ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ

ଉଇକିପିଡ଼ିଆ ରୁ
Jump to navigation Jump to search
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ
ଭୋପାଳରେ ପଥ ସଞ୍ଚାଳନ
ଛୋଟ ନାଆଁRSS
ଗଠନ୨୭ ସେପ୍ଟେମ୍ବର ୧୯୨୫ (୩୫୧୨୨ ଦିନ ଆଗରୁ) (1925-09-27)
ପ୍ରକାରଦକ୍ଷିଣପନ୍ଥୀ[୧]
ସ୍ୱେଚ୍ଛାସେବୀ[୨]
ଅର୍ଦ୍ଧସାମରିକ[୩][୪][୫][୬][୭]
ନ୍ୟାୟିକ ଅବସ୍ଥାସକ୍ରିୟ
ଉଦ୍ଦେଶ୍ୟହିନ୍ଦୁ ରାଷ୍ଟ୍ରୀୟବାଦହିନ୍ଦୁତ୍ୱ[୮][୯]
ମୁଖ୍ୟାଳୟଡଃ ହେଗଡେୱର ଭବନ, ସଂଘ ବିଲଡିଂ ରୋଡ଼, ନାଗପୁର, ମହାରାଷ୍ଟ୍ର
ସଭ୍ୟପଦ
ମୁଖ୍ୟ ଭାଷାକୌଣସିଟି ନୁହେଁ
ସଂଘଚାଳକ (ମୁଖ୍ୟ)ମୋହନ ଭାଗବତ
ସାଧାରଣ ସମ୍ପାଦକଦତ୍ତ୍ତ୍ରେୟ ହୋସାବଳେ
ଅନୁମୋଦନସଂଘ ପରିବାର
ବେବସାଇଟwww.rss.org

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ସଂକ୍ଷେପରେ "ଆରଏସଏସ")[୧୪] ଏକ ଭାରତୀୟ ଦକ୍ଷିଣପନ୍ଥୀ,[୧] ହିନ୍ଦୁ ଜାତୀୟତାବାଦୀ,[୧୫][୧୬] ଅର୍ଦ୍ଧସାମରିକ[୫] ସ୍ୱେଚ୍ଛାସେବୀ[୨] ସଂଗଠନ । ଆରଏସଏସ ହେଉଛି ସଂଘ ପରିବାରର ନାମକ ଏକ ବୃହତ ସଂସ୍ଥାସମୂହର ମୂଳ ସଂଗଠନ ଏବଂ ତାହା ଭାରତୀୟ ସମାଜର ସମସ୍ତ ଦିଗରେ ଉପସ୍ଥିତି ରହିଛି । ଆରଏସଏସ ୧୯୨୫ ସେପ୍ଟେମ୍ବର ୨୭ରେ ସ୍ଥାପିତ ହୋଇଥିଲା । ୨୦୧୪ ବେଳକୁ ଏହାର ସଦସ୍ୟତା ଥିଲା ୫୦-୬୦ ଲକ୍ଷ (୫-୬ ନିୟୁତ) ।[୧୭][୧୦]

