ରାହୁଳ ବୋଷ
ଦେଖଣା
ରାହୁଳ ବୋଷ | |
|---|---|
ବେନ ୧୦:ଡେଷ୍ଟ୍ରୟ ଅଲ ଏଲିଏନ୍ସର ପ୍ରିମିୟରରେ ବୋଷ | |
| ଜନ୍ମ | ୨୭ ଜୁଲାଇ ୧୯୬୭ |
| ବୃତ୍ତି(ସମୂହ) | ଅଭିନେତା, ନିର୍ଦ୍ଦେଶକ, କାହାଣୀକାର, ସାମାଜିକ କର୍ମୀ, ରଗବି ଖେଳାଳି, ଅଣଲାଭକାରୀ ସଂଗଠନ "ଦି ଫାଉଣ୍ଡେସନ"ର ପ୍ରତିଷ୍ଠାତା |
| ସକ୍ରିୟ ବର୍ଷ | ୧୯୯୩–ଅଧୁନା |
ରାହୁଳ ବୋଷ (ଜନ୍ମ: ୧୯୬୭ ଜୁଲାଇ ୨୭) ଜଣେ ଭାରତୀୟ ସିନେ ଅଭିନେତା, ନିର୍ଦ୍ଦେଶକ, କାହାଣୀକାର, ସାମାଜିକ କର୍ମୀ, ରଗବି ଖେଳାଳୀ । ସେ ବେସରକାରୀ ଓ ଅଣଲାଭକାରୀ ସଂଗଠନ "ଦି ଫାଉଣ୍ଡେସନ"ର ପ୍ରତିଷ୍ଠାତା । ସେ ୧୯୯୩ ମସିହାରେ ଅଭିନୟ ଆରମ୍ଭ କରି ବର୍ତ୍ତମାନ ଯାଏ ସକ୍ରିୟ ଭାବେ ଅଭିନୟରେ ଜଡ଼ିତ ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ବୋଷ କର୍ଣ୍ଣାଟକର ବେଙ୍ଗାଳୁରୁଠାରେ ୧୯୬୭ ଜୁଲାଇ ୨୭ ତାରିଖରେ ଜନ୍ମଲାଭ କରିଥିଲେ ।
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |