗଣ ଯୋଗାଯୋଗ ବିଷୟରେ ଶିକ୍ଷା ନେଇଥିଲେ । .[୧][୨]

ବ୍ୟକ୍ତିଗତ ଜୀବନୀ [ସମ୍ପାଦନା]

ସେ ଭାରତୀୟ ସିନେମାଟୋଗ୍ରାଫର ଅସିମ ବଜାଜଙ୍କୁ ବିବାହ କରିଥିଲେ । ସେ ତାଙ୍କୁ ତାଙ୍କ ଟିଭି ଶୋ ସମୟରେ ପରିଚିତ ହେଇଥିଲେ । .

ଫିଲ୍ମୋଗ୍ରାଫି [ସମ୍ପାଦନା]

ସେ ପ୍ରଥମେ ଫିଲ୍ମ ଏଡିଟିଂ ପ୍ରତି ଆଗ୍ରହ ଦେଖେଇଥିଲେ ।ତାହା ପରେ ସେ ନିର୍ଦ୍ଦେଶନା ଓ ଚିତ୍ର ନାଟ୍ଯ ଲେଖନ ଦିଗରେ ମଧ୍ୟ ପାରଙ୍ଗମାତା ହାସଲ କରି ନିଜେ ଫିଲ୍ମ ନିର୍ମାଣ ଆରମ୍ଭ କରିଥିଲେ । ସେ ନିଖିଲ କପୁରଙ୍କ ସହ ନିଜର ନିର୍ମାଣ କମ୍ପାନୀ ଆରମ୍ଭ କରିଥିଲେ । 

ଫିଲ୍ମ [ସମ୍ପାଦନା]

  • Shabd
  • Teen Patti
  • Parched

ଟେଲିଭିଜନ ଶୋ[ସମ୍ପାଦନା]

  • This Week That Year – for Star Movies.
  • Say Na Something to Anupam Uncle.
  • Sanjeevani.
  • Goonj – for Sony TV.
  • Kahin Na Kahi Koi Ha – a match-making show with Madhuri Dixit.
  • Temptation Island.
  • Dead End.
  • Khauf.

ଲେଖକ [ସମ୍ପାଦନା]

  • Parched - Written by
  • Teen Patti – story, screenplay, and dialogues.
  • Shabd – story and screenplay.
  • Dead End – story and screenplay.

ସମ୍ପାଦକ [ସମ୍ପାଦନା]

  • Thank You for Now.
  • Shabd.
  • Dead End.

ନିର୍ମାଣ [ସମ୍ପାଦନା]

  • Dead End
  • "Parched".

ସଙ୍ଗୀତ [ସମ୍ପାଦନା]

  • Dead End – as Composer.

ଆଧାର ସାନୁହ [ସମ୍ପାଦନା]

  1. ୧.୦ ୧.୧ "Playing Teen Patti with Leena Yadav". starboxoffice.com. Retrieved 17 ମାର୍ଚ୍ଚ 2012. Editing intrigued, so I learnt it. I have never assisted anybody, so I have learnt everything about direction and writing from editing. While I was editing, I got the offer to direct something for television, post which I directed fiction and non-fiction shows on TV for 12 years
  2. ୨.୦ ୨.୧ "Indiantelevision.com's Interview with TV director Leena Yadav". indiantelevision.com. 20 ଅଗଷ୍ଟ 2002. Retrieved 18 ଅପ୍ରେଲ 2012. The lady who started her career in television as an editor and graduated to direction with the Star Movies' show This Week That Year has come a long way. After the Nikhil Kapoor anchored show, Yadav floated her own production house with Kapoor and produced one-off stories for Star Bestsellers, which she also directed.

ବାହାର ଲିଙ୍କ [ସମ୍ପାଦନା]