Jump to content

ରିସେଡ୍ରୋନିକ ଏସିଡ

ଉଇକିପିଡ଼ିଆ‌ରୁ
ରିସେଡ୍ରୋନିକ ଏସିଡ
Clinical data
Trade namesActonel, Atelvia, Benet, others
AHFS/Drugs.commonograph
Pregnancy
category
  • AU: B3
  • US: N (Not classified yet)
    Routes of
    administration
    By mouth
    Legal status
    Legal status
    • AU: S4 (Prescription only)
    • UK: POM (Prescription only)
    • US: ℞-only
    • ℞ (Prescription only)
    Pharmacokinetic data
    Bioavailability0.63%
    Protein binding~24%
    MetabolismNone
    Elimination half-life1.5 h
    ExcretionKidney and fecal
    Identifiers
    • (1-hydroxy-1-phosphono-2-pyridin-3-yl-ethyl)phosphonic acid
    ECHA InfoCard100.116.436 Edit this at Wikidata
    Chemical and physical data
    FormulaC7H11NO7P2
    Molar mass283.112
    3D model (JSmol)
    • OC(Cc1cccnc1)(P(=O)(O)O)P(=O)(O)O
    • InChI=1S/C7H11NO7P2/c9-7(16(10,11)12,17(13,14)15)4-6-2-1-3-8-5-6/h1-3,5,9H,4H2,(H2,10,11,12)(H2,13,14,15) ☒N
    • Key:IIDJRNMFWXDHID-UHFFFAOYSA-N ☒N
      (verify)

    ରିସେଡ୍ରୋନିକ ଏସିଡ, ପ୍ରାୟ ଏହାର ରିସେଡ୍ରୋନେଟ୍ ସୋଡିଅମ ଭାବରେ ବ୍ୟବହୃତ ହୁଏ, ଏହା ଏକ ବାଇଫସଫୋନେଟ ଯାହା ଓଷ୍ଟିଓପୋରୋସିସ ରୋଗର ଚିକିତ୍ସା ତଥା ପ୍ରତିଷେଧ ପାଇଁ କିମ୍ବା ଅସ୍ଥିର ପ୍ୟାଜେଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏହା ପାଟିରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କୋଷ୍ଠକାଠିନ୍ୟ, ଅଇ, ମୁଣ୍ଡବିନ୍ଧା ଏବଂ ରାସ ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଗ୍ରାସନଳୀ ପ୍ରଦାହ, ଗ୍ରାସନଳୀ ଛିଦ୍ର, ମାଢ଼ିର ଓଷ୍ଟିଓନେକ୍ରୋସିସ, ସ୍ୱଳ୍ପ ରକ୍ତ କ୍ୟାଲସିଅମ ଏବଂ ମାଂସପେଶୀ ଯନ୍ତ୍ରଣା ହୋଇପାରେ ।[] ଗୁରୁତ୍ୱପୂର୍ଣ୍ଣ ବୃକ୍‌କ ସମସ୍ୟା ଥିବା ଲୋକଙ୍କୁ ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ ।[] ଓଷ୍ଟିଓକ୍ଲାଷ୍ଟ ଜୀବକୋଷଙ୍କର କାମକୁ ପ୍ରତିରୋଧ କରି ଏହା କାର୍ଯ୍ୟକ୍ଷମ ହୁଏ ।[]

    ରିସେଡ୍ରୋନିକ ଏସିଡ ୧୯୮୪ ମସିହାରେ ପ୍ୟାଟେଣ୍ଟ୍ ହୋଇଥିଲା ଏବଂ ୧୯୯୮ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରିବା ପାଇଁ ଅନୁମୋଦିତ ହୋଇଥିଲା ।[] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହା ବାବଦ ମାସକୁ ପ୍ରାୟ ୩୦ ଡଲାର ଖର୍ଚ୍ଚ ହୋଇଥାଏ ।[] ଯୁକ୍ତରାଜ୍ୟରେ ପ୍ରତି ମାସରେ ଏହାର ଚିକିତ୍ସା ବାବଦ ପ୍ରାୟ ୧୦ ପାଉଣ୍ଡ ଖର୍ଚ୍ଚ ହୁଏ ।[]

    1. 1 2 3 4 5 "Risedronate Monograph for Professionals". Drugs.com (in ଇଂରାଜୀ). Archived from the original on 25 January 2021. Retrieved 19 July 2021.
    2. 1 2 BNF (80 ed.). BMJ Group and the Pharmaceutical Press. September 2020 – March 2021. p. 770. ISBN 978-0-85711-369-6.{{cite book}}: CS1 maint: date format (link)
    3. Fischer J, Ganellin CR (2006). Analogue-based Drug Discovery. John Wiley & Sons. p. 523. ISBN 9783527607495. Archived from the original on 2021-03-18. Retrieved 2020-08-27.
    4. 1 2 "Risedronate Prices, Coupons & Savings Tips - GoodRx". GoodRx. Retrieved 19 July 2021.