ରିମାଣ୍ଟାଡାଇନ

ଉଇକିପିଡ଼ିଆ‌ରୁ
ରିମାଣ୍ଟାଡାଇନ
Clinical data
Trade namesFlumadine
AHFS/Drugs.commonograph
MedlinePlusa698029
Pregnancy
category
  • C (United States)
Routes of
administration
By mouth
Legal status
Legal status
Pharmacokinetic data
Bioavailabilitywell absorbed
Protein binding40%
MetabolismLiver hydroxylation and glucuronidation
Elimination half-life25.4 ± 6.3 hours
ExcretionKidney
Identifiers
  • 1-(adamantanyl)ethanamine
Chemical and physical data
FormulaC12H21N
Molar mass୧୭୯.୩୧ g·mol−1
3D model (JSmol)
  • NC(C)C13CC2CC(CC(C1)C2)C3
  • InChI=1S/C12H21N/c1-8(13)12-5-9-2-10(6-12)4-11(3-9)7-12/h8-11H,2-7,13H2,1H3 checkY
  • Key:UBCHPRBFMUDMNC-UHFFFAOYSA-N checkY
  (verify)

ରିମାଣ୍ଟାଡାଇନ, ଫ୍ଲୁମାଡାଇନ ଏକ ବେପାର ନାମ, ହେଉଛି ଏକ ଭୂତାଣୁରୋଧୀ ଔଷଧ (ଆଣ୍ଟିଭାଇରାଲ୍) ଯାହା ଇନଫ୍ଲୁଏଞ୍ଜା ରୋଗର ଚିକିତ୍ସା ତଥା ପ୍ରତିରୋଧ ପାଇଁ ବ୍ୟବହୃତ ହୋଇଥିଲା ।[୧] ପ୍ରତିରୋଧର ବିକାଶ ହେତୁ ଏହାର ବ୍ୟବହାର ସାଧାରଣତଃ ସୁପାରିଶ କରାଯାଏ ନାହିଁ ।[୧] ଏହା ପାଟିରେ ଦିଆଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ଶୋଇବାରେ ଅସୁବିଧା ଏବଂ ମୁଣ୍ଡ ବୁଲାଇବା ଅନ୍ତର୍ଭୁକ୍ତ ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ବାତ ହୋଇପାରେ ।[୧] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୨] ଏହା ଏମ୨ (M2 ପ୍ରୋଟିନ୍) ପ୍ରୋଟିନ ସହିତ ହସ୍ତକ୍ଷେପ କରି କାର୍ଯ୍ୟକ୍ଷମ ହୁଏ ।[୧]

୧୯୯୩ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ରିମାଣ୍ଟାଡାଇନ ଅନୁମୋଦିତ ହୋଇଥିଲା ।[୧] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏକ ସପ୍ତାହର ବ୍ୟବ‌ହାର ପାଇଁ ଏହାର ମୂଲ୍ୟ ପ୍ରାୟ ୨୩ ଡଲାର ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "RiMANTAdine Monograph for Professionals". Drugs.com (in ଇଂରାଜୀ). Archived from the original on 14 August 2021. Retrieved 17 October 2021.
  2. "Rimantadine (Flumadine) Use During Pregnancy". Drugs.com (in ଇଂରାଜୀ). Archived from the original on 29 October 2020. Retrieved 17 October 2021.
  3. "Rimantadine Prices, Coupons & Savings Tips - GoodRx". GoodRx. Retrieved 17 October 2021.