ରୁକାପାରିବ

ଉଇକିପିଡ଼ିଆ‌ରୁ
ରୁକାପାରିବ
Clinical data
Pronunciation/rˈkæpərɪb/ ROO-KAP-ƏR-ib
Trade namesRubraca
SynonymsAG014699
AHFS/Drugs.commonograph
MedlinePlusa617002
data
Pregnancy
category
  • US: N (Not classified yet)
  • Not recommended
Routes of
administration
By mouth (tablets)
Legal status
Legal status
  • UK: POM (Prescription only) [୧]
  • US: ℞-only
  • EU: Rx-only
  • ℞ (Prescription only)
Pharmacokinetic data
Bioavailability30–45% (Tmax = 1.9 hours)
Protein binding70% (in vitro)
MetabolismLiver (primarily CYP2D6; 1A2 and 3A4 to a lesser extent)
Elimination half-life17–19 hours[୨]
Identifiers
  • 8-Fluoro-2-{4-[(methylamino)methyl]phenyl}-1,3,4,5-tetrahydro-6H-azepino[5,4,3-cd]indol-6-one
ECHA InfoCard100.247.490 Edit this at Wikidata
Chemical and physical data
FormulaC19H18FN3O
Molar mass୩୨୩.୩୭ g·mol−1
3D model (JSmol)
  • CNCc1ccc(cc1)c2[nH]c3cc(F)cc4C(=O)NCCc2c34
  • InChI=1S/C19H18FN3O/c1-21-10-11-2-4-12(5-3-11)18-14-6-7-22-19(24)15-8-13(20)9-16(23-18)17(14)15/h2-5,8-9,21,23H,6-7,10H2,1H3,(H,22,24)
  • Key:HMABYWSNWIZPAG-UHFFFAOYSA-N

ରୁକାପାରିବ (ଇଂରାଜୀ ଭାଷାରେ Rucaparib), ରୁବ୍ରାକା ବ୍ରାଣ୍ଡ ନାମରେ ବିକ୍ରି ହେଉଛି, ଏକ ଔଷଧ ଯାହା ଓଭାରି କର୍କଟ, ଫାଲୋପିଆନ୍ ଟ୍ୟୁବ୍ କର୍କଟ, ପେରିଟୋନିଆଲ୍ କର୍କଟ ଏବଂ ପ୍ରୋଷ୍ଟେଟ୍ କର୍କଟ ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] [୩] ଅନ୍ୟାନ୍ୟ ଚିକିତ୍ସା ବିଫଳ ହେଲେ ଏହା ବ୍ୟବହୃତ ହୁଏ ।[୪] ଏହା ପାଟିରେ ଦିଆଯାଏ ।[୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କା, ଅଇ, ବୃକ୍‌କ ସମସ୍ୟା, ଯକୃତ ସମସ୍ୟା, ସ୍ୱଳ୍ପ ଲୋହିତ ରକ୍ତ କଣିକା, ଅସ୍ୱାଭାବିକ ସ୍ୱାଦ, ତରଳ ଝାଡ଼ା, କମ୍ ରକ୍ତ ପ୍ଲାଟେଲେଟ୍ ଏବଂ ପେଟ ଯନ୍ତ୍ରଣା ହୋଇପାରେ ।[୪] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ତୀବ୍ର ମାୟେଲଏଡ ଲିଉକେମିଆ ଏବଂ ସ୍ୱଳ୍ପ ରକ୍ତ ନିଉଟ୍ରୋଫିଲ୍ ହୋଇପାରେ । [୫] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୫] ଏହା ଏକ ଆରଏଆରପି (PARP) ନିଷ୍କ୍ରିୟକାରୀ, ଯାହାକି ବିଆରସିଏ (BRCA) ଜିନ ପରିବର୍ତ୍ତନ ସହିତ କୋଷଗୁଡ଼ିକରେ ଡିଏନଏ ମରାମତିକୁ ଅବରୋଧ କରିଥାଏ ।[୨]

୨୦୧୬ ମସିହାରେ ଯୁକ୍ତରାଷ୍ଟ୍ର ଏବଂ ୨୦୧୮ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ରୁକାପାରିବ ଅନୁମୋଦିତ ହୋଇଥିଲା ।[୫] [୪] ଯୁକ୍ତରାଷ୍ଟ୍ରରେ ଏହା ପିଛା ମାସକୁ ୨୦୨୧ ସୁଦ୍ଧା ପ୍ରାୟ ୯,୧୦୦ ଡଲାର ଖର୍ଚ୍ଚ ହେଉଥିଲା ।[୬]

ଆଧାର[ସମ୍ପାଦନା]

  1. "Rubraca 200mg film-coated tablets - Summary of Product Characteristics (SmPC)". (emc). 19 June 2019. Archived from the original on 29 August 2021. Retrieved 17 May 2020.
  2. ୨.୦ ୨.୧ ୨.୨ ୨.୩ "DailyMed - RUBRACA- rucaparib tablet, film coated". dailymed.nlm.nih.gov. Archived from the original on 9 May 2020. Retrieved 19 October 2021.
  3. "Rucaparib Camsylate - National Cancer Institute". www.cancer.gov (in ଇଂରାଜୀ). 3 January 2017. Archived from the original on 9 July 2021. Retrieved 19 October 2021.
  4. ୪.୦ ୪.୧ ୪.୨ "Rubraca". Archived from the original on 6 August 2020. Retrieved 19 October 2021.
  5. ୫.୦ ୫.୧ ୫.୨ "Rucaparib Monograph for Professionals". Drugs.com (in ଇଂରାଜୀ). Archived from the original on 21 January 2021. Retrieved 19 October 2021.
  6. "Rubraca Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 20 March 2021. Retrieved 19 October 2021.