ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ | |
---|---|
ଛୋଟ ନାଆଁ | RSS |
ସ୍ଥାପନା | 27 ସେପ୍ଟେମ୍ବର 1925 |
ପ୍ରକାର | ଦକ୍ଷିଣପନ୍ଥୀ[୧] ସ୍ୱେଚ୍ଛାସେବୀ[୨] ଅର୍ଦ୍ଧସାମରିକ[୩][୪][୫][୬][୭] |
ନ୍ୟାୟିକ ଅବସ୍ଥା | ସକ୍ରିୟ |
ଉଦ୍ଦେଶ୍ୟ | ହିନ୍ଦୁ ରାଷ୍ଟ୍ରୀୟବାଦ ଓ ହିନ୍ଦୁତ୍ୱ[୮][୯] |
ମୁଖ୍ୟାଳୟ | ଡଃ ହେଗଡେୱର ଭବନ, ସଂଘ ବିଲଡିଂ ରୋଡ଼, ନାଗପୁର, ମହାରାଷ୍ଟ୍ର |
ସଭ୍ୟପଦ | |
ମୁଖ୍ୟ ଭାଷା | କୌଣସିଟି ନୁହେଁ |
ସଂଘଚାଳକ (ମୁଖ୍ୟ) | ମୋହନ ଭାଗବତ |
ସାଧାରଣ ସମ୍ପାଦକ | ଦତ୍ତ୍ତ୍ରେୟ ହୋସାବଳେ |
ଅନୁମୋଦନ | ସଂଘ ପରିବାର |
ୱେବ୍ସାଇଟ | www |
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ସଂକ୍ଷେପରେ "ଆରଏସଏସ")[୧୪] ଏକ ଭାରତୀୟ ଦକ୍ଷିଣପନ୍ଥୀ,[୧] ହିନ୍ଦୁ ଜାତୀୟତାବାଦୀ,[୧୫][୧୬] ଅର୍ଦ୍ଧସାମରିକ[୫] ସ୍ୱେଚ୍ଛାସେବୀ[୨] ସଂଗଠନ । ଆରଏସଏସ ହେଉଛି ସଂଘ ପରିବାରର ନାମକ ଏକ ବୃହତ ସଂସ୍ଥାସମୂହର ମୂଳ ସଂଗଠନ ଏବଂ ତାହା ଭାରତୀୟ ସମାଜର ସମସ୍ତ ଦିଗରେ ଉପସ୍ଥିତି ରହିଛି । ଆରଏସଏସ ୧୯୨୫ ସେପ୍ଟେମ୍ବର ୨୭ରେ ସ୍ଥାପିତ ହୋଇଥିଲା । ୨୦୧୪ ବେଳକୁ ଏହାର ସଦସ୍ୟତା ଥିଲା ୫୦-୬୦ ଲକ୍ଷ (୫-୬ ନିୟୁତ) ।[୧୭][୧୦]
ପ୍ରାରମ୍ଭିକ ପ୍ରେରଣା ଥିଲା ହିନ୍ଦୁ ଅନୁଶାସନ ମାଧ୍ୟମରେ ଚରିତ୍ର ତାଲିମ ପ୍ରଦାନ କରି ଓ ହିନ୍ଦୁ ସମ୍ପ୍ରଦାୟକୁ ଏକାଠି କରି ଏକ ହିନ୍ଦୁ ରାଷ୍ଟ୍ର ଗଠନ କରିବା ।[୧୮][୧୯] ଏହି ସଂଗଠନ ଭାରତୀୟ ସଂସ୍କୃତି ଏବଂ ନାଗରିକ ସମାଜର ମୂଲ୍ୟବୋଧକୁ ବଜାୟ ରଖିବାର ଆଦର୍ଶକୁ ପ୍ରୋତ୍ସାହିତ କରେ ଏବଂ ହିନ୍ଦୁ ସମ୍ପ୍ରଦାୟକୁ "ଶକ୍ତ" କରିବା ପାଇଁ ହିନ୍ଦୁତ୍ୱର ନୀତିକୁ ପ୍ରସାର କରେ ।[୨୦][୯] ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହା ୟୁରୋପୀୟ ଦକ୍ଷିଣପନ୍ଥୀ ଗୋଷ୍ଠୀଠାରୁ ପ୍ରାରମ୍ଭିକ ପ୍ରେରଣା ଗ୍ରହଣ କରିଥିଲା ।[୧୯][୨୧][୨୨][୨୩] କାଳକ୍ରମେ ଆରଏସଏସ ଏକ ବିରାଟ ହିନ୍ଦୁ ଜାତୀୟତାବାଦୀ ସଂଗଠନରେ ପରିଣତ ହୋଇ ନିଜର ଆଦର୍ଶଗତ ବିଶ୍ୱାସ ବିସ୍ତାର କରିବା ପାଇଁ ଅନେକ ଅନୁବନ୍ଧିତ ସଂଗଠନ, ବିଦ୍ୟାଳୟ, ଦାତବ୍ୟ ଅନୁଷ୍ଠାନ ଏବଂ କ୍ଲବ ଆଦି ପ୍ରତିଷ୍ଠା କରିଥିଲା ।[୧୯]
ବ୍ରିଟିଶ ଶାସନ ସମୟରେ ଥରେ,[୧୯] ଓ ପରେ ସ୍ୱାଧୀନତା ପରବର୍ତ୍ତୀ ଭାରତ ସରକାରଦ୍ୱାରା ତିନିଥର, ପ୍ରଥମେ ଆଦର୍ଶଗତ ମତଭେଦକୁ ନେଇ ୧୯୪୬ରେ ଆରଏସଏସ ଛାଡ଼ିଥିବା ଦାବି କରିଥିବା ନାଥୁରାମ ଗଡ଼ସେ[୨୪] ୧୯୪୮ ମସିହାରେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିବା ପରେ,[୧୯][୨୫][୨୬] ଜରୁରୀକାଳୀନ ପରିସ୍ଥିତି ସମୟରେ (୧୯୭୫-୧୯୭୭); ଏବଂ ୧୯୯୨ରେ ବାବ୍ରି ମସଜିଦ ଭଙ୍ଗା ପରେ ତୃତୀୟ ଥର ପାଇଁ ଆରଏସଏସକୁ ଅଟକାଯାଇଥିଲା ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ Johnson, Matthew; Garnett, Mark; Walker, David M (2017), Conservatism and Ideology, Routledge, p. 77, ISBN 978-1-317-52899-9, retrieved 25 March 2021,
A couple of years later, India was ruled by the Janata coalition, which consisted also of Bharatiya Jana Sangh (BJS), the then-political arm of the extreme right-wing Hindu nationalist Rashtriya Swayamsevak Sangh (RSS – National Volunteers Organisation).
