ରାୟଚୂର ତାପଜ ବିଦ୍ୟୁତ କେନ୍ଦ୍ର

Coordinates: 16°21′18″N 77°20′31″E / 16.35500°N 77.34194°E / 16.35500; 77.34194
ଉଇକିପିଡ଼ିଆ‌ରୁ
ରାୟଚୂର ତାପଜ ବିଦ୍ୟୁତ କେନ୍ଦ୍ର
ରାୟଚୂର ତାପଜ ବିଦ୍ୟୁତ କେନ୍ଦ୍ର is located in Karnataka
ରାୟଚୂର ତାପଜ ବିଦ୍ୟୁତ କେନ୍ଦ୍ର
Location of ରାୟଚୂର ତାପଜ ବିଦ୍ୟୁତ କେନ୍ଦ୍ର
ଦେଶIndia
ଅବସ୍ଥିତିRaichur district, Karnataka.
ଦିଗବାରେଣି16°21′18″N 77°20′31″E / 16.35500°N 77.34194°E / 16.35500; 77.34194
ସ୍ଥିତିOperational
ସଚଳ ତାରିଖUnit 1 & 2: 1986
Unit 3 & 4: 1994
Unit 5 & 6: 1999
Unit 7: 2002
Unit 8: 2013
ପରିଚାଳକKPCL

ରାୟଚୂର ତାପଜ ବିଦ୍ୟୁତ କେନ୍ଦ୍ର (RTPS) ଏକ କୋଇଲା ଭିତ୍ତିକ ତାପଜ ବିଦ୍ୟୁତ କେନ୍ଦ୍ର । ଏହା ଭାରତୀୟ ରାଜ୍ୟ କର୍ଣାଟକର ରାୟଚୂର ଜିଲ୍ଲାରେ ଅବସ୍ଥିତ । ଏହା କର୍ଣାଟକ ସରକାରଙ୍କ ଶକ୍ତି ବିଭାଗ ତରଫରୁ ପରିଚାଳିତ ହେଇଥାଏ । ଏହା କର୍ଣାଟକର ପ୍ରଥମ ତାପଜ ବିଦ୍ୟୁତ କେନ୍ଦ୍ର ।  ଏହା 1985 ମସିହାରେ ସ୍ଥାପିତ ହେଇ କର୍ଣାଟକର ପ୍ରାୟ 40% ଉତ୍ପାଦିତ ଶକ୍ତି ଦେଇଥାଏ । .[୧]

  [୨]

Electricity production[ସମ୍ପାଦନା]

କୋଇଲାକୁ ଜଳି ଜଳରୁ ବସ୍ଫ ନିର୍ଗତଦ୍ୱାରା ବିଦ୍ୟୁତ ଉତ୍ପାଦିତ ହେଇଥାଏ । ଏହି ପ୍ରକଳ୍ପରେ ଦୈନିକ 35 ମେଗାୱାତ୍ତ ଶକ୍ତି ଉପପନ୍ନ ହେଇଥାଏ ।  [୩]

ନୋଟ ସବୁ [ସମ୍ପାଦନା]

  1. "All units of RTPS going full steam". Online Edition of The Hindu, dated 2007-01-07. Chennai, India. 2007-01-07. Retrieved 2007-11-01.[permanent dead link]
  2. "Karnataka Power Corporation Limited, 2 x 210 MW Raichur Themal Power Plant : Stages – I & II" (PDF). Online Webpage of TCE Consulting Engineers Ltd., A TATA Enterprise. Archived from the original (PDF) on 2007-01-01. Retrieved 2007-11-01.
  3. "Guidelines for Hazardous waste, Part I, Recommendations for environmental politics and administration, Introduction of collection and disposal systems under particular consideration of framework conditions in India and Vietnam, Ver 1.0, Oct 2006" (PDF). Sacodi Project. Archived from the original (PDF) on 2008-11-21. Retrieved 2007-11-01.