Jump to content

ରୁଫିନାମାଇଡ

ଉଇକିପିଡ଼ିଆ‌ରୁ

ଛାଞ୍ଚ:ରାଫିନାମାଇଡ ସହ ଦ୍ୱନ୍ଦରେ ପଡ଼ିବେନି

<span title="International nonproprietary name (INN): <nowiki>Mr. Ibrahem/Rufinamide</nowiki>">Mr. Ibrahem/Rufinamide
Clinical data
Trade names Banzel, Inovelon
AHFS/Drugs.com Monograph
MedlinePlus a609001
License data
  • <abbr class="country-name" title="<nowiki>European Union</nowiki>">EU EMA: by INN[permanent dead link]
  • <abbr class="country-name" title="<nowiki>United States</nowiki>">US DailyMed: Rufinamide
  • <abbr class="country-name" title="<nowiki>United States</nowiki>">US FDA: Rufinamide
Pregnancy
</nowiki>
</nowiki>category
  • <abbr class="country-name" title="<nowiki>Australia</nowiki>">AU: B3
Routes of
</nowiki>
</nowiki>administration
By mouth (tablets)
Legal status
Legal status
  • <abbr class="country-name" title="<nowiki>United Kingdom</nowiki>">UK: POM (Prescription only)
  • <abbr class="country-name" title="<nowiki>United States</nowiki>">US: ℞-only
  • In general: ℞ (Prescription only)
Pharmacokinetic data
Bioavailability 85% (under fed conditions); tmax</nowiki> = 4–6 hours
Protein binding 34%
Metabolism Carboxylesterase-mediated hydrolysis (CYP not involved)
Metabolites Inactive
Elimination half-life</nowiki> 6–10 hours
Excretion Urine (85%)
Identifiers
IUPAC name
  • 1-(2,6-Difluorobenzyl)-1H-1,2,3-triazole-4-carboxamide
Chemical and physical data
Formula C10H8F2N4O
Molar mass 238.198 g·mol−1
3D model (JSmol)
SMILES
  • O=C(c1nnn(c1)Cc2c(F)cccc2F)N
InChI
  • InChI=1S/C10H8F2N4O/c11-7-2-1-3-8(12)6(7)4-16-5-9(10(13)17)14-15-16/h1-3,5H,4H2,(H2,13,17) check
  • Key:POGQSBRIGCQNEG-UHFFFAOYSA-N check
 ☒check (what is this?)  (verify)

ରୁଫିନାମାଇଡ (ଇଂରାଜୀ ଭାଷାରେ Rufinamide), ଅନ୍ୟମାନଙ୍କ ମଧ୍ୟରେ ବାନଜେଲ ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଲେନୋକ୍ସ - ଗାଷ୍ଟାଉଟ୍ ସିଣ୍ଡ୍ରୋମ ଏବଂ ଆଂଶିକ ବାତ ପାଇଁ ବ୍ୟବହୃତ ହୁଏ ।[] ଏହା ପାଟିରେ ଦିଆଯାଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଭାବ, ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା ଏବଂ ବାନ୍ତି ହୋଇପାରେ ।[] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଇଓସିନୋଫିଲିଆ, ଶାରୀରିକ ଲକ୍ଷଣମାନ, ଆତ୍ମହତ୍ୟା ପ୍ରବଣତା ଏବଂ ଖରାପ ସମନ୍ୱୟ ଓ ଡ୍ରଗ୍ ପ୍ରତିକ୍ରିୟା ଅନ୍ତର୍ଭୁକ୍ତ ହୋଇପାରେ ।[] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[] ଏହା ଟ୍ରାୟାଜୋଲ (triazole) ବ୍ୟୁତ୍ପନ୍ନ ଯାହା ମସ୍ତିଷ୍କରେ ଥିବା ସୋଡିଅମ ଚ୍ୟାନେଲଗୁଡିକ ସ‌ହିତ ସଂଲଗ୍ନ ହୋଇ କାର୍ଯ୍ୟକ୍ଷମ ହୁଏ ବୋଲି ବିଶ୍ୱାସ କରାଯାଏ ।[] []

ୟୁରୋପରେ ୨୦୦୭ ମସିହାରେ ଏବଂ ଯୁକ୍ତରାଷ୍ଟ୍ରରେ ୨୦୦୮ରେ ଡାକ୍ତରୀ ଚିକିତ୍ସା ପାଇଁ ରୁଫିନାମାଇଡ ଅନୁମୋଦିତ ହୋଇଥିଲା ।[] [] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[] ଯୁକ୍ତରାଜ୍ୟରେ ପ୍ରତିଦିନ ୮୦୦ ମିଗ୍ରା ମାତ୍ରାର ମୂଲ୍ୟ ପ୍ରାୟ ୧୦୦ ପାଉଣ୍ଡ ।[] ଯୁକ୍ତରାଷ୍ଟ୍ରରେ ଏହି ରାଶି ପାଇଁ ମାସିକ ଖର୍ଚ୍ଚ ପ୍ରାୟ ୪୨୫ ଡଲାର ଅଟେ ।[]

  1. 1 2 3 4 5 "Rufinamide Monograph for Professionals". Drugs.com (in ଇଂରାଜୀ). Archived from the original on 30 September 2021. Retrieved 19 October 2021.
  2. 1 2 3 "Inovelon". Archived from the original on 20 May 2021. Retrieved 19 October 2021.
  3. "Rufinamide (Banzel) Use During Pregnancy". Drugs.com (in ଇଂରାଜୀ). Archived from the original on 4 October 2021. Retrieved 19 October 2021.
  4. 1 2 "Rufinamide Prices, Coupons & Savings Tips - GoodRx". GoodRx. Archived from the original on 19 October 2021. Retrieved 19 October 2021.
  5. BNF (80 ed.). BMJ Group and the Pharmaceutical Press. September 2020 – March 2021. p. 343. ISBN 978-0-85711-369-6.{{cite book}}: CS1 maint: date format (link)