- ↑ ୨.୦ ୨.୧ Andersen & Damle 1987, p. 111.
- ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;Curran1950
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;Bhatt2013
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ ୫.୦ ୫.୧ McLeod, John (2002). The history of India. Greenwood Publishing Group. pp. 209–. ISBN 978-0-313-31459-9. Archived from the original on 24 April 2017. Retrieved 11 June 2010.
- ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;Horowitz
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;Margolis2000
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ Embree, Ainslie T. (2005). "Who speaks for India? The Role of Civil Society". In Rafiq Dossani; Henry S. Rowen (eds.). Prospects for Peace in South Asia. Stanford University Press. pp. 141–184. ISBN 0804750858.
- ↑ ୯.୦ ୯.୧ Jaffrelot, Christophe (2010). Religion, Caste, and Politics in India (in ଇଂରାଜୀ). Primus Books. p. 46. ISBN 9789380607047.
- ↑ ୧୦.୦ ୧୦.୧ Priti Gandhi (15 May 2014). "Rashtriya Swayamsewak Sangh: How the world's largest NGO has changed the face of Indian democracy". DNA India. Retrieved 1 December 2014.
- ↑ "Hindus to the fore". Archived from the original on 7 September 2017. Retrieved 10 September 2017.
- ↑ "Glorious 87: Rashtriya Swayamsevak Sangh turns 87 on today on Vijayadashami". Samvada. 24 October 2012. Archived from the original on 11 January 2015. Retrieved 1 December 2014.
- ↑ "Highest growth ever: RSS adds 5,000 new shakhas in last 12 months". The Indian Express. 16 March 2016. Archived from the original on 24 August 2016. Retrieved 30 August 2016.
- ↑ "Rashtriya Swayamsevak Sangh (RSS)". Archived from the original on 26 October 2009. Retrieved 10 February 2010.
(Hindi: "National Volunteer Organisation") also called Rashtriya Seva Sang
- ↑ Horowitz, Donald L. (2001). The Deadly Ethnic Riot. University of California Press. p. 244. ISBN 978-0520224476.
- ↑ Jeff Haynes (2 September 2003). Democracy and Political Change in the Third World. Routledge. pp. 168–. ISBN 978-1-134-54184-3. Archived from the original on 23 April 2017. Retrieved 25 September 2016.
- ↑ Chitkara, National Upsurge 2004, p. 362.
- ↑ Andersen & Damle 1987, p. 2.
- ↑ ୧୯.୦ ୧୯.୧ ୧୯.୨ ୧୯.୩ ୧୯.୪ Atkins, Stephen E. (2004). Encyclopedia of modern worldwide extremists and extremist groups. Greenwood Publishing Group. pp. 264–265. ISBN 978-0-313-32485-7. Retrieved 26 May 2010.
- ↑ Dina Nath Mishra (1980). RSS: Myth and Reality. Vikas Publishing House. p. 24. ISBN 978-0706910209.
- ↑ Casolari, Marzia (2000). "Hindutva's Foreign Tie-Up in the 1930s: Archival Evidence". Economic and Political Weekly. 35 (4): 218–228. ISSN 0012-9976. JSTOR 4408848.
- ↑ McDonald, Ian (1 December 1999). "'Physiological Patriots'?: The Politics of Physical Culture and Hindu Nationalism in India". International Review for the Sociology of Sport (in ଇଂରାଜୀ). Sage Journals. 34 (4): 343–358. doi:10.1177/101269099034004003. ISSN 1012-6902. S2CID 144111156.
- ↑ Natrajan, Balmurli (2009). "Searching for a Progressive Hindu/ism: Battling Mussolini's Hindus, Hindutva, and Hubris". Tikkun (in ଇଂରାଜୀ). Duke University Press. 24 (5): 58–61. doi:10.1215/08879982-2009-5024. ISSN 2164-0041. S2CID 171206784.
- ↑ —Karawan, Ibrahim A.; McCormack, Wayne; Reynolds, Stephen E. (2008). Values and Violence: Intangible Aspects of Terrorism. Springer Science & Business Media. p. 87. ISBN 978-1-4020-8660-1. —Venugopal, Vasudha (8 September 2016). "Nathuram Godse never left RSS, says his family". The Economic Times.
- ↑ "RSS releases 'proof' of its innocence". The Hindu. Chennai, India. 18 August 2004. Archived from the original on 23 May 2010. Retrieved 26 January 2011.
- ↑ Gerald James Larson (1995). India's Agony Over Religion. State University of New York Press. p. 132. ISBN 0-7914-2412-X.
ବାହାର ତଥ୍ୟ
[ସମ୍ପାଦନା]- Official website
- Quotations related to ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ at Wikiquote