ପ୍ରାରମ୍ଭିକ ପ୍ରେରଣା ଥିଲା ହିନ୍ଦୁ ଅନୁଶାସନ ମାଧ୍ୟମରେ ଚରିତ୍ର ତାଲିମ ପ୍ରଦାନ କରି ଓ ହିନ୍ଦୁ ସମ୍ପ୍ରଦାୟକୁ ଏକାଠି କରି ଏକ ହିନ୍ଦୁ ରାଷ୍ଟ୍ର ଗଠନ କରିବା ।[୧୮][୧୯] ଏହି ସଂଗଠନ ଭାରତୀୟ ସଂସ୍କୃତି ଏବଂ ନାଗରିକ ସମାଜର ମୂଲ୍ୟବୋଧକୁ ବଜାୟ ରଖିବାର ଆଦର୍ଶକୁ ପ୍ରୋତ୍ସାହିତ କରେ ଏବଂ ହିନ୍ଦୁ ସମ୍ପ୍ରଦାୟକୁ "ଶକ୍ତ" କରିବା ପାଇଁ ହିନ୍ଦୁତ୍ୱର ନୀତିକୁ ପ୍ରସାର କରେ ।[୨୦][୯] ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହା ୟୁରୋପୀୟ ଦକ୍ଷିଣପନ୍ଥୀ ଗୋଷ୍ଠୀଠାରୁ ପ୍ରାରମ୍ଭିକ ପ୍ରେରଣା ଗ୍ରହଣ କରିଥିଲା ।[୧୯][୨୧][୨୨][୨୩] କାଳକ୍ରମେ ଆରଏସଏସ ଏକ ବିରାଟ ହିନ୍ଦୁ ଜାତୀୟତାବାଦୀ ସଂଗଠନରେ ପରିଣତ ହୋଇ ନିଜର ଆଦର୍ଶଗତ ବିଶ୍ୱାସ ବିସ୍ତାର କରିବା ପାଇଁ ଅନେକ ଅନୁବନ୍ଧିତ ସଂଗଠନ, ବିଦ୍ୟାଳୟ, ଦାତବ୍ୟ ଅନୁଷ୍ଠାନ ଏବଂ କ୍ଲବ ଆଦି ପ୍ରତିଷ୍ଠା କରିଥିଲା ।[୧୯]

