ରିତା ଫାରିୟା

ଉଇକିପିଡ଼ିଆ‌ରୁ
(ରେଇଟା ଫାରିଆରୁ ଲେଉଟି ଆସିଛି)
ରେଇଟା ଫାରିଆ
୧୯୬୬ରେ ମିସ୍ ୱାର୍ଲ୍ଡ୍ ଜିତିବା ଅବସରରେ ରେଇଟା ଫାରିଆ
ଜନ୍ମ (1943-08-23) ୨୩ ଅଗଷ୍ଟ ୧୯୪୩ (ବୟସ ୮୦)
ବୃତ୍ତି(ସମୂହ)ମଡ଼େଲ୍, ଡାକ୍ତର
ସକ୍ରିୟ ବର୍ଷ୧୯୬୬ - ୧୯୮୦
ଉଚ୍ଚତା୧.୭୩ m (୫ ft 8 in)
Titleମିସ୍ ବମ୍ବେ ୧୯୬୬
ଇଭସ୍ ୱିକଲି ମିସ୍ ଇଣ୍ଜିଆ, ୧୯୬୬
ମିସ୍ ୱାର୍ଲ୍ଡ୍ ୧୯୬୬
ବୈବାହିକ-ସାଥୀଡଃ ଜେଭିଡ୍ ପାୱେଲ୍ (ବି.୧୯୭୧)
Beauty pageant titleholder
Major
competition(s)
ମିସ୍ ବମ୍ବେ ୧୯୬୬
(ବିଜେତା)
ଇଭସ୍ ୱିକଲି ମିସ୍ ଇଣ୍ଜିଆ
(ବିଜେତା)
ମିସ୍ ୱାର୍ଲ୍ଡ୍ ୧୯୬୬
(ବିଜେତା)
(ବେଷ୍ଟ୍ ଇନ୍ ଇଭିନିଂ ଉଇଅର୍)


ରେଇତା ଫାରିଆ ପାୱେଲ୍[୧] (ଜନ୍ମ ଅଗଷ୍ଟ ୨୩, ୧୯୪୩)[୨] ଯେ ମୁମ୍ବାଇରେ ଗୋଆ ପରିବାରରେ ଜନ୍ମ ହୋଇଥିଲେ ଜଣେ ଭାରତୀୟ ମଡ଼େଲ୍, ଡାକ୍ତର, ସୁନ୍ଦରୀ ପ୍ରତିଯୋଗିତା ବିଜୟିନୀ । ସେ ପ୍ରଥମ ଏସୀୟ ଭାବେ ମିସ୍ ୱାର୍ଲ୍ଡ୍ ସୁନ୍ଦରୀ ପ୍ରତିଯୋଗିତା ଜିତିଥିଲେ । ସେ ମଧ୍ୟ ପ୍ରଥମ ଡାକ୍ତର ଭାବେ ମୁସ୍ ୱାର୍ଲ୍ଡ୍ ଫାଇନାଲ୍ ପର୍ଯ୍ୟାୟକୁ ଉତ୍ତାର୍ଣ୍ଣ ହୋଇଥିଲେ ।

ଆଧାର[ସମ୍ପାଦନା]

Sources[ସମ୍ପାଦନା]