ବ୍ରିଟିଶ ଶାସନ ସମୟରେ ଥରେ,[୧୯] ଓ ପରେ ସ୍ୱାଧୀନତା ପରବର୍ତ୍ତୀ ଭାରତ ସରକାର ଦ୍ୱାରା ତିନିଥର, ପ୍ରଥମେ ଆଦର୍ଶଗତ ମତଭେଦକୁ ନେଇ ୧୯୪୬ରେ ଆରଏସଏସ ଛାଡ଼ିଥିବା ଦାବି କରିଥିବା ନାଥୁରାମ ଗଡ଼ସେ[୨୪] ୧୯୪୮ ମସିହାରେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିବା ପରେ,[୧୯][୨୫][୨୬] ଜରୁରୀକାଳୀନ ପରିସ୍ଥିତି ସମୟରେ (୧୯୭୫-୧୯୭୭); ଏବଂ ୧୯୯୨ରେ ବାବ୍ରି ମସଜିଦ ଭଙ୍ଗା ପରେ ତୃତୀୟ ଥର ପାଇଁ ଆରଏସଏସକୁ ଅଟକାଯାଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ Johnson, Matthew; Garnett, Mark; Walker, David M (2017), Conservatism and Ideology, Routledge, p. 77, ISBN 978-1-317-52899-9, retrieved 25 March 2021, A couple of years later, India was ruled by the Janata coalition, which consisted also of Bharatiya Jana Sangh (BJS), the then-political arm of the extreme right-wing Hindu nationalist Rashtriya Swayamsevak Sangh (RSS – National Volunteers Organisation).
  2. ୨.୦ ୨.୧ Andersen & Damle 1987, p. 111.
  3. ଆଧାର ଭୁଲ: ଅଚଳ <ref> ଚିହ୍ନ; Curran1950 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  4. ଆଧାର ଭୁଲ: ଅଚଳ <ref> ଚିହ୍ନ; Bhatt2013 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  5. ୫.୦ ୫.୧ McLeod, John (2002). The history of India. Greenwood Publishing Group. pp. 209–. ISBN 978-0-313-31459-9. Archived from the original on 24 April 2017. Retrieved 11 June 2010.
  6. ଆଧାର ଭୁଲ: ଅଚଳ <ref> ଚିହ୍ନ; Horowitz ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  7. ଆଧାର ଭୁଲ: ଅଚଳ <ref> ଚିହ୍ନ; Margolis2000 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  8. Embree, Ainslie T. (2005). "Who speaks for India? The Role of Civil Society". In Rafiq Dossani; Henry S. Rowen (eds.). Prospects for Peace in South Asia. Stanford University Press. pp. 141–184. ISBN 0804750858.
  9. ୯.୦ ୯.୧ Jaffrelot, Christophe (2010). Religion, Caste, and Politics in India (in ଇଂରାଜୀ). Primus Books. p. 46. ISBN 9789380607047.
  10. ୧୦.୦ ୧୦.୧ Priti Gandhi (15 May 2014). "Rashtriya Swayamsewak Sangh: How the world's largest NGO has changed the face of Indian democracy". DNA India. Retrieved 1 December 2014.
  11. "Hindus to the fore". Archived from the original on 7 September 2017. Retrieved 10 September 2017.
  12. "Glorious 87: Rashtriya Swayamsevak Sangh turns 87 on today on Vijayadashami". Samvada. 24 October 2012. Retrieved 1 December 2014.
  13. "Highest growth ever: RSS adds 5,000 new shakhas in last 12 months". The Indian Express. 16 March 2016. Archived from the original on 24 August 2016. Retrieved 30 August 2016.
  14. "Rashtriya Swayamsevak Sangh (RSS)". Archived from the original on 26 October 2009. Retrieved 10 February 2010. (Hindi: "National Volunteer Organisation") also called Rashtriya Seva Sang
  15. Horowitz, Donald L. (2001). The Deadly Ethnic Riot. University of California Press. p. 244. ISBN 978-0520224476.
  16. Jeff Haynes (2 September 2003). Democracy and Political Change in the Third World. Routledge. pp. 168–. ISBN 978-1-134-54184-3. Archived from the original on 23 April 2017. Retrieved 25 September 2016.
  17. Chitkara, National Upsurge 2004, p. 362.
  18. Andersen & Damle 1987, p. 2.
  19. ୧୯.୦ ୧୯.୧ ୧୯.୨ ୧୯.୩ ୧୯.୪ Atkins, Stephen E. (2004). Encyclopedia of modern worldwide extremists and extremist groups. Greenwood Publishing Group. pp. 264–265. ISBN 978-0-313-32485-7. Retrieved 26 May 2010.
  20. Dina Nath Mishra (1980). RSS: Myth and Reality. Vikas Publishing House. p. 24. ISBN 978-0706910209.
  21. Casolari, Marzia (2000). "Hindutva's Foreign Tie-Up in the 1930s: Archival Evidence". Economic and Political Weekly. 35 (4): 218–228. ISSN 0012-9976. JSTOR 4408848.
  22. McDonald, Ian (1 December 1999). "'Physiological Patriots'?: The Politics of Physical Culture and Hindu Nationalism in India". International Review for the Sociology of Sport (in ଇଂରାଜୀ). Sage Journals. 34 (4): 343–358. doi:10.1177/101269099034004003. ISSN 1012-6902. S2CID 144111156.
  23. Natrajan, Balmurli (2009). "Searching for a Progressive Hindu/ism: Battling Mussolini's Hindus, Hindutva, and Hubris". Tikkun (in ଇଂରାଜୀ). Duke University Press. 24 (5): 58–61. doi:10.1215/08879982-2009-5024. ISSN 2164-0041. S2CID 171206784.
  24. Karawan, Ibrahim A.; McCormack, Wayne; Reynolds, Stephen E. (2008). Values and Violence: Intangible Aspects of Terrorism. Springer Science & Business Media. p. 87. ISBN 978-1-4020-8660-1.Venugopal, Vasudha (8 September 2016). "Nathuram Godse never left RSS, says his family". The Economic Times.
  25. "RSS releases 'proof' of its innocence". The Hindu. Chennai, India. 18 August 2004. Archived from the original on 23 May 2010. Retrieved 26 January 2011.
  26. Gerald James Larson (1995). India's Agony Over Religion. State University of New York Press. p. 132. ISBN 0-7914-2412-X.

ବାହାର ତଥ୍ୟ[ସମ୍ପାଦନା]